ଧାରାବାହିକ ଉପନ୍ୟାସ : ଚୋରାବାଲି (୨୬)
ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୬
ତାଙ୍କୁ କ'ଣ ଟିକିଏ ବି ସଙ୍କୋଚ ଲାଗୁନଥିଲା? ନିଶାରେ କ’ଣ ଜଣା ପଡୁନଥିଲା ।
ଏତେ ଚୁପ୍ ବସିଛନ୍ତି ! କିଛି କୁହନ୍ତୁ ମ୍ୟାଡ଼ମ । ମିୟୁଜିକ୍ ଅନ୍ କରିବି? ଆପଣଙ୍କ ପସନ୍ଦର ଗୀତ..’ ନା ଥାଉ, ମୁଡ଼ ନାହିଁ ।…