Latest Odisha News

BREAKING NEWS

Browsing Tag

Bollywood

ରିଚାର୍ଡ କିସ୍‌ ମାମଲାରେ ଶିଳ୍ପାସେଟ୍ଟୀଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ : ବହୁଚର୍ଚ୍ଚିତ ଅଭିନେତ୍ରୀ ଶିଳ୍ପାସେଟ୍ଟୀ । ନିଜର ଷ୍ଟାଇଲ୍‌ ଏବଂ ଗ୍ଲାମର ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ସେ ନିଜର ଫିଟ୍‌ନେସ ପାଇଁ ସାନ ଅଭିନେତ୍ରୀ ମାନଙ୍କୁ ପଛରେ ପକାଇ ଦିଅନ୍ତି । ବର୍ତ୍ତମାନ ତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ୨୦୦୭ରେ ହଲିଉଡ ତାରକା…

ବଲିଉଡ୍ କୋରିଓଗ୍ରାଫର ଓଡ଼ିଆ ପୁଅ ସଂଗ୍ରାମ

ପୁରୀ: ଓଡ଼ିଆ ପୁଅ ସଂଗ୍ରାମ । ଏବେ ବଲିଉଡରେ ଦେଖାଉଛନ୍ତି ନିଜ ଡ୍ୟାନ୍ସର ଯାଦୁ । ଶୁଆଇ ଦେଉ ନଥିବା ସ୍ୱପ୍ନ ଆଉ ଅହରହ ସଂଘର୍ଷ ସଂଗ୍ରାମଙ୍କୁ ଦେଇଛି ସଫଳତା । ଶ୍ରୀକ୍ଷେତ୍ର ପୁରୀ ମାଟିର ପୁଅ ସଂଗ୍ରାମ କେଶରୀ ବାରିକ ଏବେ ମାୟାନଗରୀ ମୁମ୍ବାଇରେ କାମ କରୁଛନ୍ତି । ବଲିଉଡର ଜଣାଶୁଣା ପ୍ରଡକ୍ସନ…

ଧମକପୂର୍ଣ୍ଣ ମେଲ୍‌ ପରେ ବଢ଼ିଲା ବଲିଉଡ ଷ୍ଟାର୍‌ ସଲ୍‌ମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ : ବଲିଉଡ ଷ୍ଟାର୍ ସଲ୍‌ମାନ ଖାନଙ୍କୁ ମିଳିଛି ହତ୍ୟା ଧମକ । ଏଥିପାଇଁ ମୁମ୍ବାଇ ପୋଲିସ ପକ୍ଷରୁ ସଲମାନ ଖାନଙ୍କ ବାସଭବନ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସଲମାନଙ୍କୁ  Y+ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଉଛି ମୁମ୍ବାଇ ପୋଲିସ  । ଗ୍ୟାଙ୍ଗଷ୍ଟର ଲରେନ୍ସ…

୫୮ ବର୍ଷ ବୟସରେ ପାଦ ଥାପିଲେ ସୁପରଷ୍ଟାର ଆମିର୍‌ ଖାନ୍‌

ମୁମ୍ବାଇ : ଆଜି ବଲିଉଡର ଭେଟେରାନ ଅଭିନେତା ଆମିର୍‌ଖାନ୍‌ଙ୍କ ଜନ୍ମଦିନ ।  ୫୮ ବର୍ଷ ବୟସରେ ପାଦ ଥାପିଲେ ସୁପରଷ୍ଟାର ଆାମିର୍‌ ଖାନ୍‌ । ସବୁଆାଡ଼ୁ ଛୁଟୁଛି ଜନ୍ମଦିନ ଶୁଭେଚ୍ଛାର ସୁଅ  । ଆମୀର ଜଣେ ଭଲ ଅଭିନେତା ତଥା ଜଣେ ଭଲ ନିର୍ଦ୍ଦେଶକ ଏବଂ ନିର୍ମାତା ମଧ୍ୟ  । ତାଙ୍କର ଅଭିନୟ କେବଳ…

ରିଲିଜ ପୂର୍ବରୁ ଲିକ୍‌ ହେଲା ଟାଇଗର-୩ର ସୁଟିଂ ସିନ୍‌…

ମୁମ୍ବାଇ : ରିଲିଜ ପୂର୍ବରୁ ଲିକ୍‌ ହେଲା ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ଟାଇଗର -୩ ସୁଟିଂ ସମୟର ଫଟୋ, ଭିଡିଓ । ସୋସିଆଲ୍‌ ମିଡିଆରେ ଭାଇରାଲ ଫଟୋ ଦେଖି ପ୍ରଶଂସକ ବେଶ୍‌ ଖୁସି ହୋଇଯାଇଛନ୍ତି । ନିକଟରେ ଇମ୍ରାନ ହାସମିଙ୍କ ଫିଲ୍ମର ମଧ୍ୟ କିଛି ଫୋଟୋ ଭାଇରାଲ୍‌ ହୋଇଥିଲା  । ପରେ…

ସୁଟିଂ ସମୟରେ ବିଗ୍‌ ବି ଅମିତାଭ ବଚ୍ଚନ ଆହତ…

ମୁମ୍ବାଇ : ‘ପ୍ରୋଜେକ୍ଟ କେ’ସୁଟିଂ ସମୟରେ ବିଗ୍‌ ବି ଅମିତାଭ ବଚ୍ଚନ ଆହତ ହୋଇଛନ୍ତି । ଆକ୍ସନ ସେଟର ସୁଟିଂ ବେଳେ ଅମିତାଭଙ୍କ ମାଂସପେଶୀରେ ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ…

ରାଉଡି ଲୁକ୍‌ରେ ନଜର ଆସିବେ ରାକ୍ଷୀ ସାୱନ୍ତ

ମୁମ୍ବାଇ: ବି-ଟାଉନର ଡ୍ରାମାକୁଇନ ରାକ୍ଷୀ ସାୱନ୍ତ  । ନିଜ ବ୍ୟକ୍ତିଗତ ଜୀବନରେ ଆସିଥିବା ଝଡ଼କୁ ସାମ୍ନା କରିଛନ୍ତି ରାକ୍ଷୀ । ଅନେକ ଥର କାନ୍ଦୁ ଥିବାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବର୍ତ୍ତମାନ ଅଣ୍ଟା ସଳଖିଛନ୍ତି ରାକ୍ଷୀ । ନିଜ କ୍ୟାରିୟର ଉପରେ କରିଛନ୍ତି ଫୋକସ୍‌ …

ଅଭିନୟ ଶିଖାଇବେ ରାକ୍ଷୀ ସାଓ୍ୱନ୍ତ, ଦୁବାଇରେ ଖୋଲିଲେ ଆକ୍ଟିଂ ଏକାଡେମୀ

ମୁମ୍ବାଇ : ପୁଣି ଚର୍ଚ୍ଚାରେ ଡ୍ରାମା କ୍ୱିନ୍‌ ରାକ୍ଷୀ ସାୱନ୍ତ । ନିଜ ବ୍ୟକ୍ତିଗତ ଜୀବନରେ ଆସିଥିବା ଝଡ଼କୁ ସାମ୍ନା କରିଛନ୍ତି ରାକ୍ଷୀ । ଅନେକ ଥର କାନ୍ଦୁ ଥିବାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବର୍ତ୍ତମାନ ଅଣ୍ଟା ସଳଖିଛନ୍ତି ରାକ୍ଷୀ । ନିଜ ଦୁଃଖରୁ ମୁକ୍ତି ପାଇବା…

ଛେନାପୋଡ଼ ପ୍ରେମରେ ପଡ଼ିଲେ ଆୟୁଷ୍ମାନ ଖୁରାନା, କହିଲେ ବାଃ ବାଃ ଛେନାପୋଡ଼…

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ମନ କିଣିନେଲା ଛେନାପୋଡ଼ । ଓଡ଼ିଶାର ଛେନାପୋଡ଼ ଆୟୁଷ୍ମାନ ଖୁରାନାଙ୍କ ବହୁତ ପସନ୍ଦ । ଟ୍ୱିଟ୍‌ କରି ଜଣାଇଲେ ଆୟୁଷ୍ମାନ୍‌ । ପ୍ରଶଂସକ ମାନେ କହିଲେ ପୁଣି ଓଡ଼ିଶା ଆସନ୍ତୁ । କିଛିଦିନ ତଳେ ଆୟୁଷ୍ମାନ ଓଡିଶା ଆସିଥିବାବେଳେ ଯାଜପୁର…

ଶିଜାନ ଖାନଙ୍କ ନାଁରେ ୫୨୪ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ

ମୁମ୍ବାଇ : ପୁଣି ଅଡ଼ୁଆରେ ପଡ଼ିଲେ ଶିଜାନ ଖାନ୍‌ ।  ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା  । ତୁନିଶାଙ୍କ ପ୍ରେମିକ ଶିଜାନଙ୍କ ବିରୋଧରେ ମିରାଭାୟନ୍ଦର ପୋଲିସ ୫୨୪ ପୃଷ୍ଠାର ଏକ ଚାର୍ଜସିଟ୍‌ ଦାଖଲ କରିଛି  । ପ୍ରସିଦ୍ଧ ଟିଭି ସିରିଏଲ 'ଆଲିବାବା ଦସ୍ତାନ-ଏ-କାବୁଲ'ର…