Latest Odisha News

BREAKING NEWS

Browsing Tag

chhattisgarh

[ଭାଇରାଲ୍ ଭିଡିଓ] ରାସ୍ତାକଡରେ ମିଳିଲା ମାଗଣା ମଦ, ଲୋକେ ମାଲାମାଲ୍ !

ଛତିଶଗଡ: ରାସ୍ତାକଡରେ ଓଲଟିଲା ମଦ ବୋଝେଇ ଗାଡି । ଖବର ପାଇ ମଦ ଗାଡି ଜଗିବାକୁ ଆସିଲା ପୋଲିସ । ହେଲେ ମଦ ଗାଡି ଖବର ପାଇବା ପରେ ସାଧାରଣ ଲୋକ ବି ପହଂଚିଥିଲେ ଘଟଣାସ୍ଥଳରେ । ଆଉ ତା ପରେ ପୋଲିସକୁ ବେଖାତିର କରି ଲୋକେ ମଦ ହରିଲୁଟ୍ କରିବାରେ ଲାଗିପଡିଥିଲେ । ଛତିଶଗଡର କୱର୍ଦ୍ଧା ଅଂଚଳରେ…

ମହିଳାଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ୍ ଖୋଲି ବିବାଦୀୟ ପୋଷ୍ଟ ଅଭିଯୋଗରେ ରାୟପୁର ଯୁବକ ଗିରଫ

ରାୟପୁର: ଆଜିକାଲି ମିଛ ନାଁରେ ବିଶେଷ କରି ମହିଳାଙ୍କ ନାଁ ଓ ଫୋଟୋ ଥିବା ନକଲି ବା ଫେକ୍ ଫେସ୍‌ବୁକ୍ ଆଇଡି ଖୋଲି ସାଧାରଣ ଲେକାଙ୍କୁ ବଭ୍ରାନ୍ତ କରିବା ଏକପ୍ରକାର ଟ୍ରେଣ୍ଡ୍ ରେ ପରିଣତ ହୋଇଛି । ଓଡିଆ ଆଲ୍‌ବମ୍ ଗୀତରେ ଫେସବୁକ୍‌ର ଆଞ୍ଜେଲ୍ ପ୍ରିୟା ଶୁକୁଟି ସାହୁ ହେବା ଭଳି ସୋସିଆଲ୍…

ସୁକମାରେ ସୁରକ୍ଷାବାହିନୀ – ନକ୍ସଲ ମୁହାଁମୁହିଁ, ୧୧ ଯବାନ ଆହତ

ରାୟପୁର: ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଶନିବାର ଅପରାହ୍ନରେ ଛତିଶଗଡ ସୁକମା ଜିଲ୍ଲାର କୋରଜଗୁଡା ପାହାଡ ତଳେ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି । ନକ୍ସଲ ଗତିବିଧିର ସୂଚନା ପାଇବା ପରେ ସ୍ୱତନ୍ତ୍ର ଟାସ୍କଫୋର୍ସ ଓ କୋବ୍ରା ବାହିନୀ ପକ୍ଷରୁ ସେ ଅଞ୍ଚଳକୁ ଗସ୍ତ କରିଥିଲେ । ଗୁଳି…

ଛତିଶଗଡରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ବିଜାପୁର: ଛତିଶଗଡ଼ ଜିଲ୍ଲାର ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛନ୍ତି। ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ଉସୋର ଥାନା ଅନ୍ତର୍ଗତ ଟେକମେଟାଲ ଜଙ୍ଗଲରେ ଜାରି ରହିଥିବା ସର୍ଚ୍ଚ ଅପରେସନ ବେଳେ…

ଛତିଶଗଡରେ ଆଇଇଡି ବିସ୍ଫୋରଣ, ଜଣେ ଯବାନ ସହିଦ

ଛତିଶଗଡ: ଛତିଶଗଡର ବସ୍ତର ନିକଟରେ ବୁଧବାର ଦିନ ଘଟିଥିବା ଆଇଇଡି ବିସ୍ଫୋରଣରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି । ସହିଦ ଯବାନ ଜଣକ ରୋଶନ କୁମାର ବୋଲି ସୂଚନା ମିଳିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଅଗଷ୍ଟ ୩କୁ ଘୁଞ୍ଚିଲା ମହାନଦୀ ଟ୍ରିବ୍ୟୁନାଲ୍ ଶୁଣାଣି

ନୂଆଦିଲ୍ଲୀ : ଓଡିଶା ସରକାରଙ୍କ ଅନ୍ତରୀଣ ଆବେଦନକ୍ରମେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ଶନିବାର ଦିନ ଏହାର ଶୁଣାଣିକୁ ଆସନ୍ତା ଅଗଷ୍ଟ ୩କୁ ଘୁଞ୍ଚାଇଦେଇଛନ୍ତି । ଛତିଶଗଡ ଦ୍ୱାରା ମହାନଦୀ ଉପରେ କରାଯାଇଥିବା ବ୍ୟାରେଜ ଫଳରେ ଓଡିଶାକୁ ଉପଯୁକ୍ତ ଜଳ ମିଳିପାରୁନାହିଁ । ମୌସୁମୀ ବ୍ୟତୀତ ଅନ୍ୟ…

ଛତିଶଗଡରେ ଏନକାଉଣ୍ଟର, ୨ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ ଜିଲ୍ଲାର କାଙ୍କେର ସ୍ଥିତ ତାଡକୋଇ ଅଞ୍ଚଳରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହେବାଫଳରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି କାଙ୍କେର ସ୍ଥିତ ତାଡକୋଇ ଅଞ୍ଚଳରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ…

ଛତିଶଗଡରେ ଏନକାଉଣ୍ଟର, ୪ ନକ୍ସଲ ନିହତ

ଋାୟପୁର : ଛତିଶଗଡର ସୁକମା ଜିଲ୍ଲାର ବିମାପୁରମରେ ସିଆରପିଏଫ୍ ଯବାନଙ୍କ ସହ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବାବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ନକ୍ସଲ ନିପାତ ହୋଇଛନ୍ତି । https://twitter.com/ANI/status/1110370175243730944 ପ୍ରାପ୍ତ ସୂଚନା ଅନୁଯାୟୀ କିଛି…