Latest Odisha News

BREAKING NEWS

Browsing Tag

Bollywood Drugs Connection Issue

ରିୟାଙ୍କୁ ମିଳିଲା ଜାମିନ, ଜେଲ୍‌ରେ ରହିବେ ସୌଭିକ

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ବେଲ୍ । ବମ୍ବେ ହାଇକୋର୍ଟରୁ ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ୧ ଲକ୍ଷ ଟଙ୍କା ମୁଚାଲିକା ଏବଂ ପାସପୋର୍ଟ ଜବତ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସେ ବିନା ଅନୁମତିରେ ମୁମ୍ବାଇରୁ ବାହାରକୁ ଯାଇପାରିବେ ନାହିଁ ବୋଲି…

NCB ପାଖରେ ଦୀପିକା-ସାରା-ଶ୍ରଦ୍ଧା-ରକୁଲଙ୍କ ଫୋନ୍, ଆଗକୁ ପୁଣି ଡାକିପାରେ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଖୋଳତାଡ ବେଳେ ସାମନାକୁ ଆସିଛି ବଲିଉଡର ଡ୍ରଗ୍ସ ଲିଙ୍କ ଖିଅ । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ବଲିଉଡ୍ ସୁନ୍ଦରୀ । ଦୀପିକା ପାଦୁକୋନା, ସାରା ଅଲ୍ଲୀ ଖାନା, ଶ୍ରଦ୍ଧା କପୁର ଓ ରକୁଲ ପ୍ରୀତ ସିଂହଙ୍କୁ ପଚରାଉରା ପରେ ସେମନାଙ୍କ…

ରିୟାଙ୍କୁ ମିଳିଲାନି ବେଲ, ବାଧକ ସାଜିଲା ବର୍ଷା

ମୁମ୍ବାଇ: ବଢ଼ିଲା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଚିନ୍ତା । ଆଜି ମିଳିବନି ରିୟାଙ୍କୁ ବେଲ୍ । ବାଧକ ସାଜିଲା ବର୍ଷା । ଲିଉଡ ଡ୍ରଗ୍ସ ଲିଙ୍କରେ ଗିରଫ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ଆଜି ଜାମିନ ଶୁଣାଣି ବମ୍ବେ ହାଇକୋର୍ଟରେ ଥିଲା । ତେବେ…

ଡ୍ରଗ୍ସ ଜାଲରେ ବଲିଉଡ ନାୟିକା: ଅଭିଯୋଗ ପରେ ମୁହଁ ଖୋଲିଲେ ଦିୟା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ଡ୍ରଗ୍ସ କନେକ୍ସନ ମାମଲା ଆସିବା ପରଠୁ ଅନେକ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିବାରେ ଲାଗିଛି। ଜଣେ ପରେ ଜଣେ ଅଭିନେତ୍ରୀ ଡ୍ରଗ୍ସ ସେବନ କରୁଥିବା ମାମଲାର ଖୁଲାସା ହୋଇ ସାରିଛି। ଏହା ମଧ୍ୟରେ ଡ୍ରଗ୍ସ ମାମଲାରେ ଏନସିବିର ରାଡାରରେ ଦୀୟା…

ବଲିଉଡ ଡ୍ରଗ୍ସ ଲିଙ୍କ: ଏନ୍‌ସିବି ରାଡାର୍‌ରେ ଦୀପିକା ପାଦୁକୋନ୍ ଓ ନମ୍ରତା ଶିରୋଦକର !

ମୁମ୍ବାଇ: ଏବେ ଏନ୍‌ସିବି ରାଡାର୍‌ରେ ଆଉ ୨ ବଲିଉଡ ଷ୍ଟାର । ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ସାରା ଅଲ୍ଲି ଖାନ୍ ଓ ରାକୁଲ ପ୍ରିତ ସିଂହଙ୍କ ପରେ ବଲିଉଡର ଟପ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ନାଁ ସାମ୍ନାକୁ ଆସିଛି । ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଏବଂ ଡ୍ରଗ୍ସ ଲିଙ୍କ…

କଷ୍ଟ ଦୂର ପାଇଁ ଲୋକେ ଡ୍ରଗ୍ସ ନିଅନ୍ତି: ପୂଜା ଭଟ୍ଟ

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କାରବାର ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏହି କଥାରେ ଏବେ ସଂସଦରେ ଯାଇ ପହଂଚିଛି । ସେପଟେ ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡ ଦୁଇ ଫାଳ ହୋଇଯାଇଛି । ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଲୋକଙ୍କ ଟାର୍ଗେଟ ଅଛି ପୁରା ଭଟ୍ଟ ପାରିବାର । ସୁଶାନ୍ତ ମାମଲାରେ…

ଜୟାଙ୍କ ସମର୍ଥନରେ ବାହାରିଲେ ହେମା

ନୂଆଦିଲ୍ଲୀ: ଡ୍ରଗ୍ସ ଲିଙ୍କକୁ ନେଇ ଏନେ ଟାର୍ଗେଟରେ ବଲିଉଡ । ଅଭିନେତା ତଥା ବିଜେପି ସାଂସଦ ରବି କିଶନ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ଲିଙ୍କ ପ୍ରସଙ୍ଗକୁ ଲୋକସଭାରେ ଉଠାଇଥିଲେ । ଏହାକୁ ‘ଗଟର’ ବୋଲି କହିଥିଲେ । ତେବେ ଏହାକୁ ନେଇ ରାଜ୍ୟସଭାରେ ସାଂସଦ ଜୟା ବଚ୍ଚନ କଡଳ ପ୍ରତ୍ରିକିୟା…