Latest Odisha News

BREAKING NEWS

Browsing Tag

Bollywood

ଝିଅ ନିର୍ବନ୍ଧରେ ଡ୍ୟାନ୍ସ କରି ଚର୍ଚ୍ଚାରେ ଆମିର ଖାନ

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ବିବାହ କରିବେ ବଲିଓଡ ଷ୍ଟାର ଆମିର ଖାନଙ୍କ ଝିଅ ଇରା  । ମୁମ୍ବାଇରେ ପ୍ରେମିକ ନୁପୂର ଶିଖରେଙ୍କ ସହିତ ନିର୍ବନ୍ଧ କରିଛନ୍ତି ଇରା । ଏହି ଅବସରରେ ଏକ ଗ୍ରାଣ୍ଡ ପାର୍ଟି ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ଇରା ଖାନ ଲାଲ୍ ଗାଉନରେ ନଜର ଆସିଥିବା ବେଳେ ଆମିର ଖାନ…

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ତମନ୍ନା ଭାଟ୍ଟିଆ

ନୂଆଦିଲ୍ଲୀ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ତମନ୍ନାଙ୍କ ଘରେ ବାଜିବ ଶାହାନାଇ । ହାତ କୁ ଦି ହାତ ହେବେ ତମନ୍ନା ଭାଟ୍ଟିଆ । ବିବାହ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ସବୁବେଳେ ଚର୍ଚ୍ଚାରେ ରହିଥିବା ତମନ୍ନା ନିଜର ବିବାହକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । ଖବର ଅନୁଯାୟୀ , ତମନ୍ନା…

ବାପା ହେବେ ବରୁଣ ଧଓ୍ବନ, ହିଣ୍ଟ୍‌ ଦେଲେ ସଲମାନ ଖାନ୍‌

ନୂଆଦିଲ୍ଲୀ : ବାପା ହେବାକୁ ଯାଉଛନ୍ତି ବରୁଣ ଧଓ୍ପନ । ଘରକୁ ଆସିବେ କୁନି ଅତିଥି  । ବାପା ହେବା କଥା ନେଇ ରିୟାଲିଟି ଟିଭି ଶୋ ବିଗ୍‌ବସ୍‌ରେ ଖୁଲାସା । ଲାଜେଇ ଗଲେ ବରୁନ ଧଓ୍ବନ ।  ରଣବୀର କପୁର କରଣ ସିଂ ଗ୍ରୋଭର ପରେ ବରୁଣ ମଧ୍ୟ ବାପା ହେବେ । ବଲିଓଡ ଅଭିନେତ୍ରୀ ଆଲିଆଭଟ ଓ ବିପାଶା…

କନ୍ୟା ସନ୍ତାନଙ୍କୁ ଜନ୍ମ ଦେଲେ ବିପାସା ବସୁ

ନୂଆଦିଲ୍ଲୀ : ପିତାମାତା ହେଲେ ବିପାସା ବସୁ ଓ କରଣ ସିଂହ ଗ୍ରୋଭର । ତାଙ୍କ ଘରକୁ ଆସିଲା କୁନି ଅତିଥି । ୪୩ ବର୍ଷ ବୟସରେ ଅଭିନେତ୍ରୀ ବିପାସା ବସୁ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପରେ ବଲିଉଡର ଏହି କପୁଲ ମଧ୍ୟ ପ୍ୟାରେଣ୍ଟ କ୍ଲବରେ ଯୋଗ ଦେଇଛନ୍ତି। ଗତ…

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ମଲାଇକା ଏବଂ ଅର୍ଜୁନ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ମଲାଇକା ଆରୋରା । ପୂର୍ବରୁ ମଲାଇକା ଏବଂ ଅର୍ଜୁନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିଲେ ପରସ୍ପର । ବର୍ତ୍ତମାନ ଦ୍ବନ୍ଦରେ ପଡ଼ିଛନ୍ତି ଫ୍ୟାନ୍ସ । ବଲିଉଡର ବହୁ ଚର୍ଚ୍ଚିତ ଯୋଡି ମଲାଇକା ଅରୋରା ଏବଂ ଅର୍ଜୁନ କପୂର କରିବେ କି ବିବାହ ? ଯାହାକୁ…

‘ମୁଁ ସୁସ୍ଥ ଅଛି’ ବୋଲି କହିଲେ ସାମନ୍ଥା

ନୂଆଦିଲ୍ଲୀ : ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ । ନିକଟରେ ସେ ରୋଗାକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଏହି ଖବରକୁ ନେଇ ଫ୍ୟାନ୍ସ ମାନେ ବହୁତ୍‌ ଦୁଃଖିତ ଥିଲେ। ତାଙ୍କ ସ୍ୱାସ୍ଥ୍ୟକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ସେ ଏବେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ଗଙ୍ଗୁବାଇ ଲୁକରେ ରାମ୍ପରେ ଚାଲିଲେ ମଡେଲ

ନୂଆଦିଲ୍ଲୀ : ବଲିଉଡର ସୁନ୍ଦରୀ ଆଲିଆ ଭଟ୍ଟ। କେବଳ ଦେଶରେ ନୂହେଁ ବିଦେଶରେ ମଧ୍ୟ ତାଙ୍କ ଲୁକ୍‌କୁ ପସନ୍ଦ କରିଛନ୍ତି ପ୍ରଶଂସକ। ଆଲିଆ ଭଟ୍ଟଙ୍କର ବିଦେଶରେ ବି ବହୁତ ଫ୍ୟାନ୍ସ ରହିଛନ୍ତି । ତାଙ୍କର ଅଭିନୟ ଏତେ ଦମଦାର ଯେ ତାଙ୍କର ଗୋଟିଏ ଗୋଟିଏ ଡାଏଲଗ୍‌ ଫ୍ୟାନ୍ସଙ୍କର ମନେ ରହିଯାଏ ।…

ଶିଶୁ କନ୍ୟାକୁ ଜନ୍ମ ଦେଲେ ଆଲିଆ

ମୁମ୍ଵାଇ: ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଆଲିଆ । ଶିଶୁ କନ୍ୟାର ପିତାମାତା ହୋଇଛନ୍ତି ରଣବୀର-ଆଲିଆ। ଏନେଇ ଆଲିଆ ଭଟ୍ଟ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। କିଛି ସମୟ ପୂର୍ବରୁ ଆଲିଆ ଭଟ୍ଟ ଇନଷ୍ଟାରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି…

‘ବ୍ରିଦ୍‌ ଇଣ୍ଟୁ ଦ ଶ୍ୟାଡୋସ୍ ସିଜନ୍ ୨’ ଦେଖିବା ପାଇଁ ମନାକଲେ ଜୟା ବଚ୍ଚନ

ନୂଆଦିଲ୍ଲୀ: ଯେତେବେଳେ ବି ପରମ୍ପରା, ଶୃଙ୍ଖଳା ଏବଂ ପ୍ରତିଷ୍ଠା କଥା ଆସେ, ସେତେବେଳେ ବଚ୍ଚନ ପରିବାରର ନାମ ବଲିଉଡରେ ଶୀର୍ଷରେ ଆସିଥାଏ | ବଚ୍ଚନ ପରିବାରର ପ୍ରତ୍ୟେକ ସଦସ୍ୟ ପରସ୍ପରକୁ ବହୁତ ଭଲ ପାଆନ୍ତି | ଅଭିଷେକ ବଚ୍ଚନ ତାଙ୍କ ମା ଜୟା ବଚ୍ଚନ ଏବଂ ପିତା ଅମିତାଭ ବଚ୍ଚନଙ୍କ ସହ ଏକ ବିଶେଷ…

ଭେଣ୍ଟିଲେଟରେ ଚିକିତ୍ସିତ ହେଉଛନ୍ତି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା

ମୁମ୍ବାଇ : ପୁଣି ମନୋରଞ୍ଜନ ଜଗତରୁ ଆସିଲା ଦୁଃଖଦ ଖବର । ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏବେ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଣ୍ଡ୍ରିଲା ଶର୍ମା ହାୱଡାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…