ବିବାହ ବେଳେ କନ୍ୟାଙ୍କୁ ତିନି ମାମୁଁଙ୍କ ୩ କୋଟି ଉପହାର, ଦେଖିଲେ ହୋଇଯିବେ ତାଜୁବ….
ନାଗପୁର : ବିବାହ ଏକ ପବିତ୍ର ବନ୍ଧନ । ବିବାହରେ ଉପହାର ଦେବା ସାଧାରଣ କଥା । ବାପଘରୁ କନ୍ୟା ବିଦା ସମୟରେ କନ୍ୟାର ପିତା ନିଜ ଝିଅକୁ ଉପହାର ସୂରପ ଅନେକ ଜିନିଷ ଦେଇଥାଆନ୍ତି । ନିକଟରେ ଏକ ବିବାହ ଉତ୍ସବର ଉପହାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । କନ୍ୟାକୁ ତିନି ଜଣ ମାମୁଁ ୩…