ମଣିପୁରରେ ନୀତୀଶଙ୍କୁ ଝଟକା
ନୂଆଦିଲ୍ଲୀ : NDA ମେଣ୍ଟରୁ ଅଲଗାହୋଇ ବିହାରରେ ବିଜେପିକୁ ଶକ୍ତ ଝଟକା ଦେଇଥିବା ନୀତିଶଙ୍କୁ ମଣିପୁରରେ ଲାଗିଛି ଝଟକା । ମଣିପୁର ଜନତା ଦଳ ୟୁନାଇଟେଡ (JDU)ର ୬ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣ ପଦ୍ମ ଧରିଛନ୍ତି ।
ମଣିପୁର ବିଧାନସଭା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଜେଡିୟୁ ବିଧାୟକ…