Latest Odisha News

BREAKING NEWS

କଂଗ୍ରେସ ସାଂସଦ ରାଜୀବ ସତାଭଙ୍କର ପରଲୋକ

ନୂଆଦିଲ୍ଲୀ: କରୋନାରେ କଂଗ୍ରେସ ରାଜ୍ୟସଭା ସାଂସଦ ରାଜୀବ ସତାଭଙ୍କର ରବିବାର ଦେହାନ୍ତ ହୋଇଛି। ରାଜୀବ ୨୨ ଏପ୍ରିଲରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିଲା।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ସେ ଅତି ନିକଟତର ଥିଲେ।

କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜୱାଲା ରାଜୀବ ସତାଭଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ଟ୍ୱିଟ କରି କହିଛନ୍ତି ଯେ ଆଜି ମୁଁ ଜଣେ ବନ୍ଧୁଙ୍କୁ ହରାଇଲି ଯିଏ ଯୁବ କଂଗ୍ରେସରେ ମୋ ସହ ସାଧାରଣ ଜୀବନର ପ୍ରଥମ ପଦକ୍ଷେପ ନେଇଥିଲା।

Leave A Reply

Your email address will not be published.