କାହିଁକି ଭୟଭୀତ ଆଲିଆଙ୍କ ମା’?
ମୁମ୍ବାଇ: କରୋନା ମାମଲାରେ ବୃଦ୍ଧି ଘଟିଥିବା ବେଳେ ବଲିଉଡ୍ ଚଳଚ୍ଚିତ୍ର ଗଜତରେ ଏବେ କରୋନାର ପ୍ରକୋପ ଜାରି ରହିଛି। ଅନେକ ବଲିଉଡ୍ ସେଲିବ୍ରିଟି ଏବେ କରୋନାର ଶିକାର ହେଉଛନ୍ତି। ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।
ଆଲିଆ କରୋନା ଆକ୍ରାନ୍ତ ହେବା ପରେ…