Latest Odisha News
Browsing Tag

congress

କେଉଁଠି ବନ୍ଧୁ ତ କେଉଁଠି ଶତ୍ରୁ, ଛତିଶଗଡ଼ରେ ହାତ ଭାଙ୍ଗିଦେଵ ଝାଡୁ!

ଭୁବନେଶ୍ୱର: ଗୋଟିଏ ପଟେ ମିଳନର କଥା ଅନ୍ୟପଟେ ଲଢ଼େଇର ଯୋଜନା। ନିର୍ବାଚନ ପାଖେଇ ଆସୁଥିବାରୁ ବିରୋଧୀ ଇଣ୍ଡିଆ ମଧ୍ୟରେ ଏମିତି କିଛି ଲଢେଇ ମଧ୍ୟ ଦେଖିବାକୁ ମିଳୁଛି। ମୋଦିଙ୍କ ନେତୃତ୍ୱରେ ଶାସନରେ ଥିବା ଏନଡିଏକୁ ହଟାଇବା ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆର ବିରୋଧୀ ଏକାଠି ହୋଇଛନ୍ତି। ସେପଟେ…

‘ଦିଲ୍ଲୀ ବିଲ’, ହାରିକି ବି ଜିତିଲେ ବିରୋଧୀ!

ଭୁବନେଶ୍ୱର: ଦିଲ୍ଲୀ ସର୍ଭିସ ବିଲ ପ୍ରସଙ୍ଗରେ ବିରୋଧୀ ବିଫଳ ହୋଇଥିଲେ ମଧ୍ୟ ଏହାକୁ ନେଇ ରାଜନୀତି ଆହୁରି ତୀଵ୍ର ହେବାରେ ଲାଗିଛି। ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲକୁ ରୋକିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ ମଧ୍ୟ ସଫଳ ହୋଇପାରିନାହାନ୍ତି। ବିଲ ସପକ୍ଷରେ ୧୩୧ ଖଣ୍ଡ ଭୋଟ…

ସୋମବାର ସଂସଦକୁ ଫେରିବେ କି ରାହୁଲ ଗାନ୍ଧୀ ?

ନୂଆଦିଲ୍ଲୀ: ସରି ସରି ଆସୁଛି ସଂସଦର ମୌସୁମୀ ଅଧିବେଶନ । ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୧ରେ ସରିବ । ଚଳିତ ଅଧିବେଶନର ଶେଷ ସପ୍ତାହ ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଏଥିସହ ୱାୟନାଡ଼ ସାଂସଦ ଭାବେ ପଦ ହରାଇଥିବା ରାହୁଲ ଗାନ୍ଧୀ ଆସନ୍ତାକାଲି ସଂସଦକୁ ଫେରିବା…

ରୁଟ୍ ବଦଳାଉଛନ୍ତି ରାହୁଲ, ଚୁପ୍ ରହିବେ, ଖେଳ କରିବେ

ଭୁବନେଶ୍ୱର: ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପରେ ଏବେ ତାଙ୍କ ସଦସ୍ୟତା ଫେରିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ସହ କଂଗ୍ରେସ ପକ୍ଷରୁ ଲୋକସଭା ବାଚସ୍ପତିଙ୍କୁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଫେରାଇବା ପାଇଁ ଅନୁରୋଧ କରାଯାଇଛି।…

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ‘ସତ୍ୟର ବିଜୟ’ ବୋଲି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୋଦି ସରନେମ୍ ମାମଲାରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ଦେବା ସହ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ଏଥିସହ ରଦ୍ଦ ହୋଇଥିବା ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ମିଳିଛି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଥମ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀ…

କର୍ଣ୍ଣାଟକ ହେବ କିଙ୍ଗମେକର!

ଭୁବନେଶ୍ୱର: କର୍ଣ୍ଣାଟକରେ ବିଧାନସଭା ରଣନୀତିରେ ସଫଳ ହୋଇ ସରକାର ଗଢିବା ପରେ ଏବେ ଲୋକସଭା ପାଇଁ ଦଳ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ଯାଉଛି। ରାତି ପାହିଲେ ଅର୍ଥାତ ଅଗଷ୍ଟ ଦୁଇ ତାରିଖରେ କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ମନ୍ତ୍ରୀମାନେ ଦିଲ୍ଲୀରେ ଦଳର ଜାତୀୟ ନେତୃତ୍ବକୁ ଭେଟିବେ।…

ମଣ୍ଡିରେ ଦର ବୁଝିଲେ ରାହୁଲ, କ୍ଷମତାକୁ ଆସିଲେ ଦାମ କମାଇବେ!

ଭୁବନେଶ୍ୱର: ଦେଶର ବର୍ତ୍ତମାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ବଡ଼ ରାଜନୈତିକ ଗୋଟିଚାଳନା କରିଛନ୍ତି। ଭୋର ୪ ଟା ରେ ରାହୁଲ ଆଜାଦପୁର ମଣ୍ଡି ପହଂଚିବା ସହ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ମଣ୍ଡିରେ ସେ ସବୁଜ ପନିପରିବା ବିକ୍ରେତାଙ୍କ ସହ ପରିବା…

ବରିଷ୍ଠ କଂଗ୍ରେସ ନେତାଙ୍କୁ ଭେଟିଲେ ଦଳରୁ ନିଲମ୍ବିତ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଦଳର ବରିଷ୍ଠ ନେତାଙ୍କୁ ଭେଟିଛନ୍ତି । ସୋମବାର ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଓ ଶରତ ରାଉତଙ୍କୁ ଭେଟି ଆଲୋଚନା କରିଛନ୍ତି ଚିରଞ୍ଜୀବ ବିଶ୍ୱାଳ । ମିଳିଥିବା ସୂଚନା…

‘ଇଣ୍ଡିଆ’କୁ ନେଇ ଛାନିଆଁ, ଦେଶର ନାଁ ବଦଳାଇବ ବିଜେପି !

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆକୁ ନେଇ ବିଜେପି ଲଗାତର ବିରୋଧୀଙ୍କ ଉପରେ ଆକ୍ରମଣ ଜାରି ରଖିଛି। ଏଭଳି ସ୍ଥିତିରେ ବିଜେପିର ସାଂସଦ ନରେଶ ବଂଶଲ ଭାରତୀୟ ସମ୍ବିଧାନରୁ ଭାରତର ନାଁ ହଟାଇ ଦେବାକୁ କହିଛନ୍ତି। ଇଣ୍ଡିଆ ନାଁ ଉପନିବେଶବାଦ ଗୋଲାମୀର ପ୍ରତୀକ ହୋଇଥିବାରୁ ଏହାକୁ ସମ୍ବିଧାନରୁ…

କଂଗ୍ରେସ ପାଇଁ କଣ୍ଟା ଦଳୀୟ ବିଧାୟକ, ଦେଲେ ଇସ୍ତଫା ଧମକ !

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ବିଧାୟକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମନ୍ତ୍ରୀ ମାନେ ବିଧାୟକଙ୍କ କଥା ଶୁଣୁ ନ ଥିବାରୁ ବିଧାୟକ ମାନେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଯେଉଁଥିପାଇଁ କଂଗ୍ରେସ ବିଧାୟକ ଦଳ ବୈଠକ କରାଯିବା ସହ କୌଣସି ସମସ୍ୟା ନ ଥିବା ମୁଖ୍ୟମନ୍ତ୍ରୀ…