ଆଜି ରିଲିଜ ହେବ ଭିନ୍ନ ସ୍ୱାଦର ଫିଲ୍ମ ‘ଚୁମ୍କି ମାଇଁ ଡାର୍ଲିଙ୍ଗ’
ଭୁବନେଶ୍ୱର: ତରଙ୍ଗ ଟିଭିରେ ଆଜି ରିଲିଜ ହେଉଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ 'ଚୁମ୍କି ମାଇଁ ଡାର୍ଲିଙ୍ଗ'। ଏଥିରେ ଜଣେ ୨୫ ବର୍ଷୀୟ ଯୁବକ ନାୟକ ସାଜିଥିବା ବେଳେ ୫୨ ବର୍ଷୀୟ ମହିଳା ହୋଇଛନ୍ତି ନାୟିକା । ନାୟକ ଭୂମିକାରେ ଅଭିନେତା ସମ୍ବିତ ଓ ନାୟିକା ଭୂମିକାରେ ମହେଶ୍ୱତାଙ୍କୁ ଅଭିନୟ…