Latest Odisha News

BREAKING NEWS

Browsing Tag

Congress MP

ସଂସଦରେ ଖଡ଼ଗେଙ୍କ ଭାଷଣ ଶୁଣି ହସି ପକାଇଲେ ମୋଦି, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ସଂସଦରେ ଭାଷଣ ଦେଉଥିବା ବେଳେ କିଛି ଏମିତି କଥା କହିଥିଲେ, ଯାହା ଶୁଣିବା ପରେ ବିଜେପି ନେତାମାନେ ଖୁସି ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ହସିବାକୁ ଲାଗିଥିଲେ। ଯାହାର ଭିଡ଼ିଓ ବିଜେପି ନେତାମାନେ ସେୟାର କରୁଛନ୍ତି ଏବଂ…

ରାହୁଲ ସୁରକ୍ଷା ପ୍ରୋଟକଲ ଭାଙ୍ଗୁଛନ୍ତି-ସିଆରପିଏଫ ଅଭିଯୋଗକୁ ଦୋହରାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ସିଆରପିଏଫ ପରେ ଦିଲ୍ଲୀ ପୋଲିସ ଆଣିଲା ସମାନ ଅଭିଯୋଗ । ସାଂସଦ ରାହୁଲ ଗାନ୍ଧି ନିଜେ ସୁରକ୍ଷା ପ୍ରୋଟକଲ ଭାଙ୍ଗୁଛନ୍ତି    । ଦିଲ୍ଲୀରେ ତାଙ୍କର ସୁରକ୍ଷା ବ୍ୟବସ୍ଥା ସବୁ ଠିକାଠାକ ଥିଲା ବୋଲି କହିଛି ଦିଲ୍ଲୀ ପୋଲିସ । ରାହୁଲ ଗାନ୍ଧିଙ୍କ ସୁରକ୍ଷା ପୋର୍ଟକଲ ସମ୍ପର୍କିତ…

କଂଗ୍ରେସ ସାଂସଦ ରାଜୀବ ସତାଭଙ୍କର ପରଲୋକ

ନୂଆଦିଲ୍ଲୀ: କରୋନାରେ କଂଗ୍ରେସ ରାଜ୍ୟସଭା ସାଂସଦ ରାଜୀବ ସତାଭଙ୍କର ରବିବାର ଦେହାନ୍ତ ହୋଇଛି। ରାଜୀବ ୨୨ ଏପ୍ରିଲରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ସେ ଅତି ନିକଟତର ଥିଲେ। କଂଗ୍ରେସର ବରିଷ୍ଠ ନେତା…

କରୋନାରେ ମୃତ୍ୟୁବରଣ କଲେ କଂଗ୍ରେସ ସାଂସଦ ଏଚ୍‌. ବସନ୍ତ କୁମାର

ଚେନ୍ନାଇ: କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କଂଗ୍ରେସ ସାଂସଦ ଏଚ୍‌. ବସନ୍ତ କୁମାରଙ୍କର ଆଜି ଆପୋଲୋ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବସନ୍ତଙ୍କୁ ଗତ ୧୦ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…