Latest Odisha News

BREAKING NEWS

Browsing Tag

Bombay High Court

କୌଣସି ଝିଅକୁ ଥରେ ଫଲୋ କରିବା ‘ଅପରାଧ’ ନୁହେଁ: ହାଇକୋର୍ଟ

ମୁମ୍ବାଇ: କୌଣସି ଝିଅଙ୍କୁ ଥରେ ଫଲୋ କରିବା 'ଅପରାଧ' ନୁହେଁ। ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଅପରାଧ ତଥା ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି ବେଳେ ଏଭଳି ରାୟ ଦେଇଛନ୍ତି। ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଗୋଟିଏ ଥରେ କୌଣସି ଝିଅଙ୍କୁ ଅନୁସରଣ କରିବା ଅପରାଧ ନୁହେଁ।…

ପ୍ରାଣ ପ୍ରତିଷ୍ଠା ଦିନ ଛୁଟି ଘୋଷଣା ପ୍ରସଙ୍ଗ: ହାଇକୋର୍ଟରେ ମାମଲା ରୁଜୁ କଲେ ଚାରି ଛାତ୍ର

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖ ଅର୍ଥାତ ଆସନ୍ତାକାଲି ଅଯୋଧ୍ୟାରେ ରାମ ଜନ୍ମଭୂମୀରେ ମନ୍ଦିର ପ୍ରତିଷ୍ଠା ହେବ। ଏହି ସହିତ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ମନ୍ଦିର ପ୍ରତିଷ୍ଠା ଦିନ କେନ୍ଦ୍ର ସରକାରୀ କାର୍ଯ୍ୟାଳୟକୁ ଅଧା ଦିନ ଛୁଟି ଘୋଷଣା କରିଛନ୍ତି। ଏହି କ୍ରମରେ ମହାରାଷ୍ଟ୍ର ସରକାର…

ସେଲ୍ସ ଟ୍ୟାକ୍ସକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ଅନୁଷ୍କା ଶର୍ମା

ମୁମ୍ବାଇ: ବମ୍ବେ ହାଇକୋର୍ଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା । ସେଲ୍ସ ଟ୍ୟାକ୍ସ ବିଭାଗର ନୋଟିସକୁ ଚ୍ୟାଲେଞ୍ଜ କରି ଅନୁଷ୍କା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨୦୧୩-୧୩ ଓ ୨୦୧୩-୧୪ ଆର୍ଥିକ ବର୍ଷର ବକେୟା ଟିକସ ପାଇଁ ଅନୁଷ୍କାଙ୍କୁ ନୋଟିସ୍ ଜାରି କରିଥିଲା ସେଲ୍ସ ଟ୍ୟାକ୍ସ ବିଭାଗ…

‘ବାପା, ମା’ ଜୀବିତ ଥିଲେ ପୁଅ ସମ୍ପତ୍ତିର ମାଲିକାନା ଦାବି କରିପାରିବନି’

ମୁମ୍ବାଇ:  ବାପା-ମା' ଜୀବିତ ଥିଲେ ପୁଅ ସମ୍ପତ୍ତିର ମାଲିକାନା କିମ୍ବା ଭାଗ ଦାବି କରିପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ ଏକ ଆବେଦନର ଶୁଣାଣି କରି ରାୟ ଦେଇଛନ୍ତି। ବାପାଙ୍କୁ ବିଧି ସଂରକ୍ଷକ ଭାବେ ନିଯୁକ୍ତି ଦେବା ପାଇଁ ହୋଇଥିବା ପୁଅର ଆବେଦନକୁ ହାଇକୋର୍ଟ ଶୁଣାଣି ପାଇଁ ଖାରଜ…

୧୩ ଜଣ ଛୁଆଙ୍କୁ ଅପହରଣ ଓ ୯ ଜଣଙ୍କ ହତ୍ୟାକାରୀ ୨ ଭଉଣୀଙ୍କୁ ମିଳିଲାନି ମୃତ୍ୟୁଦଣ୍ଡ

ମୁମ୍ବାଇ: ଦଶନ୍ଧି ପୁରୁଣା ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨ ଭଉଣୀ ରେଣୁକା ସିନ୍ଦେ ଏବଂ ସୀମା ଗବିତଙ୍କ ମୃତ୍ୟୁଦଣ୍ଡକୁ ବମ୍ବେ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ପରିଣତ କରିଛନ୍ତି। ମୃତ୍ୟୁଦଣ୍ଡ ଶୁଣାଣି ପରେ ଉଭୟ ଭଉଣୀଙ୍କ ଦୟା ଆବେଦନ ରାଜ୍ୟ ସରକାରଙ୍କ ନିକଟରେ ପ୍ରାୟ…

ଆର୍ୟନଙ୍କ ବେଲ୍ ଅପେକ୍ଷା ସରୁନି: ଆଜି ତୃତୀୟ ଦିନରେ ବମ୍ବେ ହାଇକୋର୍ଟରେ ଶୁଣାଣି

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଆର୍ୟନ ଖାନକୁ କେବେ ମିଳିବ ବେଲ୍ ? ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ଦିନ ଗଡୁଛି । ବମ୍ବେ ହାଇକୋର୍ଟ କଣ ନିଷ୍ପତ୍ତି ଶୁଣାଇବେ ତାଉପରେ ନଜର ରହିଛି । ଆଜି ତୃତୀୟ ଦିନ ପାଇଁ ଆର୍ୟନଙ୍କ ବେଲ୍ ଉପରେ ଶୁଣାଣି ହେବ । ଆଜି ପକ୍ଷ ରଖିବ ଏନସିବି । ଦୁଇ ଦିନ ହେବ…

ଜେଲରୁ ବାହାରିବେ କି ଆର୍ୟନ୍ ଖାନ୍ ? ଆଜି ବମ୍ବେ ହାଇକୋର୍ଟରେ ବେଲ୍ ଶୁଣାଣି

ମୁମ୍ବାଇ: ଆର୍ୟନ୍ ଖାନ୍ ଜେଲରୁ ବାହାରିବେ କି ? ନା ତାଙ୍କୁ ପୁଣି ଭିତରେ ରହିବାକୁ ପଡ଼ିବ । ଆଜି ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି କରିବେ ବମ୍ବେ ହାଇକୋର୍ଟ । କି ରାୟ ଶୁଣାଇବେ କୋର୍ଟ ତାଉପରେ ସମସ୍ତଙ୍କର ନଜର ରହିଛି । ଗତ ୨୦ ତାରିଖରେ…

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଅଭିଯୋଗର ତଦନ୍ତ କରିବ ସିବିଆଇ

ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବତନ କମିଶନର ପରମବୀର ସିଂ ଆଣିଥିବା ଅଭିଯୋଗର ତଦନ୍ତ କରିବ ସିବିଆଇ । ପ୍ରାଥମିକ ତଦନ୍ତ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ୧୫ ଦିନ ଭିତରେ ତଦନ୍ତ ସାରିବାକୁ କହିଛନ୍ତି କୋର୍ଟ । ଏହାପରେ…