Latest Odisha News

BREAKING NEWS

Browsing Tag

Bollywood

ପତ୍ନୀ ଜସ୍ମିନ୍‌ଙ୍କଠାରୁ ଅଲଗା ହୋଇଯିବେ ରାପର୍‌ ବାଦ୍‌ଶାହ!

ନୂଆଦିଲ୍ଲୀ: ପ୍ଲେବ୍ୟାକ୍ ସିଙ୍ଗର୍‌ ଏବଂ ରାପର୍ ବାଦଶାହଙ୍କ ବ୍ୟକ୍ତିଗତ ସେତେଟା ଭଲ ଚାଲି ନଥିବା ଜାଣିବାକୁ ମିଳିଛି। ସୂଚନା ଅନୁଯାୟୀ ସେ କିଛି ସମୟ ଧରି ତାଙ୍କ ପତ୍ନୀ ଜସ୍ମିନଙ୍କଠାରୁ ଦୂରେଇ ରହୁଛନ୍ତି। ଯାହା ଅନୁମାନ କରାଯାଉଛି ଯେ ଦୁହେଁ ବୋଧ୍‌ ହୁଏ ଅଲଗା ହୋଇଯାଇଛନ୍ତି। ତେବେ ଏହି…

ୱାଜିଦଙ୍କ ମୃତ୍ୟୁ ପରେ ପରିବାର ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିବା ଅଭିଯୋଗ ଆଣିଛନ୍ତି ପତ୍ନୀ କମଲରୁଖ

ମୁମ୍ବାଇ: ଦୀର୍ଘ ଦିନର ଅସୁସ୍ଥତା ପରେ ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ୱାଜିଦ୍ ଖାନଙ୍କ ମୃତ୍ୟୁ ୧ ଜୁନ୍ ୨୦୨୦ ରେ ହୋଇଥିଲା। ଏହା ପରେ ସାଜିଦ-ୱାଜିଦଙ୍କ ପ୍ରସିଦ୍ଧ ଯୋଡି ସବୁଦିନ ପାଇଁ ବିଚ୍ଛିନ୍ନ ହୋଇଯାଇଥିଲା। କିନ୍ତୁ ୱାଜିଦଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ କମଲରୁଖଙ୍କ ଜୀବନ…

କିପରି ଆରମ୍ଭ ହେଲା ବିଶାଲ-ଶେଖରଙ୍କ ସଂଗୀତ ଯାତ୍ରା, କାହିଁକି ତାଙ୍କୁ ସଫଳ ଯୋଡି ଭାବେ ବିବେଚନା କରାଯାଏ

ମୁମ୍ବାଇ: ଗାୟକ ଶେଖର ରବିଜାନି ବଲିଉଡର ଜଣେ ଚର୍ଚ୍ଚିତ ସଙ୍ଗୀତ ନିର୍ଦ୍ଦେଶକ। ଆଜି ହେଉଛି ତାଙ୍କ ୪୨ ତମ ଜନ୍ମଦିନ।  କିନ୍ତୁ ଶେଖରଙ୍କୁ କେତେବେଳେ ବି ଏକୁଟିଆ ଦେଖିବାକୁ ମଳି ନଥାଏ। କାରଣ ତାଙ୍କ ସାଙ୍ଗେ ସବୁବେଳେ ଥାନ୍ତି ତାଙ୍କ ପାଟର୍ନର୍‌ ବିଶାଲ୍‌ ଦଦ୍‌ଲାନି। ବିଶାଲ-ଶେଖରଙ୍କ ଯୋଡି…

ବରୁଣ ଏବଂ ସାରାଙ୍କ ଅଭିନୀତ ଚଳଚ୍ଚିତ୍ର ‘କୁଲି ନଂ ୧ ‘ର ଟ୍ରେଲର୍‌ ରିଲିଜ୍‌

ମୁମ୍ବାଇ: ଚଳଚ୍ଚିତ୍ର 'କୁଲି ନଂ ୧ ' ର ଟ୍ରେଲର ଲଞ୍ଚ ହୋଇଛି। ଫିଲ୍ମର ଟ୍ରେଲର କମେଡି ଏବଂ ରୋମାନ୍ସରେ ପରିପୂର୍ଣ୍ଣ। ଟ୍ରେଲରରେ ବରୁଣ ଧାୱନଙ୍କ କମିକ୍‌ ଟାଇମିଙ୍ଗ୍‌ ଅତ୍ୟନ୍ତ ଚମତ୍କାର ହୋଇଛି। ଏଥି ସହିତ ସାରା ଅଲି ଖାନ ମଧ୍ୟ କମେଡି ଅବତାରରେ ବେଶ୍‌ ସୁନ୍ଦର ଦିଶୁଛନ୍ତି। ଟ୍ରେଲରରେ…

‘ଆଦିପୁରୁଷ’ରେ ‘ସୀତା’ ଭୂମିକାରେ ଅବତୀର୍ଣ୍ଣ ହେବେ ଅଭିନେତ୍ରୀ କିର୍ତ୍ତୀ!

ନୂଆଦିଲ୍ଲୀ: ସୁପରଷ୍ଟାର ପ୍ରଭାସ ଲକ୍‌ଡାଉନ୍‌ ମଧ୍ୟରେ ଅଗଷ୍ଟରେ ପ୍ରଶଂସକଙ୍କ ସହ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଆଦିପୁରୁଷ'ର ପୋଷ୍ଟର ସେୟାର କରିଥିଲେ। ଫିଲ୍ମର ପୋଷ୍ଟରରେ ଏହା ରାମାୟଣଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିବା ଜଣାପଡିଛି। ଏହି ଫିଲ୍ମରେ ସେ ରାମଙ୍କ ଚରିତ୍ରରେ ଅବତୀର୍ଣ୍ଣ…

ଫିଲ୍ମ ‘ଦ ଇମୋଟାଲ୍‌‌ ଅଶ୍ୱତଥାମା’ରେ ଭିକିଙ୍କ ବିପକ୍ଷର ନାୟିକା ସାଜିବେ ସାରା!

ନୂଆଦିଲ୍ଲୀ: 'ଉରି ସର୍ଜିକାଲ୍ ଷ୍ଟ୍ରାଇକ୍'‌ର ଅଭିନେତା ନିର୍ଦ୍ଦେଶକ ଯୋଡି ପ୍ରଶଂସା ସାଉଁଟିଥିଲେ ପୁଣି ଥରେ ଏହି ଯୋଡି ଦର୍ଶକଙ୍କୁ ଭିନ୍ନ ଢଙ୍ଗରେ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି। 'ଉରି' ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଧର ଭିକି କୌଶଲଙ୍କ ସହ ପୁଣି ଏକ ଫିଲ୍ମ ନିର୍ମାଣ…

ଭୂମି ପେଡନେକରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦୁର୍ଗାମତୀ’ର ଟ୍ରେଲର୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଭୁମି ପେଡନେକରଙ୍କ ନୂଆ ଚଳଚ୍ଚିତ୍ର 'ଦୁର୍ଗାମତୀ'ର ଟ୍ରେଲର ଲଞ୍ଚ କରାଯାଇଛି। ଏହି ଟ୍ରେଲରରେ ତାଙ୍କ ସହ ଅର୍ଶଦ ୱାର୍ସି ମଧ୍ୟ ନଜର ଆସିଛନ୍ତି। ଫିଲ୍ମର ଟ୍ରେଲର ବହୁତ ରୋମାଞ୍ଚକର ଏବଂ ଭୟରେ ପରିପୂର୍ଣ୍ଣ। ଏଥିରେ ଭୁମି ପେଡନେକରଙ୍କୁ ସମ୍ପୂର୍ଣ୍ଣ ଭିନ୍ନ…

ଚଳଚ୍ଚିତ୍ର ନିର୍ମାତା ମହେନ୍ଦ୍ର ଧରୀୱାଲଙ୍କ ଉପରେ ନିର୍ଯାତନା ଅଭିଯୋଗ ଆଣିଲେ ଅଭିନେତ୍ରୀ ମନ୍ଦନା

ନୂଆଦିଲ୍ଲୀ: ଅଭିନେତ୍ରୀ ମନ୍ଦନା କରିମି ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର 'କୋକାକୋଲା'କୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟରେ ସେ ଫିଲ୍ମର ନିର୍ମାତା ମହେନ୍ଦ୍ର ଧରୀୱାଲଙ୍କ ଉପରେ ଶୋଷଣ କରିଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ସୁଟିଂର ଶେଷ ଦିନରେ…

ଫିଲ୍ମ ‘କାବିଲ୍‌’ରୁ ଆରମ୍ଭ ହୋଇଥିଲା ସଲିମ୍‌ ଖାନ୍‌ ଏବଂ ହେଲେନ୍‌ଙ୍କ ପ୍ରେମ କାହାଣୀ

ନୂଆଦିଲ୍ଲୀ: ବଲିଉଡରେ ଆଇଟମ୍ ଗୀତର ଧାରା ବଲିଉଡ୍‌ ଅଭିନେତ୍ରୀ ହେଲେନ୍‌ଙ୍କଠାରୁ ଆରମ୍ଭ ହୋଇଥିବା କୁହାଯାଏ। ସେ ସମୟରେ ହେଲେନ୍‌ ତାଙ୍କ ନୃତ୍ୟ ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟର ରାଣୀ ହୋଇପାରିଥିଲେ। ମାତ୍ର ୧୯ବର୍ଷ ବୟସରେ ହେଲେନ୍‌ଙ୍କୁ ଏକ ବଡ ବ୍ରେକ୍‌ ମିଳିଥିଲା। ଫିଲ୍ମ…

ଶାହାରୁଖ୍‌ଙ୍କ ଘରେ ରହିବାକୁ ଚାହୁଁଛନ୍ତି କି? ଗୋଟିଏ ରାତି ପାଇଁ ମିଳୁଛି ଏହି ସୁଯୋଗ; ଜାଣନ୍ତୁ କିପରି ପାଇବେ ଏହି…

ନୂଆଦିଲ୍ଲୀ: ଶାହାରୁଖ ଖାନ ଏବଂ ଗୌରୀ ଖାନ ସେମାନଙ୍କ ଦିଲ୍ଲୀସ୍ଥିତ ଘରକୁ ବହୁତ ଭଲ ପାଆନ୍ତି ଯେଉଁଥିପାଇଁ ଏହି ଦମ୍ପତି ବର୍ତ୍ତମାନ ପ୍ରଶଂସକଙ୍କ ସହ ନିଜ ଘର ସେୟାର୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଶଂସକମାନଙ୍କୁ ଏଥିରେ ରହିବାକୁ ସୁଯୋଗ ଦେବା ପାଇଁ ଶାହରୁଖ-ଗୌରୀ ଏୟାରବିଏନ୍‌ବି…