ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି କରଣ ଓ ତେଜସ୍ୱୀ
ମୁମ୍ବାଇ : ବଲିଉଡର ସବୁଠୁ କ୍ୟୁଟ୍ କପଲ ହେଉଛନ୍ତି କରଣ କୁନ୍ଦ୍ରା ଓ ତେଜସ୍ୱୀ ପ୍ରକାଶ । ଏହି କପଲ୍ ପ୍ରଶଂସକଙ୍କ ପାଇଁ ଆଣିଛନ୍ତି ଖୁସି ଖବର । ଏକ ସାକ୍ଷାତକାରରେ କରଣ କୁନ୍ଦ୍ରା ତେଜଶ୍ୱୀଙ୍କ ସହ ବିବାହ ସମ୍ପର୍କରେ ଖୁଲାସା କରିଛନ୍ତି। ତେଜସ୍ୱୀ ପ୍ରକାଶ ଏବଂ କରଣ କୁନ୍ଦ୍ରାଙ୍କ…