Latest Odisha News

BREAKING NEWS

Browsing Tag

Cinema Hall

ଉଚ୍ଛେଦ ହେଲା ଶ୍ରୀମନ୍ଦିର ଜମିରେ ଥିବା ଶ୍ରୀକୃଷ୍ଣ ସିନେମା ହଲ୍

ପୁରୀ (ସନ୍ତୋଷ ଦାସ): ଶ୍ରୀକ୍ଷେତ୍ରରେ ପୁଣି ଜବରଦଖଲ ଉଚ୍ଛେଦ । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପଛ ପାଖରେ ଥିବା ଶ୍ରୀକୃଷ୍ଣ ସିନେମା ହଲକୁ ଉଚ୍ଛେଦ କରାଯାଇଛି । ଶ୍ରୀମନ୍ଦିର ଠାରୁ ମାତ୍ର ୧୦୦ ମିଟର ଦୂରରେ ଶ୍ରୀମନ୍ଦିର ଜମିରେ ଶ୍ରୀକୃଷ୍ଣ ସିନେମା ହଲ୍ ରହିଥିଲା । ପରିକ୍ରମା…

ପୁଅ ଗିରଫକୁ ନେଇ ଡିଜିପିଙ୍କୁ ଟାଣିଲେ ସାଲୁଜା

ଭୁବନେଶ୍ୱର: କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅକୁ ପୋଲିସ ଗିରଫ କରିଛି । ଅଭିଯୋଗ ଅନୁସାରେ, ସାଲୁଜାଙ୍କ ପୁଅ ସେଜି ଅନ୍ୟ ସାଙ୍ଗମାନଙ୍କ ସହ ମିଶି ସିନେମା ହଲରେ ଗଣ୍ଡଗୋଳ କରିଥିଲେ । ଯେଉଁଥିପାଇଁ ପୋଲିସ ସେଜିଙ୍କ ସହ ୬ ଜଣଙ୍କୁ ଗିରଫ କରିଛି । ପୁଅ ସହ ୬ ଜଣଙ୍କୁ…

ସିନେମା ହଲ୍‌ ଖୋଲିବାକୁ ଦିଲ୍ଲୀ ସରକାରଙ୍କୁ କରଣଙ୍କ ନିବେଦନ

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦିଲ୍ଲୀ ଏବଂ ମହାରାଷ୍ଟ୍ରରୁ ସର୍ବାଧିକ ମାମଲା ରିପୋର୍ଟ ହୋଇଛି। ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଡିସେମ୍ବର ୨୮ ରେ ସିନେମା ହଲ, ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସ…

୬ ମାସ ପରେ ଆଜିଠୁ ଖୋଲୁଛି ସିନେମା ହଲ୍, ଏମିତି ହୋଇଛି ବ୍ୟବସ୍ଥା

ନୂଆଦିଲ୍ଲୀ: ମାର୍ଚ୍ଚ ପରଠାରୁ ବନ୍ଦ ରହିଛି ସିନେମା ହଲ । କେନ୍ଦ୍ର ସରକାର ଅନଲକ-୫ରେ ଆଜିଠାରୁ ସିନେମା ହଲ ଖୋଲିବା ପାଇଁ ଅନୁମତି ଦେଇଥିଲେ । କୋଭିଡ୍ କଟକଣା ଭିତରେ ଆଜିଠୁ ଖୋଲୁଛି । ସିନେମା ହଲ ବନ୍ଦ ରହିବା ଯୋଗୁଁ ଏଣ୍ଟରଣ୍ଟେନମେଣ୍ଟ ଇଣ୍ଡଷ୍ଟ୍ରିର ବ୍ୟାପକ କ୍ଷତି ହୋଇଛି । ସିନେମା…