ବୁସାନ୍ ଅନ୍ତର୍ରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ ହେଲା ପ୍ରକାଶ ଝାଙ୍କ ଅଭିନୀତ ସିନେମା ‘ମଟୋ କୀ…
ନୂଆଦିଲ୍ଲୀ: ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଅଭିନୀତ ଚଳଚ୍ଚିତ୍ର 'ମଟୋ କୀ ସାଇକଲ୍'କୁ ନେଇ ଏହାର ନିର୍ଦ୍ଦେଶକ ଏମ୍ ଗାନି ବେଶ୍ ଉତ୍ସାହିତ ଅଛନ୍ତି। ଏହା ଏମ୍ ଗାନିଙ୍କ ପ୍ରଥମ ଚଳଚ୍ଚିତ୍ର। ଏମ୍ ଗାନି କହିଛନ୍ତି ଯେ ଚଳଚ୍ଚିତ୍ରର କାହାଣୀ ଦୈନନ୍ଦିନ ଲୋକଙ୍କ ଗତିବିଧି ଉପରେ ଆଧାରିତ,…