ହାପି ବାର୍ଥ ଡେ ଅମିତାଭ…
ନୂଆଦିଲ୍ଲୀ: ବଲିଉଡର ସେହେନଶାହା ତଥା ‘ବିଗ ବି’ ଅମିତାଭ ବଚ୍ଚନ ଆଜି ୭୭ ତମ ଜନ୍ମଦିନ ପାଳନ କରିଛନ୍ତି ।
‘ବିଗ ବି’ଙ୍କୁ ଜନ୍ମଦିନ ଅବସରରରେ ସମସ୍ତ ବଲିଉଡ କଳାକାରଙ୍କ ସହ ତାଙ୍କର ପ୍ରଶସଂକ ମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ବଲିଉଡର ଏହି ସେହେନସା ନିଜର ଅଭିନୟ ଯାଦୁ ବଳରେ…