Latest Odisha News

BREAKING NEWS

Browsing Tag

blackmail

ବ୍ଲାକମେଲ୍ ପାଇଁ ଆତ୍ମହତ୍ୟା କଲେ କି ଡିଜେ ଆଜେକ୍ସ ?

ଭୁବନେଶ୍ୱର: ଶନିବାର ସନ୍ଧ୍ୟାରେ ବର୍ଷା ପବନ ହେଉଥିଲା । ଜର ହେଉଛି କହି ଘରେ ଶୋଇଥିଲେ ଡିଜେ ଆଜେକ୍ସ । ଆଉ ରାତି ୧୦ଟାରେ ବିଦ୍ୟୁତ୍ ଆସିଲା ବେଳକୁ ବେଡସିଟ୍ ବାନ୍ଧି ଝୁଲି ପଡ଼ିଥିଲେ ଡିଜେ ଆଜେକ୍ସ ଓରଫ୍ ଅକ୍ଷୟ । ତେବେ କାହିଁକି ଅକ୍ଷୟ ଜୀବନ ହାରିଲେ ? ମାନସିକ ଚାପ ଯୋଗୁଁ ଅକ୍ଷୟ…

ମୁହାଁମୁହିଁ ହେବ ଜେରା ! ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଇଡିର ଆବେଦନ

ଭୁବନେଶ୍ୱର: ରିମାଣ୍ଡ ବେଳେ ଇଡି ଆଗରେ ମୁହଁ ଖୋଲିଲେନି ଅର୍ଚ୍ଚନା । ଏବେ ସ୍ୱାମୀ-ସ୍ତ୍ରୀ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ମୁହାଁମୁହିଁ ବସାଇ ଜେରା କରିବ ଇଡି । ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉଭୟ ଜଗବନ୍ଧୁ ଚାନ୍ଦ ଓ ଅର୍ଚ୍ଚନା ନାଗଙ୍କୁ କୋର୍ଟରେ ହାଜର କରି ରିମାଣ୍ଡ ଆବେଦନ କରିଛି ।…

ବ୍ଲାକମେଲ୍ କ୍ୱିନ ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ଆଜି ସରୁଛି, ପୁଣି ରିମାଣ୍ଡ ମାଗିବ ଇଡି

ଭୁବନେଶ୍ୱର : ଯେତେବେଳେ ମୁଁ ମୁହଁ ଖୋଲିବିନା, ସାରା ରାଜ୍ୟ ବଦଳିଯିବ ଆଜ୍ଞା । ତଥ୍ୟ ପ୍ରମାଣ ସହ ସବୁ କହିବି । ନେତା କି ମନ୍ତ୍ରୀ କିଏ ରହିଛି, ସବୁ ପ୍ରମାଣ ସହିତ ଦେଖାଇବି । ମୋତେ ଖାଲି ୩୦ ମିନିଟ ସମୟ ଦିଅନ୍ତୁ । ଏହି ବିସ୍ଫୋରଣ ପରେ ଲାଗୁଥିଲା ଅର୍ଚ୍ଚନା ଇଡି ଅପିସକୁ ଆସିଲେ,…

ପୁଣି ମୁହଁ ଖୋଲିଲେ ଅର୍ଚ୍ଚନା, ‘ମୁଁ କହିଲେ ଓଡ଼ିଶା ବଦଳି ଯିବ, ୩୦ ମିନିଟ୍ ଦିଅନ୍ତୁ’

ଭୁବନେଶ୍ୱର: ମୋତେ ସମୟ ଦିଅ, ସବୁ କହିବି, ସମସ୍ତଙ୍କ ମୁଖା ଖୋଲିବି । ହନିଟ୍ରାପ୍ ମାମଲାରେ ଗିରଫ ଅର୍ଚ୍ଚନା ନାଗ ଆଜି ପୁଣି ପୋଲିସ ଉପରେ ବର୍ଷିଛନ୍ତି । କହିଛନ୍ତି, ମୁଁ ମୁହଁ ଖୋଲିଲେ ଓଡ଼ିଶା ଦୋହଲି ଯିବ, ଓଡ଼ିଶା ବଦଳି ଯିବ । ଏଥିପାଇଁ ତାଙ୍କୁ ୩୦ ମିନିଟ୍ ସମୟ ଦେବା ଦରକାର ବୋଲି…

ଅର୍ଚ୍ଚନାଙ୍କ ମୁହଁରୁ ସତ ଉଗାରିବ ଇଡି, ଖୋଲିବ କଳାସାମ୍ରାଜ୍ୟର ଗୁମର ?

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଆଜିଠୁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ରିମାଣ୍ଡରେ ନେବ । ପଚାରିବ ୫ ବର୍ଷରେ ନାଗ-ଚାନ୍ଦ ଦମ୍ପତି କେମିତି ହେଲେ କୋଟିପତି । କାହାକୁ କାହାକୁ ହନିଟ୍ରାପରେ ଫସାଇ ଅର୍ଚ୍ଚନା ବ୍ଲାକମେଲ୍ କରି ଆଣିଛନ୍ତି କଳାଧନ । ସୋମବାର ଖୋର୍ଦ୍ଧା…

ଜାମିନ୍ ପାଇଁ ଉପର କୋର୍ଟକୁ ଗଲେ ଅର୍ଚ୍ଚନା, ଜଗବନ୍ଧୁଙ୍କ ଜାମିନ୍ ଆବେଦନ ଖାରଜ

ଭୁବନେଶ୍ୱର: ଜେଲରେ ବିଚଳିତ ହୋଇ ପଡ଼ିଲେଣି ଅର୍ଚ୍ଚନା ଓ ଜଗବନ୍ଧୁ । ଛାଟିପିଟି ହେଉଛନ୍ତି ବାହାରକୁ ବାହାରିବା ଲାଗି । ଜାମିନରେ ମୁକୁଳିବା ଲାଗି ବାରମ୍ବାର କୋର୍ଟରେ ଆବେଦନ କରୁଛନ୍ତି । ଅନ୍ୟପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଲିଙ୍କରେ ଇଡି ସ୍କାନରକୁ ଆସୁଛନ୍ତି ଅନେକ ବଡ଼ ବଡ଼ିଆ । ଯାହାକି…

ନବରଙ୍ଗପୁରରୁ ଗିରଫ ହେଲା ପଂଜାବୀ ପ୍ରେମିକ

ନବରଙ୍ଗପୁର: ଫେସବୁକରେ ସ୍ଥାପନ ହୋଇଥିଲା ବନ୍ଧୁତା । ହେଲେ ନବରଙ୍ଗପୁର ଟାଉନ ଥାନାରେ ବନ୍ଧୁତାର ଅନ୍ତ ଘଟିଥିଲା । ପଂଜାବର ଯୁବକ ସହ ଯୋଡିଥିଲା ନବରଙ୍ଗପୁର ମହିଳାଙ୍କ ସଂପର୍କ । ହେଲେ ବନ୍ଧୁତାକୁ ପ୍ରେମ ସଂପର୍କରେ ପରିଣିତ କରିବାକୁ ଚାହୁଁନଥିଲେ ବିବାହିତ ମହିଳା । ଅନ୍ୟପଟେ ଯୁବକ ଜଣକ…

ଦୁଷ୍କର୍ମ ପରେ ବ୍ଲାକମେଲିଂ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣେ ଟେଲର ମାଷ୍ଟରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅନୁଗୁଳ ଥାନା ଇଲାକା ଶାବଳ ଭଙ୍ଗା ଗ୍ରାମ ମାଣପୁର ସାହିର ଟୁକୁନା ସାହୁ। ପ୍ରାପ୍ତ ସୂଚନାନୁସାରେ,…