Latest Odisha News

BREAKING NEWS

Browsing Tag

Bollywood

୨୭ରେ ମୁକ୍ତିଲାଭ କରିବ ଦେବ ପଟେଲଙ୍କ ‘ଦ ଗ୍ରୀନ୍ ନାଇଟ୍‌’

ମୁମ୍ବାଇ: ଦେବ ପଟେଲଙ୍କ ଅଭିନୀତ ଫିଲ୍ମ ଦ ଗ୍ରୀନ୍ ନାଇଟ୍ ଅଗଷ୍ଟ ୨୭ରେ ମୁକ୍ତିଲାଭ କରିବ। ସାରା ବିଶ୍ୱରେ ଥିବା ଦେବଙ୍କ ପ୍ରଶଂସକ ଏହାକୁ ନେଇ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି। ଚଳଚ୍ଚିତ୍ର ରିଲିଜ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରରେ ଦେବ ପଟେଲ, ଆଲିସିଆ…

ସୋସିଆଲ୍‌ ମିଡିଆରେ ଚହଳ ସୃଷ୍ଟି କରିଛି ଲାରାଙ୍କ ନୂଆ ଅବତାର

ନୂଆଦିଲ୍ଳୀ: ଗତକାଲି ଅକ୍ଷୟ କୁମାରଙ୍କ ଅଭିନୀତ ମୁଭି ବେଲ୍‌ ବଟମ୍‌ର ଟ୍ରେଲର ରିଲିଜ ହୋଇଛି। ଏଥିରେ ଅକ୍ଷୟଙ୍କ ସମେତ ବାନି କପୁର, ହ୍ୟୁମା କୁରେଶି ଓ ଲାରା ଦତ୍ତ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ‌ତେବେ ଟ୍ରେଲର୍‌ ରିଲିଜ ହେବା ପରେ ‌ଲାରାଙ୍କ ଚରିତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ…

ଶିଳ୍ପାଙ୍କ ପରେ ଏବେ ପୁଅ ଭିଆନ୍‌ଙ୍କ ଇନଷ୍ଟା ପୋଷ୍ଟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ପ୍ରଥମ ଥର ପାଇଁ ନୀରବତା ଭାଙ୍ଗି କଡା ଜବାବ୍‌ ରଖିଛନ୍ତି। ଶିଳ୍ପା ଶେଟ୍ଟୀ ସୋମବାର ପ୍ରଥମ ଥର ପାଇଁ ଏକ ଲମ୍ବା ଚଉଡା ବିବୃତ୍ତି ପ୍ରଦାନ କରିଥିଲେ। ଏହା ପରେ ତାଙ୍କ ପୁଅ ଭିଆନଙ୍କ ଏକ ପୋଷ୍ଟ ମଧ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ…

‘ଥଡମ୍‌’ର ହିନ୍ଦୀ ରିମେକ୍‌ରେ ଆଦିତ୍ୟଙ୍କୁ ଲିଡ୍‌ ରୋଲ୍‌

ନୂଆଦିଲ୍ଲୀ: ଟି-ସିରିଜ ତାମିଲ ଆକ୍ସନ ଥ୍ରୀଲର ଥଡମର ହିନ୍ଦୀ ରିମେକ୍‌ ନିର୍ମାଣ ନେଇ ଘୋଷଣା କରିଛି। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଆଦିତ୍ୟ ରୟ କାପୁର। ଏହାର ନିର୍ଦ୍ଦେଶନା ଦେବେ ବର୍ଦ୍ଧନ କେଟକର। ଫିଲ୍ମକୁ ନେଇ ଅଧିକ ତଥ୍ୟ ପ୍ରକାଶ କରାଯାଇନାହିଁ। ତେବେ ଦୀର୍ଘଦିନର ବ୍ୟବଧାନ…

ଜୋଭାନଙ୍କ ଜନ୍ମ ପୂର୍ବରୁ ୨ଥର ଗର୍ଭପାତର ଶିକାର ହୋଇଥିଲେ ଗୀତା

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂଙ୍କ ପତ୍ନୀ ତଥା ଅଭିନେତ୍ରୀ ଗୀତା ବାସ୍ରା ଜୁଲାଇ ୧୦ରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଯାହା ଫଳରେ ଉଭୟ ଦମ୍ପତି ପୁଣି ଥରେ ପିତାମାତା ହେବାର ସୌଭାଗ୍ୟ ଲାଭ କରିଥିଲେ। ତାଙ୍କ ଶିଶୁ ପୁତ୍ର ନାଁ ରଖିଥିଲେ ଜୋଭାନ। ତେବେ ଜୋଭାନଙ୍କୁ…

ଭାରତର ୱିଣ୍ଟର ଅଲିମ୍ପିଆନ୍‌ଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ କୁନାଲ

ନୂଆଦିଲ୍ଲୀ: ନିର୍ମାତା ଭାବରେ କୁନାଲ କପୁର ତାଙ୍କର ପ୍ରଥମ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ନିକଟରେ ଅଭିନେତା ତାଙ୍କ ପ୍ରଡକ୍ସନ୍ ହାଉସର ଶୁଭାରମ୍ଭ କରିଛନ୍ତି। ନିର୍ମାତା ଭାବରେ ତାଙ୍କର ପ୍ରଥମ ପ୍ରୋଜେକ୍ଟ ବିଷୟରେ ବିବରଣୀ ପ୍ରଦାନ କରିଥିଲେ। କୁନାଲ ଭାରତର ୱିଣ୍ଟର…

ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ

ମୁମ୍ବାଇ: ଟୋକିଓ ଅଲିମ୍ପିକ୍ସରେ ଇସ୍ରାଏଲ୍ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବା ପରେ ସୋମବାର ଅନୁ ମଲିକ ଟ୍ୱିଟର ଟ୍ରୋଲ୍‌ ହୋଇଥିବା ଦେଖିବାକୁ ମିଳିଛି। ଇସ୍ରାଏଲ୍ ଜିମ୍ନାଷ୍ଟ ଆର୍ଟେମ୍ ଡଲଗୋପିଆଟ୍ କଳାତ୍ମକ ଜିମ୍ନାଷ୍ଟିକ୍ସରେ ଇସ୍ରାଏଲର ସର୍ବପ୍ରଥମ ଅଲିମ୍ପିକ୍ ପଦକ ଜିତିବା ପରେ ରୀତିନୀତି…

ଆସିଲା ଫିଲ୍ମ ‘ବେଲ୍‌ ବଟମ୍‌’ ରିଲିଜ ଡେଟ୍‌

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ଅକ୍ଷୟ କୁମାରଙ୍କ ଅଭିନୀତ ବେଲ୍ ବଟମ୍ ଅଗଷ୍ଟ ୧୯ ରେ ମୁକ୍ତିଲାଭ କରିବ। ଏହି ଫିଲ୍ମ ଥ୍ରୀଡି ରେ ମୁକ୍ତିଲାଭ କରିବ। ଏହାପୂର୍ବରୁ ଏହା ଜୁଲାଇ ୨୭ରେ ରିଲିଜ ହେବାର ଯୋଜନା ଥିଲା। ଅକ୍ଷୟ କୁମାର ସୋସିଆଲ ମିଡିଆରେ ଫିଲ୍ମର ନୂଆ ରିଲିଜ୍ ତାରିଖ ଘୋଷଣା…

ଠକେଇ ଅଭିଯୋଗରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ଗିରଫ

ନୂଆଦିଲ୍ଲୀ: ସ୍ୱଳ୍ପ ସୁଧରେ ମଞ୍ଜୁରୀପ୍ରାପ୍ତ ଋଣ ପାଇବା ବାହାନା କରି ଅନେକ ବ୍ୟବସାୟୀଙ୍କୁ ଠକିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ବଲିଉଡ ଚଳଚ୍ଚିତ୍ର ନିର୍ମାତା ଅଜୟ ଯାଦବଙ୍କୁ ଦକ୍ଷିଣ ଦିଲ୍ଲୀରୁ ଗିରଫ କରିଛି। ସାମ୍ପ୍ରତିକ ମାମଲାରେ ସେ ୬୫ କୋଟି ଟଙ୍କା ଋଣ ପାଇବା ଆଳରେ ଦିଲ୍ଲୀର ଜଣେ…

ବିବାହ ସମୟରେ ୮ଥର ଜେନେଲିଆଙ୍କ ପାଦ ଛୁଇଁଥିଲେ ରିତେଶ

ମୁମ୍ବାଇ: ବିବାହ ବେଳେ ୮ ଥର ଜେନେଲିଆଙ୍କ ପାଦ ଛୁଇଁଥିଲେ ରିତେଶ। ସୋନିରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ ସୁପର ଡାନ୍ସର୍ ୪ରେ ସ୍ପେଶାଲ୍‌ ଗେଷ୍ଟ ଭାବେ ଆସିଥିବା ରିତେଶ ଓ ଜେନେଲିଆ ଏହାର ଖୁଲାସା କରିଛନ୍ତି। ଡାନ୍ସିଙ୍ଗ୍‌ ରିଆଲିଟି ସୋ’ର ଆଗାମୀ ଏପିସୋଡ୍ ଏକ ବିବାହ ଥିମ୍ ଉପରେ…