ରାୟପୁର: ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଶନିବାର ଅପରାହ୍ନରେ ଛତିଶଗଡ ସୁକମା ଜିଲ୍ଲାର କୋରଜଗୁଡା ପାହାଡ ତଳେ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି । ନକ୍ସଲ ଗତିବିଧିର ସୂଚନା ପାଇବା ପରେ ସ୍ୱତନ୍ତ୍ର ଟାସ୍କଫୋର୍ସ ଓ କୋବ୍ରା ବାହିନୀ ପକ୍ଷରୁ ସେ ଅଞ୍ଚଳକୁ ଗସ୍ତ କରିଥିଲେ । ଗୁଳି ବିନିମୟରେ ସୁରକ୍ଷାବାହିନୀ ପକ୍ଷରୁ ନକ୍ସଲଙ୍କୁ ଦିଆଯାଇଥିବା କଡା ଜବାବରେ ଏକାଧିକ ନକ୍ସଲ ନିହତ ଏବଂ ଅନେକ ଆହତ ହୋଇଥିବା କୁହାଯାଉଛି । ଏହି ଗୁଳି ବିନିମୟରେ ୧୧ ଜଣ ଡିଆରଜି ଯବାନ ଆହତ ହୋଇଥିବା ଜଣାପଡିଛି । ଜଙ୍ଗଲ ମଧ୍ୟରେ କମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି ।
BREAKING NEWS
- ଅଖିଳେଶ ଯାଦବଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ଟାର୍ଗେଟ: ରାମଭକ୍ତଙ୍କୁ କ୍ଷମା ମାଗ
- Shooting in Polish city:ସହରରେ ଆଖିବୁଜା ଗୁଳିମାଡ଼; ୫ ମୃତ, ୧୨ରୁ ଅଧିକ ଆହତ
- ପଞ୍ଜାବ ଯିବେ ହାର୍ଦ୍ଦିକ, ମୁମ୍ବାଇ ଆସିବେ ଅର୍ଶଦୀପ
- ୬୬ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ, ବେପାରୀ ଫେରାରା
- ଅସୁସ୍ଥ କି ବିଗ୍ ବି ଅମିତାଭ ବଚ୍ଚନ; ଅଧାରେ ଅଟକିଲା KBC…
- ୩୦ ଲକ୍ଷ ଦୀପରେ ଝଲସିଲା ରାମ ନଗରୀ
- Cuttack Kali Puja: କାଳୀପୂଜାରେ ଜଗିବେ ୬୦ ପ୍ଲାଟୁନ୍ ଫୋର୍ସ;ଏପଟେ ବେଆଇନ ବାଣ ବ୍ୟବସାୟ ଉପରେ ଚଢ଼ାଉ
- ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି :ସ୍ୱସ୍ତିକ ସାମଲ ହେଲେ ଓଡ଼ିଶା ଦଳର ଅଧିନାୟକ
- ଧନତେରସରେ ରେକର୍ଡ ସୃଷ୍ଟି କଲା ସୁନା-ରୂପା ମୁଦ୍ରା ବିକ୍ରି, ପ୍ରତି ଘଣ୍ଟାରେ ବିକ୍ରି ହେଲା ଏତିକି…
- ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ, ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା
Comments are closed.