Latest Odisha News
Browsing Tag

Bomb Blast

ପାଟଣାଗଡ଼ରେ ଚାଞ୍ଚଲ୍ୟ, ବୋମା ବିସ୍ଫୋରଣରେ ଯୁବକ ଗୁରୁତର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକରେ ବୋମା ବିସ୍ଫୋରଣ। ଉକ୍ତ ବ୍ଲକର ବିଲେଇସାଥୀ ଗାଁ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ଏକ ପଲିଥିନ ଭିତରେ ଥିବା ବୋମା ହେଲା ବିସ୍ଫୋରଣ। ଏହି ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ ଉକ୍ତ ଗ୍ରାମର ହେମସାଗର…

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଫୁଟିଲା ବୋମା, ୩ ଗୁରୁତର

ବରମୁଣ୍ଡା : ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବିସ୍ଫୋରଣ । ରାତି ଅଧରେ ଫୁଟିଲ ବୋମା। ଏହି ବିସ୍ଫୋରଣରେ ୩ଜଣ ଗୁରୁତର । ଖାଦ୍ୟକୁ ନେଇ ବଚସା ହେବାରୁ ହୋଟେଲ କର୍ମଚାରୀଙ୍କ ଉପରକୁ ବୋମା ମାଡ଼ ହୋଇଥିବା ଜଣାପଡ଼ିଛି । ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ଜୟ ଜଗନ୍ନାଥ ହୋଟେଲରେଏହି ବିସ୍ଫୋରଣ ଘଟିଛି…

ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷାଙ୍କ ଘର ଉପରକୁ ପୁଣି ବୋମାମାଡ଼

ଢେଙ୍କାନାଳ: ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଉପରକୁ ପୁଣି ବୋମାମାଡ଼ ହୋଇଥିବାର ଖବର ମିଳିଛି । ଗତକାଲି ମଧ୍ୟ୍ୟରାତିରେ କେହି ଦୁର୍ବୃତ୍ତ ବୋମାମାଡ଼ କରିଛି। ଏଥିରେ ତାଙ୍କ ଘର ଫାଟକ ନଷ୍ଟ ହେଇଛି। ଗତକାଲି ରାତି ୧ ଟା୩୬ ମିନିଟ ସମୟରେ ହୋଇଛି ବୋମାମାଡ଼,…

ବିସ୍ଫୋରକ ଫୁଟି ଉଡ଼ିଗଲା ଥାନାର ଛାତ

ପୁରୀ : ବିସ୍ପୋରଣରେ ମାଟିରେ ମିଶିଲା ବଳଙ୍ଗା ଥାନା l ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାରେ ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଛି । ଜବତ ହୋଇଥିବା ବିସ୍ଫୋରକ ଫୁଟି ଥାନାର ଛାତ  କାନ୍ଥ ଭୁଶୁଡି ପଡିଛି l ସୌଭାଗ୍ୟ ବଶତଃ ଥାନାର ସେଣ୍ଟ୍ରି ସରୋଜ ବେହେରା ଏହି ବଡ଼ ଦୁର୍ଘଟଣାରୁ…

ମୁମ୍ବାଇ ମନ୍ତ୍ରାଳୟ ଉପରକୁ ବୋମା ମାଡ ଧମକ

ପୁଣେ: ସୋମବାର ଦିନ ପୁଣେରେ ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ ମନ୍ତ୍ରାଳୟରେ ବୋମା ବିସ୍ଫୋରଣ କରିବାକୁ ଧମକ ଦେବଇଥିବା ଅଭିଯୋଗରେ ଗିରଫ କରାଯାଇଛି। ଏହି ଧମକ ଇମେଲ ମାଧ୍ୟମରେ ପଠାଯାଇଥିଲା। ମୁମ୍ବାଇ ପୋଲିସର ସୂଚନାନୁସାରେ, ଇମେଲ ମାଧ୍ୟମରେ ଧମକ ପାଇବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଏହି…

ସେଣ୍ଟ୍ରାଲ ବାଗଦାଦ୍ ମାର୍କେଟରେ ଆତ୍ମଘାତୀ ହମଲା: ୩୦ ମୃତ, ୭୩ ଆହତ

ବାଗଦାଦ : ଇରାକର ସେଣ୍ଟ୍ରାଲ ବାଗଦାଦ ମାର୍କେଟରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆଟାକ୍ । ଆତଙ୍କବାଦୀଙ୍କ ଆତ୍ମଘାତୀ ହମଲା ଯୋଗୁ ୩୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଗୁରୁତର ଥିବା ୭୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା…

ଚାନ୍ଦବାଲିରେ ବୋମାମାଡ଼; ୩ ଦୁର୍ବୃତ୍ତ ଅଟକ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଚାନ୍ଦବାଲି ଥାନା ପାଞ୍ଚପଡ଼ା ସ୍ଥିତ ଏକ ଜଳଖିଆ ଦୋକାନକୁ ତିନିଜଣ ଲୋକ ଖାଇବାକୁ ଯାଇଥିଲେ। ମାତ୍ର…

ଗଞ୍ଜାମ: ସ୍କୁଲରେ ବିସ୍ଫୋରଣ ଘଟି ୨ ଛାତ୍ର ଗୁରୁତର

ଆସ୍କା: ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକସ୍ଥିତ ମାଗୁରା ଗ୍ରାମରେ ଥିବା ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସକାଳେ ଘଟିଥିବା ବିସ୍ଫୋରଣରେ ୨ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ପରବର୍ତ୍ତୀ ସମୟରେ ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତ ଛାତ୍ରମାନଙ୍କୁ…