Latest Odisha News

BREAKING NEWS

Browsing Tag

britain pm

ଗୋଟିଏ ଟୁଇଟରେ ଭାରତୀୟଙ୍କ ମନ କିଣିନେଲେ ଋଷି ସୁନକ

ମଜବୁତ ହେଉଛି ବ୍ରିଟେନ-ଭାରତ ସମ୍ପର୍କ ।   ଇଣ୍ଡୋନେସିଆରେ ବାଲିଠାରେ ଜି-୨୦ ସମ୍ମିଳନୀର  ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରିଶି ସୁନକଙ୍କ ସାକ୍ଷାତ ପରେ ଏପରି ସମ୍ଭାବନା ଦେଖା ଦେଇଛି । ଏହି ସମ୍ଭାବନାକୁ ଆହୁରି ଦୃଢ କରିଛି ଋଷି ସୁନକଙ୍କ…

ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବରେ ଲିଜ ଟ୍ରସ ନିର୍ବାଚିତ

ନୂଆଦିଲ୍ଲୀ :  ଆଜି ବ୍ରିଟେନକୁ ମିଳିଲା ନୂତନ ପ୍ରଧାନମନ୍ତ୍ରୀ ।  ବୋରିସ୍ ଜନସନଙ୍କ ଇସ୍ତଫା ପରେ ନୂତନ ପ୍ରଧାନମନ୍ତ୍ରୀଙ୍କ ଦୌଡ଼ରେ ପାଞ୍ଚ ରାଉଣ୍ଡ ପ୍ରକ୍ରିୟା ଅତିକ୍ରମ କରିବା ପରେ ବର୍ତ୍ତମାନ ଅନ୍ତିମ ରାଉଣ୍ଡ  ଋଷି ସୁନକଙ୍କୁ ହରେଇ ଲିଜ ଟ୍ରସ ବଜୟ ହୋଇଛନ୍ତି । ବୋରିସ୍ ଜନସନ…

କରୋନା ଟିକା ନେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ

ଲଣ୍ଡନ: ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଟିକା କେତେ ସୁରକ୍ଷିତ ଏହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଜି ଆଷ୍ଟ୍ରା ଜେନେକାର କରୋନା ଟିକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଟିକା ନେଇ ଲୋକଙ୍କ ଦ୍ୱନ୍ଦ୍ୱ ଦୂର…

ଦୀପାବଳୀ ଉପଲକ୍ଷେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଭାରତବାସୀଙ୍କୁ ବାର୍ତ୍ତା; ଏଥର ଦୀପାବଳୀ କରୋନା ବିରୁଦ୍ଧରେ ବିଜୟ…

ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କ ଭର୍ଚୁଆଲ ଦିୱାଲୀ ବାର୍ତ୍ତାରେ କହିଛନ୍ତି ଯେ ଭଗବାନ ରାମ ଏବଂ ପତ୍ନୀ ସୀତା ରାବଣକୁ ପରାସ୍ତ କରି ଫେରିବା ପରେ ଲକ୍ଷ ଲକ୍ଷ ଦୀପ ଜଳାଇ ଯେଉଁଭଳି ଭାବରେ ସ୍ୱାଗତ କରାଯାଇଥିଲା ସେହିଭଳି ଏଥର ଦିୱାଲୀ ମଧ୍ୟ ଆମେ କରୋନା ବିରୁଦ୍ଧରେ…