Latest Odisha News

BREAKING NEWS

Browsing Tag

Chhatua

[ଦେଖନ୍ତୁ ଭିଡିଓ] ୫ ମାସ ହେଲା ଛୁଆ, ଗର୍ଭବତୀ, ପ୍ରସୂତିଙ୍କୁ ମିଳିନି ଅଣ୍ଡା ଓ ଛତୁଆ

କାମାକ୍ଷାନଗର: ଅଙ୍ଗନୱାଡ଼ି ଛୁଆଙ୍କୁ ଛତୁଆ ମିଳୁନି । ଦିଦି ଅଣ୍ଡା ନଦେଇ ଖାଇ ଦେଉଛନ୍ତି । ଲୋକେ ପଚାରିଲେ ଦିଦି ଓଲଟା କହୁଛନ୍ତି, ବିଲ୍ ପାସ୍ ହୋଇନି ମୁଁ କୋଉଠୁ ଦେବି । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବେଲବଣିଆ ସାହି ଅଙ୍ଗନୱାଡ଼ି କେନ୍ଦ୍ରର ଦିଦିଙ୍କ…