Latest Odisha News

BREAKING NEWS

Browsing Tag

Bollywood

ଆସିଲା ‘ରୋଜି’ର ଫାଷ୍ଟ ଲୁକ୍‌

ମୁମ୍ବାଇ: ଆସିଲା ବଲିଉଡର ଅପ୍‌କମିଂ ମୁଭି ‘ରୋଜି’ର ଫାଷ୍ଟ ଲୁକ୍ । ଏହି ପୋଷ୍ଟରରେ ବିବେକ ଓବରୟ ଏବଂ ଟେଲି ଷ୍ଟାର ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀଙ୍କୁ ଦମଦାର ଲୁକ୍‌ରେ ଦେଖିବାକୁ ମିଳିଛି । ଏହି ପୋଷ୍ଟର ଟିକୁ ପଲ ନିଜେ ତାଙ୍କ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।…

କରୋନାକୁ ମାତ୍ ଦେଲେ ମଲାଇକା

ମୁମ୍ବାଇ: କରୋନାକୁ ହରାଇଲେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା । ଏନେଇ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି । ଏହା ସହ ସେ ପରିବାର ଲୋକ, ସାଙ୍ଗସାଥୀ, ଡାକ୍ତର, ପ୍ରଶଂସକ ତଥା ବିଏମସିକୁ ଧନ୍ୟବାଦ ଜଣାଇଛନ୍ତି। ସେ ଗଲା କିଛି ଦିନ ପୂର୍ବେ କରୋନରେ…

ଜୟାଙ୍କୁ ସମର୍ଥନ କରିବାରୁ ଉର୍ମିଲାଙ୍କୁ ଏମିତି କହିଲେ କଙ୍ଗନା

ମୁମ୍ବାଇ: ସଂସଦରେ ରବି କିଷନ ଓ ଜୟା ବଚ୍ଚନଙ୍କ ବୟାନ ପରେ ବଲିଉଡ ଏବେ ଦୁଇ ଫାଳ । କିଛି ସେଲିବ୍ରିଟି ଜୟାଙ୍କୁ ସମର୍ଥନ କରୁଥିବାବେଳେ ଆଉ କିଛି ରବି କିଷନଙ୍କୁ । ତେବେ ଏହାରି ଭିତରେ ଏକ ସାକ୍ଷାତକାରେ ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଜୟା ବଚ୍ଚନଙ୍କୁ ସମର୍ଥନ କଲା ଭଳି କିଛି…

ଏହି ଦିନ ଧମାକା କରିବ ଅକ୍ଷୟଙ୍କ ‘ଲକ୍ଷ୍ମୀବମ୍‌’

ମୁମ୍ବାଇ: ଦୀପାବଳିରେ ଧମାକା କରିବ ଖିଲାଡି ଷ୍ଟାର ଅକ୍ଷୟଙ୍କ ‘ଲକ୍ଷ୍ମୀବମ୍‌’ । ନିଜ ପୁଅର ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଏହି ସ୍ପେଶାଲ ସରପ୍ରାଇଜ ଦେଇଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ନିଜ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅକ୍ଷୟ ତାଙ୍କ ଅପକମିଂ ଫିଲ୍ମ ‘ଲକ୍ଷ୍ମୀବମ୍‌’ର ରିଲିଜ…

ଇଷାନ-ଅନନ୍ୟାଙ୍କ ‘ଖାଲି ପିଲି’…ଦେଖନ୍ତୁ ଭିଡିଓ

ମୁମ୍ବାଇ: ଫ୍ଲୋରକୁ ଆସିଲା ନୂଆ ବଲିଉଡ ମୁଭି ‘ଖାଲି ପିଲି’ର ଟାଇଟଲ ଟ୍ରାକ । ଏହି ଗୀତରେ ରହିଛି ଷ୍ଟାର କିଡ୍ ଇଷାନ୍ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କ ଜବରଦସ୍ତ ଡ୍ୟାନ୍ସ ଓ ରୋମାନ୍ସ । ଏହି ଗୀତକୁ ଶେଖର ଓ ପ୍ରକୃତି କକର ଗାଇଛନ୍ତି । ଗୀତର ମ୍ୟୁଜିକ କମ୍ପୋଜ କରିଛନ୍ତି ବିଶାଲ ଶେଖର ।…

ସେଲିବ୍ରିଟିଙ୍କ ଆଡ୍ଡା ଗୋଆ!!

ଗୋଆ: ଜିନିଷଗୁଡିକ ନୂତନ ସ୍ୱାଭାବିକ ହେବାକୁ ଯାଉଛି ତେଣୁ ଚଳଚ୍ଚିତ୍ର ତାରକାମାନେ ପୁନର୍ବାର କାମ କରିବା ଆରମ୍ଭ କରିଛନ୍ତି ଓ ନିଜ ଘରୁ ବିରତି ନେଇଛନ୍ତି । ସାରା ଅଲି ଖାନ, ଅନନ୍ୟା ପାଣ୍ଡେ, ବରୁଣ ଧାୱନ ଏବଂ ଇଶାନ ଖଟ୍ଟରଙ୍କ ପରି ସେଲିବ୍ରିଟି ଗୋଆ ବେଳାଭୂମି ଉପଭୋଗ କରିବ ଦେଖାଯାଉଛି ।…

ତେଲୁଗୁ ଫିଲ୍ମରେ ଅନୀଲ କପୁର

ମୁମ୍ବାଇ: ଟଲିଉଡରେ ଡେବ୍ୟୁ କରିବେ ବଲିଉଡ୍ ସୁପରଷ୍ଟାର । ୬୩ ବର୍ଷର ମାଚୋ ମ୍ୟାନ୍ ଅନୀଲ କପୁରଙ୍କୁ ମିଳିଛି ନେଗେଟିଭ୍ ରୋଲ୍ । ଅର୍ଥାତ୍ ଫିଲ୍ମରେ ଭିଲେନ୍ ରୋଲରେ ଦେଖାଦେବେ ବଲିଉଡର ଲଖନ । ଆଉ ଏହି ଅପ କମିଂ ପ୍ରୋଜେକ୍ଟରେ ହିରୋ ଭୂମିକାରେ ନଜର ଆସିବେ ସୁପରଷ୍ଟାର ମହେଶ ବାବୁ । ଦଶହରା ପରେ…

ଆଜି ମୋ ଘର ଭାଙ୍ଗିଛ, କାଲି ତୁମ ଗର୍ବ ଭାଙ୍ଗିବ: କଙ୍ଗନା

ମୁମ୍ବାଇ: ଆଜି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମନାଲିରୁ ମୁମ୍ବାଇ ସ୍ଥିତ ତାଙ୍କ ବାସ ଭବନରେ ପହଂଚିଛନ୍ତି । ଏହାପରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି । କଙ୍ଗନା ଟ୍ୱିଟ୍ କରି ତାଙ୍କ କ୍ରୋଧ ଜାହିର କରିଛନ୍ତି । କଙ୍ଗନା ନିଜର ଏକ ଭିଡିଓ ସେୟାର…

ସୋନମ କପୁରଙ୍କ ପାଇଁ ବେଡ୍‌ରୁମ୍‌ରେ ସ୍ୱାମୀଙ୍କ କଡା ନିୟମ, ଜାଣନ୍ତୁ କ’ଣ

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ସୋନମ କପୁର ନିଜ ଗ୍ଲାମରସ୍ ଲୁକ୍ ସବୁ ବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ତେବେ ଜଣେ ଅଭିନେତ୍ରୀ ହୋଇଥିଲେ ମଧ୍ୟ ତାଙ୍କ ପାଇଁ ବି ରହିଛି କିଛି କଡା ନିୟମ । ଆଉ ଏହି ନିୟମ ଲାଗୁ କରିଛନ୍ତି ଖୋଦ୍ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା । ଏକ ସାକ୍ଷତକାରରେ ସୋନମ…

ଦିଶା ପଚାରିଲେ ‘ରଷୋଡେ ମେଁ କୌନ ଥା’, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପଟାନି ସର୍ବଦା ନିଜର ବୋଲ୍ଡ ଲୁକ୍ ଏବଂ ଗ୍ଲାମରସ ଫଟୋ ଓ ଭିଡିଓ ପାଇଁ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଏବେ ମଲଙ୍ଗ ଗାର୍ଲ ଦିଶା ପଟାନିଙ୍କ ଫନି ଅନ୍ଦାଜ ସାମ୍ନାକୁ ଆସିଛି । ସେ ନିଜ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି ।…