Latest Odisha News

BREAKING NEWS

Browsing Tag

Bollywood

ମା’ଙ୍କ ଭିଡିଓ ଶେୟାର କରି ଭାବବିହ୍ୱଳ ହେଲେ ରାକ୍ଷୀ, କହିଲେ ମୁଣ୍ଡ ଉପରୁ ମା’ର ହାତ ଉଠିଗଲା

ନୂଆଦିଲ୍ଲୀ : ମା’ ଚାଲିଯିବା ପରେ ରାକ୍ଷୀ ସାଓ୍ବନ୍ତ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ରାଖୀଙ୍କ ଆଖିରୁ ଶୁଖୁନି ଲୁହ । ସମସ୍ତଙ୍କୁ ହସାଉଥିବା ରାଖୀ ଆଜି ନିଜେ ହସିବା ଭୁଲି ଯାଇଛନ୍ତି । ରାଖୀ ସାଓ୍ବନ୍ତଙ୍କ ମା ଜୟା ଭେଡ଼ା  । ମା ଜୟା ବ୍ରେନ ଟ୍ୟୁମର ଏବଂ କ୍ୟାନସର ରୋଗରେ ପୀଡ଼ିତ ଥିଲେ…

ବାଗଦେବୀଙ୍କ ସାମ୍ନାରେ ଦୁଇ ସନ୍ତାନଙ୍କ ସହ ସେଲ୍ଫି ନେଲେ ରାଣୀ ମୁଖାର୍ଜୀ

ମୁମ୍ବାଇ: ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଅଭିନିତ ଫିଲ୍ମ ‘ମିସେସ ଚାଟାର୍ଜୀ ଭରସେସ ନରୱେ’ । ଚଳଚ୍ଚିତ୍ରଟି ୧୭ ମାର୍ଚ୍ଚ ୨୦୨୩ରେ ରିଲିଜ ହେବ । ଏହାର ପ୍ରଥମ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋରେ ରାଣୀ ମୁଖାର୍ଜୀ ହଳଦିଆ ରଙ୍ଗର ଶାଢୀରେ ନଜର…

୩ ମିନିଟ୍‌ର ଆଇଟମ ଗୀତ ପାଇଁ ୨ କୋଟି ଟଙ୍କା ଫି’ ନେଲେ ଉର୍ବଶୀ

ମୁମ୍ବାଇ : ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଉର୍ବଶୀ । ଉର୍ବଶୀ ନିଜର ଗ୍ଲାମର ଏବଂ ଷ୍ଟାଇଲ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । କିନ୍ତୁ ଏଥର ନିଜ ଫି’ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଉର୍ବଶୀ । ମାତ୍ର ତିନି ମିନିଟର ଏକ ଆଇଟମ ଗୀତ ପାଇଁ ୨ କୋଟି ଟଙ୍କା ଫି’ ନେଇଛନ୍ତି । ଦକ୍ଷିଣ…

ମହାପ୍ରଭୁଙ୍କୁ ଦର୍ଶନ କଲେ ଅନୁପମ ଖେର

ପୁରୀ : ଜଗାଦର୍ଶନ କରି ଭାବବିହ୍ଵଳ ହେଲେ ବଲିଉଡ ଅଭିନେତା ଅନୁପମ ଖେର । କହିଲେ ଫିଲ୍ମ ପାଇଁ ନୁହେଁ ବରଂ ମନର ଶାନ୍ତି ପାଇଁ ଦର୍ଶନ କରିଛି  । ନିକଟରେ ଶିବିଶାସ୍ତ୍ରୀ ବଲବଆ ଫିଲ୍ମ ରିଲିଜ ହେବାକୁ ଥିବାବେଳେ ଦେଖିବାକୁ ସମସ୍ତଙ୍କୁ କହିଛନ୍ତି । ଶ୍ରୀମନ୍ଦିରରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ…

ଅଡ଼ୁଆରେ ପଡ଼ିଲେ ଜ୍ୟାକ୍‌ଲିନ୍‌, ମାନହାନୀ କେସ୍‌ କଲେ ନୋରା ଫତେହୀ

ମୁମ୍ବାଇ: ପୁଣି ଅଡ଼ୁଆରେ ଛନ୍ଦି ହୋଇଗଲେ ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ । ବଲିଉଡ ଡ୍ୟାନ୍ସିଂ ଷ୍ଟାର ନୋରା ଫତେହି ଅଭିନେତ୍ରୀ ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା କରିଛନ୍ତି । ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଠକେଇ ମାମଲା ଯୋଗୁ ଏବେ ବଲିଉଡରେ ଏହି ଦୁଇଜଣ…

ସୁଟିଂ ସମୟରେ ଅଭିନେତା ବିଜୟ ଆଣ୍ଟୋନି ଆହତ

ମୁମ୍ବାଇ: ଦକ୍ଷିଣ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ତଥା ସଙ୍ଗୀତ ନିର୍ଦ୍ଦେଶକ ବିଜୟ ଆଣ୍ଟୋନି ଆହତ । ବର୍ତ୍ତମାନ ମାଲେସିଆର ଲାଙ୍ଗକାବି ଦ୍ୱୀପରେ ’ ଚଳଚ୍ଚିତ୍ର ‘ପିଚାଇକ୍କରନ’ର ସିକ୍ୱେଲ ପାଇଁ ଶୁଟିଂ ଚାଲିଛି। ଏହି ସମୟରେ ଏକ ଖରାପ ଖବର ସାମ୍ନାକୁ ଆସିଛି ଯେ ଫିଲ୍ମର ଏକ ଆକ୍ସନ ସିନ୍‌ରେ…

ରିଲିଜ୍‌ ହେଲା ‘ଦମନ’ର ହିନ୍ଦୀ ଟ୍ରେଲର

ଭୁବନେଶ୍ୱର : ରିଲିଜ୍‌ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ହିନ୍ଦୀ ଟ୍ରେଲର । ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ରାଜ୍ୟରେ ଚହଳ ପକାଇଥିବା ବେଳେ ଏହି ଫିଲ୍ମକୁ ହିନ୍ଦୀ ଭାଷାରେ ପ୍ରସ୍ତୁତ କରାଯାଇଛି । ହିନ୍ଦୀ ଟ୍ରେଲର ରିଲିଜ ନେଇ ଚଳଚ୍ଚିତ୍ର ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ସୂଚନା ଦେଇଛନ୍ତି ।…

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଆଥିୟା-କେ.ଏଲ ରାହୁଲ, ଚାଲିଛି ପ୍ରସ୍ତୁତି..

ନୂଆଦିଲ୍ଲୀ : ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଅଥିୟା ସେଟ୍ଟି ଓ କ୍ରିକେଟର କେ.ଏଲ ରାହୁଲ । ସାମ୍ନାକୁ ଆସିଲା ବିବାହ ତାରିଖ  । ଖଣ୍ଡାଲାରେ ୩ ଦିନ ଧରି ଚାଲିବ ଦୁହିଁଙ୍କ ବିବାହ ଉତ୍ସବ । ବିବାହରେ ଯୋଗଦେବେ ବଲିଉଡ ଏବଂ କ୍ରିକେଟର ନାମୀ ଦାମୀ ତାରକା  । ଏହି ତାରକା…

ଓସ୍କାର ଦୌଡ଼ରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ଓସ୍କାର ୨୦୨୩ରେ ବେଷ୍ଟ ଫିଲ୍ମ ଓ ବେଷ୍ଟ ଆକ୍ଟର କାଟାଗୋରୀରେ ସାମିଲ ହୋଇଛି ‘ଦ କଶ୍ମୀର ଫାଇଲ୍ସ’ । ଓସ୍କାର ୨୦୨୩ର ଲିଷ୍ଟରେ କାନ୍ତାରା, ଆରଆରଆର, ଆଲିଆ ଭଟ୍ଟଙ୍କ ଅଭିନୀତ ମୁଭି ‘ଗଙ୍ଗୁବାଇ କାଠିଆୱାଡି’ବି ସର୍ଟଲିଷ୍ଟ ହୋଇଛି । ଏଥିସହ ମାଧବନଙ୍କ ଦ୍ୱାରା ନିର୍ଦ୍ଦେଶିତ ମୁଭି…

‘ଶେହଜାଦା’ଫିଲ୍ମର ଶୁଟିଂ ସମୟରେ ଆହତ ହେଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି  ।  ଫିଲ୍ମ ‘ଶେହଜାଦା’ର ଶୁଟିଂ ସମୟରେ କାର୍ତ୍ତିକ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଛନ୍ତି । ଫଳରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। କାର୍ତ୍ତିକ ଆର୍ଯ୍ୟନ ନିଜେ ସୋସିଆଲ ମିଡିଆରେ ଏକ ଫଟୋ…