Latest Odisha News

BREAKING NEWS

Browsing Tag

commissionerate police

ଟ୍ୱିନ୍ ସିଟିରେ ଗଣେଶ ପୂଜା ମନା

ଭୁବନେଶ୍ୱର: ଲାଗିଲା କଟକଣା । ଚଳିତ ବର୍ଷ ଟ୍ୱିନ୍ ସିଟିରେ ହେବନି ଗଶେଷ ପୂଜା । ମହାମାରୀ କରୋନା ଯୋଗୁଁ ଏଥର ଟ୍ୱିନ୍ ସିଟ୍‌ରେ ମଣ୍ଡପରେ ପୂଜା ହୋଇପାରିବ ନାହିଁ । ସାର୍ବଜନୀନ ସ୍ଥାନରେ ଧାର୍ମିକ ଉତ୍ସବ ସମୟରେ ଶହ ଶହ ଲୋକ ଏକାଠି ହେବାର ସଂଭାବନା ରହିଛି । ତେଣୁ ସଂକ୍ରମଣ ଏଡାଇବାକୁ ଏଥର…

ରାଜଧାନୀରୁ ଗିରଫ ଲୁଟେରା ଗ୍ୟାଙ୍ଗର ଟାର୍ଗେଟରେ ଥିଲା ମେସ୍

ଭୁବନେଶ୍ୱର: ରାଜଧାନୀରୁ ଗିରଫ ୮ ଜଣିଆ ଲୁଟେରା ଗ୍ୟାଙ୍ଗ ସମ୍ପର୍କରେ ସୂଚନା ଦେଇଛି କମିଶନରେଟ୍ ପୋଲିସ । ଏମାନେ ଖାରବେଳ ନଗର, ସହିଦ ନଗର, ନୟାପଲ୍ଲୀ, ଖଣ୍ଡଗିରି ଥାନାର ବିଭିନ୍ନ ଅଂଚଳରୁ ମୋଟରସାଇକେଲ, ମୋବାଇଲ ଓ ଲ୍ୟାପଟପ୍ ଚୋରିର ଅଭିଯୋଗ ରହିଛି । ଗିରଫଙ୍କ ମଧ୍ୟରେ ୪ ଜଣ ଅଭିଯୁକ୍ତ ଥିବା…

କମିଶନରେଟ ପୋଲିସ ହାତରେ ୮ ଜଣିଆ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: ରାଜଧାନୀରେ ବିଭିନ୍ନ ସ୍ଥାନରେ ଲୁଟପାଟ ଚଳାଇଥିଲେ । କେଉଁଠୁ ବାଇକ୍ ଚୋରି କରୁଥିଲେ ତ ରାସ୍ତାରେ ଯିବା ବେଳେ ସୁନା ଅଳଙ୍କାର ଓ ମୋବାଇଲ୍ ଛିନତାଇ କରୁଥିଲେ । ଏଭଳି ଏକ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ । ଏକ ୮ ଜଣିଆ ଲୁଟେରାଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଜବତ…

କୋଭିଡ ନିୟମ ଭାଙ୍ଗୁଛନ୍ତି କି ? ସାବଧାନ.. ପୋଲିସ ନେଇପାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଘରୁ ବାହାରିଲେ ମାସ୍କ ପିନ୍ଧୁନାହାନ୍ତି କି ? ହାଟ ହବଜାରକୁ ଗଲା ବେଳେ ସାମାଜିକ ଦୂରତ୍ୱ ନିୟମ ମାନୁଛନ୍ତି ତ ? ନ ହେଲେ କମିଶନରେଟ୍ ପୋଲିସ ନେଇ ପାରେ କାର୍ଯ୍ୟାନୁଷ୍ଠାନ । କମିଶନରେଟ୍ ପୋଲିସ ପକ୍ଷରୁ ଶନିବାର ଏକ ହ୍ୱାଟସ୍ ଅପ୍ ନମ୍ବର ଜାରି କରାଯାଇଛି । ଏହି…

ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

କଟକ: କଟକ ବୟାଳିଶ ମୌଜା ଝିକିଂ ଅଞ୍ଚଳରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଦୁହେଁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତଦେହ ନିକଟରୁ ହତାଲେଖା ସୁଇସାଇଡ ନୋଟ୍ ପୋଲିସ ଜବତ କରିଛି । ସୁଇସାଇଟ ନୋଟ୍‌ରେ ‘ଆମ ମରିବା ପାଇଁ କେହି ଦାୟୀ ନୁହନ୍ତି । ଆମେ ଭଗବାନ ଅନୁକୂଳ…

ଲୁଟେରା ଗ୍ୟାଙ୍ଗର ୩ ଅଭିଯୁକ୍ତ ଗିରଫ, ୮ ସୁନା ଚେନ୍ ଜବତ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଲିସ ଲୁଟେରା ଗ୍ୟାଙ୍ଗର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଲିସ ଏମାନଙ୍କର ଠାରୁ ୮ଟି ସୁନା ଚେନ ଜବତ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି, କ୍ୟାପିଟାଲ ଥାନା କାଳିମନ୍ଦିର ସଡ଼କ ବସ୍ତିରେ ରହୁଥିବା ସୁଦର୍ଶନ ନାଏକ, ଜାଗୃତି ଅଫିସ୍‌ କଡ଼ କଳ୍ପନା ଫ୍ଲାଟ୍‌ରେ…

କମିଶନରେଟ୍ ପୋଲିସର ଦୁଇ କନଷ୍ଟେବଳ କରୋନା ପଜିଟିଭ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଥିବା ବେଳେ ଆଜି କମିଶନରେଟ୍ ପୋଲିସର ଦୁଇ ଜଣ କନଷ୍ଟେବଳ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଦୁଇ ଜଣ ରିଜର୍ଭ ଲାଇନ୍‌ର କନଷ୍ଟେବଳ । ଉଭୟ ଛୁଟିରୁ ଫେରି ସଙ୍ଗରୋଧରେ ଥିଲେ । ପରେ ଉଭୟଙ୍କ…

୧୪ ଦିନିଆ ଲକ୍‌ଡାଉନରେ ଅଧିକ କଠୋର ହେବ କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ରୋଗୀଙ୍କ ସଂଖ୍ୟା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ ରାଜ୍ୟର ଚାରିଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଲକ୍‌ଡାଉନ ଘୋଷଣା ହୋଇଛି । ତେବେ ଚଳିତ ଥର ଟ୍ୱିନ ସିଟିରେ ଲକ୍ ଡାଉନ କଡାକଡି ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ…

ମାନିଲେନି ନିୟମ: ବନ୍ଦ ହେଲା ଜିମ୍‌, ଶ୍ରୀଲେଦର, ପଣ୍ଡା, ମାକ୍ସ ଦେଲେ ଫାଇନ୍‌

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ସରକାରଙ୍କ ନୂଆ ଗାଇଡଲାଇନ୍ । ଆଉ ପ୍ରଥମ ଦିନରେ ହିଁ କଡାକଡି ହୋଇଛି ଯାଂଚ୍ । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ଅଲଟାଇମ୍ ଫିଟନେଓ ଜିମକୁ ସିଲ କରିଛି ବିଏମସି । ଖଣ୍ଡଗିରି ଆଇଟିଇଆର କଲେଜ ନିକଟରେ ଥିବା ଏହି ଜିମ୍ ନିୟମ ନମାନି ଖୋଲା…

ଭୁବନେଶ୍ୱର ଶ୍ରୀବିହାର ଅଞ୍ଚଳର ଆପାର୍ଟମେଂଟ ସିଲ୍‌

ଭୁବନେଶ୍ୱର: ଚିହ୍ନଟ ହୋଇନାହାନ୍ତି ଆକ୍ରାନ୍ତ । ତଥାପି ସିଲ୍ ହେଲା ଆପାର୍ଟମେଂଟ । ଭୁବନେଶ୍ୱର ଶ୍ରୀବିହାର ଅଂଚଳର ଏକ ନିର୍ମାଣଧିନ ଆପାର୍ଟମେଂଟକୁ ପ୍ରଶାସନ ସିଲ୍ କରିଛି । ନିର୍ମାଣଧୀନ ଆପାର୍ଟମେଂଟକୁ ସିଲ କରିବା ସହ ତାରି ଭିତରେ ଶ୍ରମିକ ମାନଙ୍କୁ ୧୪ ଦିନ କ୍ୱାରେନଟିନରେ ରହିବାକୁ…