ସାମ୍ନାକୁ ଆସିଲା ଫିଲ୍ମ ‘ଦି ଇମୋର୍ଟାଲ୍ ଅଶ୍ୱତ୍ଥାମା’ର ପ୍ରଥମ ଲୁକ୍
ନୂଆଦିଲ୍ଲୀ: ୨୦୧୯ ରେ ବହୁ ସଫଳ ଚଳଚ୍ଚିତ୍ର 'ଉରି- ଦି ସର୍ଜିକାଲ୍ ଷ୍ଟ୍ରାଇକ୍' ପରେ ନିର୍ଦ୍ଦେଶକ ଆଦିତ୍ୟ ଧର ଭିକି କୌଶଲଙ୍କ ସହ ନୂଆ ଚଳଚ୍ଚିତ୍ର 'ଦି ଇମୋର୍ଟାଲ୍ ଅଶ୍ୱତ୍ଥାମା' ଘୋଷଣା କରିଥିଲେ। ଉରିର ଦ୍ୱିତୀୟ ବାର୍ଷିକୀରେ ମୁକ୍ତିଲାଭ କରିଥିବା ଫିଲ୍ମର ପ୍ରଥମ ଲୁକ୍ର ଝଲକ…