Latest Odisha News
Browsing Tag

canada

ୱେଟର୍ ଚାକିରି ପାଇଁ ଲାଗିଛି ଲମ୍ବା ଲାଇନ୍, ଧାଡ଼ିରେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: କାନାଡାରେ ବେକାରୀ ସମସ୍ୟା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଲୋକଙ୍କୁ ରହିବା ପାଇଁ ଘର ମଧ୍ଯ ମିଳୁନାହିଁ। ଏଭଳି ସ୍ଥଳେ ଏକ ଭାଇରାଲ ଭିଡିଓକୁ ନେଇ ଚିନ୍ତା ବଢିବାରେ ଲାଗିଛି। କାନାଡାର ବ୍ରମ୍ପଟନରେ ୱେଟର ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା। ୱେଟର ହେବାକୁ ହଜାର ହଜାର…

ଭାରତ-କାନାଡ଼ା ସମ୍ପର୍କରେ ଫାଟ ପରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ ଛାତ୍ର, ପଢନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଭାରତ ସହ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ଭାରତୀୟ ଛାତ୍ର କାନାଡା (ଇଣ୍ଡିଆ କାନାଡା କୂଟନୈତିକ ରୋ') ଛାଡ଼ୁଥିବାର ଖବର ସାମ୍ନାକୁ ଆସୁଛି। କାନାଡାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତୀୟ ଛାତ୍ରମାନଙ୍କୁ କାନାଡା ଦେଇଥିବା ଶିକ୍ଷା ଅନୁମତି ସଂଖ୍ୟାରେ ତୀବ୍ର ହ୍ରାସ…

ବିମାନବନ୍ଦରରୁ ୧୨୧ କୋଟିର ସୁନା ଚୋରି, ପୂରା କଣ୍ଟେନର ଟେକି ନେଲେ ଚୋର

ଓଟ୍ଟାୱା: ସୁନା ଭର୍ତ୍ତି କଣ୍ଟେନରକୁ ଚୋର ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଚୋରି କରି ନେଇଛନ୍ତି । ଏ ଘଟଣା ଘଟିଛି ଏପ୍ରିଲ୍ ୧୭ ତାରିଖ ସନ୍ଧ୍ୟାରେ । କାନାଡ଼ାର ଟୋରାଣ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର କଣ୍ଟେନର ପହଞ୍ଚିଥିଲେ । ଯେଉଁ କଣ୍ଟେନରରେ ଥିଲା…

ମନ୍ଦିର ଉପରେ ଆକ୍ରମଣ ବରଦାସ୍ତ କରାଯିବନି, ୟୁକେ-କାନାଡା ପ୍ରତି କଠୋର ହେଲା ଭାରତ

ନୂଆଦିଲ୍ଲୀ:  ନିକଟ ଦିନରେ ବ୍ରିଟେନ୍ ଏବଂ କାନାଡାରେ  ମନ୍ଦିର  ଉପରେ ଆକ୍ରମଣ ଏବଂ ହିନ୍ଦୁ ଧର୍ମର ପ୍ରତୀକର ଭଙ୍ଗାରୁଜାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହା ଭାରତୀୟଙ୍କୁ ବହୁତ ବ୍ୟଥିତ କରିଛି। ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି କେନ୍ଦ୍ର ସରକାର। ପ୍ରତିଟି ସ୍ଥିତି ଉପରେ କଡା ନଜର…

କାନାଡା ରାସ୍ତାର ନାମ ଏ ଆର ରହମାନ

ଭୁବନେଶ୍ୱର : ଏ ଆର ରହମାନଙ୍କୁ ସମ୍ମାନିତ କଲେ କାନାଡା ସରକାର । ସିଟି ଅଫ୍ ମାର୍ଖମ୍ କାନାଡା ପ୍ରଶାସନ ସଙ୍ଗୀତ ନିର୍ଦେଶକ ଏ ଆର ରହମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କାନାଡ଼ାର ଏକ ସଡ଼କକୁ ତାଙ୍କ ନାମରେ ନାମିତ କରିଛନ୍ତି । ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୧୩ରେ ମାର୍ଖମ(କାନାଡା)ର…

ଭାରତକୁ 22 ସ୍ବର୍ଣ୍ଣ, 16 ରୈାପ୍ୟ ସହ ଚତୁର୍ଥ ସ୍ଥାନ

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଏଥର 22ଟି ସ୍ବର୍ଣ୍ଣ ପଦକ ହାସଲ କରିଛି । ଏହା ସହ 16ଟି ରୈାପ୍ୟ ଏବଂ 23ଟି କାଂସ୍ୟ ପଦକ ହାସଲ କରି ମୋଟ 61 ପଦକ ସହ 4ର୍ଥ ସ୍ଥାନରେ ରହିଛି । https://twitter.com/ddsportschannel/status/1556630681026891781 ଅଷ୍ଟ୍ରେଲିଆ ଏକ…

କାନାଡ଼ାକୁ ଭାରତ ରପ୍ତାନୀ ବେବି କର୍ଣ୍ଣ ଆଉ କଦଳୀ

ନୂଆଦିଲ୍ଲୀ: କାନାଡ଼ା ଏବେ ଭାରତରୁ ବେବି କର୍ଣ୍ଣ ଆଉ କଦଳୀ ଆମଦାନୀ କରିବ। ଏନେଇ କେନ୍ଦ୍ର କୃଷି ମନ୍ତ୍ରାଳୟ ସହିତ ଏକ ଚୁକ୍ତି କରିଛି କାନାଡ଼ା। ଭାରତ ପାଇଁ ଅବସ୍ଥାପିତ କାନାଡ଼ା ରାଷ୍ଟ୍ରଦୂତ କାମେରନ ମାକେ କୃଷି ସଚିବ ମନୋଜ ଆହୁଜାଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ଯୁଗ୍ମ ସଚିବ ପ୍ରମୋଦ…

ଅଲିମ୍ପିକ୍ ୨୦୨୦, ଦଳ ପଠାଇବେନି କାନାଡା ଓ ଅଷ୍ଟ୍ରେଲିଆ !

ଜାପାନ: ଟୋକିଓରେ ହେବାକୁ ଥିବା ଅଲିମ୍ପିକ ଗେମ୍ସ(୨୦୨୦)କୁ ଦଳ ପଠାଇବେନି କାନାଡା ଓ ଅଷ୍ଟ୍ରେଲିଆ । କୋଭିଡ୍ -୧୯କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହାଁନ୍ତି ଦୁଇ ଦେଶର ଅଲିମ୍ପିକ କମିଟି । ଟୋକିଓ ଅଲିମ୍ପିକକୁ ୨୦୨୧ପର୍ଯ୍ୟନ୍ତ ସ୍ଥଗିତ ରଖିବା ଲାଗି ଆୟୋଜକଙ୍କୁ ନିବେଦନ କରିଛନ୍ତି…