Latest Odisha News

BREAKING NEWS

Browsing Tag

businessman

ଜଣେ ରାଜକୁମାରୀଙ୍କ ବାହାଘର; ବାପ ଦେଲେ ୩ କିଲୋ ସୁନା ସହ ରୂପାର ଖଟ ଓ ସୋଫା

ଜୟପୁର(ରାଜସ୍ଥାନ): ରାଜକୁମାରୀଙ୍କ ଭୋଗ ବିଳାସ, ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନକାହାଣୀ ସମସ୍ତେ ଜାଣିଥିବେ । ରୂପା ପଲଙ୍କ..ସୁନା ଥାଳିଆା.. କଥା ଶୁଣିଲେ ହିଁ ମନେ ପଡିଯାଏ କାହାଣୀର ସେଇ ରାଜକୁମାରୀଙ୍କ କଥା । ହେଲେ ଆମେ ଏଠି ଯାହା କଥା କହିବାକୁ ଯାଉଛୁ ସେ କୌଣସି ରାଜଙ୍କ କୁମାରୀ ନୁହଁନ୍ତି…

ଫୁଲ ବ୍ୟବସାୟୀଙ୍କ ଘରୁ ୧୦୦ କୋଟି ଟଙ୍କାର ପୁରାତନ ସାମଗ୍ରୀ ଜବତ

ନୂଆଦିଲ୍ଲୀ: ବ୍ୟବସାୟୀଙ୍କ ଘରୁ ଜବତ ହେଲା ୧୦୦ କୋଟିରୁ ଅଧିକ ମୂଲ୍ୟର ପ୍ରାଚୀନ ସାମଗ୍ରୀ। ପଶ୍ଚିମବଙ୍ଗର ୨୪ ପରଗଣା ଜିଲ୍ଲାର ଦେଗାଙ୍ଗରେ ଏଏସଆଇ ଟିମ୍ ଚଢଉ କରି ଜଣେ ବ୍ୟବସାୟୀଙ୍କ ଘର କୋଟି କୋଟି ଟଙ୍କା ମୂଲ୍ୟର ପୁରାତନ ମୂଲ୍ୟବାନ ସାମଗ୍ରୀ ଜବତ କରିଛି। ବ୍ୟବସାୟୀଙ୍କ ନାଁ ଅସଦୁଜ୍ଜମା…

ଇଡିରେ ହାଜର ହେଲେ ଅକ୍ଷୟ ପରିଜା ଓ ବ୍ୟବସାୟୀ ଅମୀୟକାନ୍ତ ଦାସ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ତଦନ୍ତକୁ ଆହୁରି ଜୋରଦାର କରିଛି ଇଡି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ବ୍ୟବସାୟୀ ଅମୀୟକାନ୍ତ ଦାସ । ଅକ୍ଷୟଙ୍କୁ ହନିଟ୍ରାପ୍, ବ୍ଲାକମେଲ୍ ପରେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ । ଏବେ…

ମନ୍ତ୍ରୀଙ୍କ ପିଏ ପରିଚୟ ଦେଇ ଫୋନରେ କରୁଥିଲେ ପକେଟ୍ ଖାଲି

ଭୁବନେଶ୍ୱର: ହ୍ୟାଲୋ… ମୁଁ ମନ୍ତ୍ରୀଙ୍କ ପି.ଏ. କହୁଛି । ମନ୍ତ୍ରୀଙ୍କ ମାଆ ହୋମଯଜ୍ଞ କରିବେ । ଆପଣ ଯଜ୍ଞ ପାଇଁ କିଛି ସାହାଯ୍ୟ କରନ୍ତୁ ।... କିଛି ଏମିତି ଢଙ୍ଗରେ ଜାଲ ବିଛାଇଥିଲା କିନ୍ନର ମନିଷା ଓରଫ ସୌମ୍ୟ ରଞ୍ଜନ ପ୍ରଧାନ । କେତେବେଳେ ନେତା ତ କେତେବେଳେ ମନ୍ତ୍ରୀଙ୍କ ପିଏ ବୋଲି ପରିଚୟ…

ବ୍ୟବସାୟୀଙ୍କ ଘରେ ପଶି ଲୁଟ୍‌ କଲେ ୬ଜଣ ଦୁର୍ବୁତ୍ତ

କାମାକ୍ଷାନଗର : ବ୍ୟବସାୟୀଙ୍କ ଘରୁ ନଗଦ ୭ ଲକ୍ଷ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌  । ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ଥିବା ବ୍ୟବସାୟୀ ବିନୟ କୁମାର ସାହୁଙ୍କ ଘରୁ ହୋଇଛି ଲୁଟ । ଦୁର୍ବୁତ୍ତ ମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଗୋଟିଏ ଘର ଭିତରେ ପରିବାର ଲୋକଙ୍କୁ ବନ୍ଦୀ…

“ଇଲେକ୍ଟ୍ରିକ୍ ବଲ୍‌ବ”ର ଦାମ୍ ୯ ଲକ୍ଷ ଟଙ୍କା !

ବରେଲି (ଉ.ପ୍ର): ବେଶ କିଛିଦିନ ପୂର୍ବରୁ ମିରଟ୍‌ରେ ଦୁଇ ଜଣ ବ୍ୟକ୍ତି ଆଲ୍ଲାଦିନର ଚିରାଗକୁ ଜଣେ ଡାକ୍ତରଙ୍କୁ ଅଢେଇ କୋଟି ଟଙ୍କାରେ ବିକ୍ରୟ କରିଥିଲେ । ତେବେ ପରବର୍ତ୍ତି ସମୟରେ ତାହା ନକଲି ବୋଲି ଜଣାପଡିଥିଲା । ଏବେ ଉତ୍ତରପ୍ରଦେଶର ବରେଲିରେ ସାମ୍ନାକୁ ଆସିଛି ଆଉ ଏକ ଚକିତକର ଘଟଣା । ଜଣେ…

ମହଙ୍ଗା ପଡିଲା ପରିଶ୍ରା କରିବା…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ ଅଂଚଳରେ ରହୁଥିବା ଜଣେ ୩୯ ବର୍ଷୀୟ ବ୍ୟବସାୟୀଙ୍କୁ ପରିଶ୍ରା କରିବା ମହଙ୍ଗା ପଡିଛି । ଆଜି ଦିଲ୍ଲୀର ସରାଇକେଲ ଖାନ ଅଂଚଳରେ ତାଙ୍କ ସହ ଘଟିଥିଲା ଅପ୍ରତ୍ୟଶିତ ଘଟଣା । ଶେଷରେ ମୂଲ୍ୟବାନ ସାମଗ୍ରୀ ଓ ଟଙ୍କା ହରାଇ ନିଜ ଭାଗ୍ୟକୁ ଦୋଷ ଦେଇଛନ୍ତି ସେହି…