Latest Odisha News

BREAKING NEWS

Browsing Tag

CDS Bipin Rawat

ଲେଫ୍ଟନାଣ୍ଟ ଜେନେରାଲ ଅନୀଲ୍ ଚୌହାନଙ୍କୁ CDS ଭାବେ ନିଯୁକ୍ତି

ନୂଆଦିଲ୍ଲୀ: ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ୍ ଚୌହାନଙ୍କୁ ଦେଶର ପରବର୍ତ୍ତୀ ସିଡିଏସ୍ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ଚୌହାନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ରହିବା ସହ ଅତିରିକ୍ତ ଭାବେ ଭାରତ ସରକାରଙ୍କ ମିଲିଟାରୀ ଆଫେୟାର୍ସ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇବେ ।…

ଖରାପ ପାଗ ଯୋଗୁ ହୋଇଥିଲା ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା

ନୂଆଦିଲ୍ଲୀ: ଡିସେମ୍ବର ୮ରେ ତାମିଲନାଡୁରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହେବାର ଏକ ମାସ ପରେ ଏହା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଘଟଣାର ତଦନ୍ତ ପାଇଁ ଗଠିତ କମିଟିର ସୂତ୍ରରୁ ପ୍ରକାଶ ଯେ ଖରାପ ପାଗ…

ଅବତରଣର ୭ ମିନିଟ ପୂର୍ବରୁ ଖସି ପଡିଲା ସିଡିଏସ୍ ରାଓ୍ୱତଙ୍କ ହେଲିକପ୍ଟର

ନୂଆଦିଲ୍ଲୀ: ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତଙ୍କ ହେଲିକପ୍ଟର ଅବତରଣ କରିବାର ୭ ମିନିଟ ପୂର୍ବରୁ ଦୁର୍ଘଟଣାର ଶିକାର ହେଲା । ମଧ୍ୟାହ୍ନ ୧୨ଟା ୧୫ ମିନିଟରେ ତାଙ୍କ ହେଲିକପ୍ଟର ଓ୍ୱେଲିଂଟନରେ ଅବତରଣ କରିବାର ଥିଲା । ତାର ୭ ମିନିଟ ପୂର୍ବରୁ ହେଲିକପ୍ଟର ସହ ସମ୍ପର୍କ ଛିନ୍ନ ହୋଇଥିଲା ।…