‘ରାମ ନାମ’ ଛଡାଇ ନେଲା କଂଗ୍ରେସ, ବିଜେପି ଜପୁଛି ‘କୃଷ୍ଣ ନାମ’!
ଭୁବନେଶ୍ୱର: ମଧ୍ୟପ୍ରଦେଶରେ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି କଂଗ୍ରେସ ମଧ୍ୟରେ ରାଜନୀତି ସେତିକି ଜମୁଛି। ରାଜ୍ୟରେ କଂଗ୍ରେସ ରାମ ଓ ହନୁମାନଙ୍କ ପ୍ରସଙ୍ଗକୁ ନେଇ ଜୋରଦାର ପ୍ରଚାର ପ୍ରସାର ଚଳାଇଛି।
ରାଜ୍ୟରେ ରାମ ବନପଥ ଗମନ ପାଇଁ କମଲନାଥ ସରକାର କିଭଳି କାମ କରିଥିଲେ ଓ ଆଗକୁ ଏ…