Latest Odisha News

BREAKING NEWS

Browsing Tag

Bollywood

କାହିଁକି ରାଜନୀତିରୁ ଦୂରେଇ ଯାଇଥିଲେ ଅମିତାଭ ବଚ୍ଚନ?

ମୁମ୍ବାଇ: ଆଜି ବଲିଉଡ୍‌ର ସେହେନ୍‌ସା ଅମିତାଭ ବଚ୍ଚନଙ୍କ ୭୮ତମ ଜନ୍ମଦିନ। ଗତ ଶତାବ୍ଦୀର ସୁପ୍ରସିଦ୍ଧ କଳାକାର ଅମିତାଭ ବଚ୍ଚନ ଚଳଚ୍ଚିତ୍ର ସହିତ ରାଜନୀତିରେ ମଧ୍ୟ ନିଜର ଭୂମିକା ଗ୍ରହଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତାଙ୍କର ଅତି ଘନିଷ୍ଠ ବନ୍ଧୁ ଥିଲେ ସେ। ସେମାନଙ୍କ…

ନେହା କକ୍କଡ଼ଙ୍କ ବିବାହ କଥା ଶୁଣି କଣ ପ୍ରତିକ୍ରିୟା ଦେଲେ ଆଦିତ୍ୟ ନାରାୟଣ?

ମୁମ୍ବାଇ: ଗାୟିକା ନେହା କକ୍କଡ ଏବେ ନିଜ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସୂଚନା ଅନୁଯାୟୀ ନେହା କକ୍କଡ଼ ସିଙ୍ଗର ରୋହନପ୍ରୀତ ସିଂଙ୍କୁ ବିବାହ କରିବାକୁ ଯାଉଛନ୍ତି। ନିକଟରେ ନେହା କକ୍କର ରୋହନପ୍ରୀତ ସିଂଙ୍କ ସହ ତାଙ୍କ ସମ୍ପର୍କକୁ ନିଶ୍ଚିତ କରିଛନ୍ତି। ନେହା ସୋସିଆଲ…

କାହିଁକି ବିବାହ ବାର୍ଷିକି ପାଳିବେନି ଦିଲ୍ଲୀପ-ସାଏରା?

ମୁମ୍ବାଇ: ୭୦ ଦଶକର ବଲିଉଡର ମୋଷ୍ଟ ପାୱାରଫୁଲ ଯୋଡି ଦିଲ୍ଲୀପ କୁମାର ଓ ସାଏରା ବାନୋ । ଆଜି ତାଙ୍କର ୫୪ତମ ବିବାହ ବାର୍ଷିକି । ତେବେ ବିବାହ ବାର୍ଷିକି ଅବସରରେ ଏଦୁହେଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଏମାନେ ନିଜ ବିବାହ ବାର୍ଷିକି ପାଳିବେନି । କରୋନା ମହାମାରୀ ଯୋଗୁଁ ନିଜ…

ପୁଣି ଥରେ ବିବାଦ ଘେରରେ କଙ୍ଗନା; କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

କର୍ଣ୍ଣାଟକ: ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ପୁଣି ଥରେ ବିବାଦ ଘେରକୁ ଟାଣି ହୋଇଛନ୍ତି। କର୍ଣ୍ଣାଟକର ଟୁମକୁରୁ ଜିଲ୍ଲାର ଏକ କୋର୍ଟ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ କ୍ୟାଥ୍ରାସାନ୍ଦା ପୁଲିସ ଷ୍ଟେସନରେ ମାମଲା ରୁଜୁ କରିବାକୁ…

ହାପି ବାର୍ଥ ଡେ’ ବିଗ୍ ବି

ମୁମ୍ବାଇ: ବଲିଉଡର ବିଗ୍ ବି । ଆଙ୍ଗ୍ରି ୟଙ୍ଗମ୍ୟାନ୍ । ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ । ୭୮ ବର୍ଷରେ ପାଦ ରଖିଛନ୍ତି ବଲିଉଡର ସହେନ୍ସା। ୧୯୪୨ ମସିହା ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । ଅମିତାଭ ବଚ୍ଚନ ନିଜର ପ୍ରତିଟି ଫିଲ୍ମ ଏବଂ ଅଭିନୟ ବଳରେ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟୁଇଟ୍ କରି ସାହାଯ୍ୟ ମାଗିଲେ ପାୟଲ; କହିଲେ ଏ ମାଫିଆ ଗ୍ୟାଙ୍ଗ୍ ମୋତେ ମାରିଦେବେ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଉପରେ ଯୌନ ଶୋଷଣ ଅଭିଯୋଗ କରୁଥିବା ଅଭିନେତ୍ରୀ ପାୟଲ ଘୋଷ ଲଗାତାର୍‌ ଭାବେ ଚର୍ଚ୍ଚାରେ ରହିଆସୁଛନ୍ତି । ପାୟଲ ବର୍ତ୍ତମାନ ସହାୟତା ପାଇଁ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ଅଭିନେତ୍ରୀ…

ନିର୍ଦ୍ଦେଶକ ରାକେଶ ରୋଶନ୍‌ଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମ ମାମଲାରେ ଜଡ଼ିତ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ମୁମ୍ବାଇ: ୨୦୦୦ ମସିହାରେ ବଲିଉଡ ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରାଯାଇଛି। ଶନିବାର ଦିନ ଜଣେ ସେଣ୍ଟ୍ରାଲ କ୍ରାଇମ ୟୁନିଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୫୨ ବର୍ଷିୟ ସୁନୀଲ ବିଶ୍ୱନାଥଙ୍କୁ ଶୁକ୍ରବାର…

ଦୁବାଇର ଶେଖ୍ ଅମୀରଙ୍କ ସହ ଛୁଟି କଟାଉଛନ୍ତି ଅଭିନେତ୍ରୀ ଉର୍ବଶୀ

ଦୁବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଲାଇମଲାଇଟକୁ ଆସିଛନ୍ତି। ଚଳଚ୍ଚିତ୍ର ଅପେକ୍ଷା ଉର୍ବଶୀ ତାଙ୍କ ଛୁଟି ଏବଂ ହଟ୍‌ ଫଟୋସୁଟ ପାଇଁ ପ୍ରଶଂସକଙ୍କ ଗହଣରେ ବେଶି ଚର୍ଚ୍ଚା ସାଉଁଟିଛନ୍ତି। ଏଭଳି ପରିସ୍ଥିତିରେ ଉର୍ବଶୀଙ୍କର ଆଉ ଏକ ଫଟୋ…

୬୬ ବର୍ଷରେ ପଦାର୍ପଣ କଲେ ଅଭିନେତ୍ରୀ ରେଖା

ମୁମ୍ବାଇ:  ଅକ୍ଟୋବର ୧୦ ତାରିଖ ହେଉଛି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କ ଜନ୍ମଦିନ। ସେ ଆଜି ୬୬ ବର୍ଷରେ ପଦାର୍ପଣ କରିଛନ୍ତି। ତେବେ ରେଖା ନିଜର ରୂପଚର୍ଯ୍ୟା ଲାଗି ବଲିଉଡ୍‌ରେ ବେଶ୍ ପ୍ରସିଦ୍ଧ। ଏତେ ପରିଣତ ବୟସରେ ବି ସେ ଖୁବ୍‌ ଆକର୍ଷଣୀୟ ଲାଗୁଛନ୍ତି। ୬୦ ଦଶକରୁ ବଲିଉଡ୍‌ରେ…

ସୋସିଆଲ୍‌ ମିଡିଆରେ ହୃଦୟର କଥା ଲେଖି ରୋହନପ୍ରୀତଙ୍କୁ ପ୍ରେମ ନିବେଦନ କଲେ ନେହା!

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କଡ଼ ଓ ରୋହନପ୍ରୀତ ସିଂହ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ନିକଟରେ ଏକ ରିୟଲିଟି ସୋ ‘ମୁଝ୍‌ସେ ସାଦି କରୋଗେ’ର ପ୍ରତିଯୋଗୀ ରୋହନପ୍ରୀତ ସିଂହ ସୋସିଆଲ୍‌ ମିଡିଆରେ ନିଜର ପଟୋ ସେୟାର୍‌…