Latest Odisha News

BREAKING NEWS

Browsing Tag

congress

‘କର୍ଣ୍ଣାଟକ ନିର୍ବାଚନ’ ବିଜେପିକୁ ଖେଳାଉଛି କଂଗ୍ରେସ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଖେଳିଛି କ୍ଷୀର, ଭାଷା ଓ ନିଯୁକ୍ତି କାର୍ଡ। ନିଯୁକ୍ତି ଓ ଭାଷା ପ୍ରସଙ୍ଗକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରକୁ ଘେରିଛି କର୍ଣ୍ଣାଟକ କଂଗ୍ରେସ। ଏଥିସହିତ କ୍ଷୀର ପ୍ରସଙ୍ଗକୁ ନେଇ ମଧ୍ୟ ବିଜେପିକୁ ଟାର୍ଗେଟ କରାଯାଇଛି। ବିଭିନ୍ନ…

‘ରାଜ୍ୟ ବିଜେପି’ ସତରେ ଲଢ଼ିବ ନା ଖାଲି ଲଢେଇ କଥା କହିବ?

ଭୁବନେଶ୍ୱର: ଓଡିଶାକୁ ନେଇ ବିଜେପିର ସ୍ୱତନ୍ତ୍ର ପ୍ଲାନ କଣ ? ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ଦାୟିତ୍ୱ ନେଇ ମନମୋହନ ସାମଲ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟି ଓଡିଶା ଫେରିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ୫୧ ପ୍ରତିଶତରୁ ଅଧିକ ଭୋଟ ପାଇଁ…

ବିଜେପି ଉପରେ ସତ୍ୟପାଲଙ୍କ ରାଗ କାହିଁକି?

ଭୁବନେଶ୍ୱର: କାହିଁକି ବିଜେପି ଉପରେ ଖପ୍ପା ପୂର୍ବତନ ବିଜେପି ନେତା ସତ୍ୟପାଲ ମଲ୍ଲିକ। ଉତ୍ତରପ୍ରଦେଶ ବିଧାନସଭାର ପୂର୍ବତନ ବିଧାୟକ, ସାଂସଦ ତଥା ବିଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ ବହୁ ବର୍ଷ କାର୍ଯ୍ୟ କରିଥିବା ସତ୍ୟପାଲ କାହିଁକି ଲଗାତର ଭାବେ ବିଜେପିକୁ ଟାର୍ଗେଟ କରୁଛନ୍ତି ତାକୁ ନେଇ…

ମୋଦିଙ୍କ ସମର୍ଥନରେ ଶରଦ !

ଭୁବନେଶ୍ୱର: ଦେଶର ଜଣେ ପ୍ରମୁଖ ରାଜନୈତିକ ଚେହେରା ହେଉଛନ୍ତି ଶରଦ ପାୱାର। ତାଙ୍କ ନେତୃତ୍ୱରେ ଚାଲୁଥିବା ଦଳ ଏନସିପିର ଉପସ୍ଥିତି ବିଭିନ୍ନ ରାଜ୍ୟରେ ରହିଛି। ଭାରତୀୟ ରାଜନୀତିର ଏହି ଅନୁଭବୀ ନେତାଙ୍କ ଯୋଗୁ ବିଜେପି ବିରୋଧୀ ମଞ୍ଚ ବେଶ ଶକ୍ତିଶାଳୀ ହେଉଥିବା ଦେଖାଯାଉଥିଲା। ଏପରିକି…

‘କର୍ଣ୍ଣାଟକ ନିର୍ବାଚନ’ ଖେଳୁଛି କଂଗ୍ରେସ, ଭାବୁଛି ବିଜେପି !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପାଇଁ ଦିନ ଯେତିକି ପାଖେଇ ଆସୁଛି କଂଗ୍ରେସ ବିଜେପି ଲଢେଇ ସେତିକି ତୀବ୍ର ହେଉଛି। ତିନି ଦିନ ପରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ହେବ। ଗୋଟିଏ ପଟେ କଂଗ୍ରେସ ୨୨୪ ଆସନ ମଧ୍ୟରୁ ୧୬୬ ସିଟ ପାଇଁ…

ରାହୁଲଙ୍କୁ ଆହୁରି ଲୋକପ୍ରିୟ କରିଚାଲିଛି ବିଜେପି !

ଭୁବନେଶ୍ୱର: ରାହୁଲଙ୍କୁ ଲଗାତର ଟାର୍ଗେଟ। ରାଜନୈତିକ ନେତାମାନେ ପରସ୍ପର ବିରୋଧରେ ଟିପ୍ପଣୀ ଦେବା କିମ୍ବା ବିବାଦୀୟ ଟିପ୍ପଣୀ ଦେବା ମଧ୍ୟ କିଛି ନୂଆ ନୁହେଁ। ନିର୍ବାଚନ ଆସିଲେ ଏହି ଟିପ୍ପଣୀ ବହୁଳ ଭାବେ ଦେଖାଯାଏ। କିନ୍ତୁ ବିବାଦୀୟ ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧୀ ସର୍ବାଧିକ ଟାର୍ଗେଟର…

ରାହୁଲଙ୍କ ଉପରେ ବର୍ଷିଲେ ରବିଶଙ୍କର, ପଚାରିଲେ ଆପଣଙ୍କ ପ୍ରକୃତ ଏଜେଣ୍ଡା କଣ ?

ବିହାରର ପାଟଣାରୁ ସୋମବାର ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ । ରବିଶଙ୍କର ପଚାରିଛନ୍ତି, ରାହୁଲ ଗାନ୍ଧି କଣ ବୋଫର୍ସ ଦୁର୍ନୀତି ବିରୋଧରେ କିଛି କେବେ କହିଛନ୍ତି, ନା ନ୍ୟାସନାଲ ହେରାଲଡ୍ କେସ ଉପରେ, ଯେଉଁଥିରେ ସେ…

ହଟିଲେ ଶିବକୁମାର ! ବିଏନ୍ ଚନ୍ଦ୍ରପ୍ପାଙ୍କୁ କର୍ଣ୍ଣାଟକ ପିସିସିର କାର୍ଯ୍ୟକାରୀ ସଭାପତି କଲା ଏଆଇସିସି

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ପ୍ରାୟ ଏକ ମାସ ପୂର୍ବରୁ କଂଗ୍ରେସ ଡି.କେ ଶିବକୁମାରଙ୍କଠାରୁ ହଠାତ୍ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଦ ଛଡ଼ାଇ ନେଇଛି । ଠିକ୍ ନିର୍ବାଚନ ପୂର୍ବରୁ ବିଏନ୍ ଚନ୍ଦ୍ରପ୍ପାଙ୍କୁ ତତ୍କାଳ ପ୍ରଭାବରେ ରବିବାର ପ୍ରଦେଶ କଂଗ୍ରେସ କଂମିଟି…

କର୍ଣ୍ଣାଟକରେ ବାଟ ପାଉନି ବିଜେପି !

ଭୁବନେଶ୍ୱର: କର୍ଣାଟକରେ ବିଜେପିକୁ ପରାଜୟର ସ୍ବାଦ ଚାଖିବାକୁ ପଡିବ କି ? ରାହୁଲଙ୍କ ଯାଦୁ କର୍ଣାଟକରେ କାର୍ଯ୍ୟ କରିବ କି ?ଏମିତି କିଛି କଳ୍ପନାଜଳ୍ନନା ନିର୍ବାଚନର ବହୁ ପୂର୍ବରୁ ପ୍ରକାଶ ପାଇଲାଣି । କର୍ଣାଟକ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଉପରେ କାର୍ୟ୍ଯାନୁଷ୍ଠାନ ଏବଂ ତାଙ୍କ ସଦସ୍ୟ…

ରାହୁଲ ଇଫେକ୍ଟ, ବାଉଳି ହେଉଛି ବିଜେପି !

ଭୁବନେଶ୍ୱର: ଦେଶର ଗଣତନ୍ତ୍ର ବିପଦରେ । ଦେଶ ଏବଂ ବିଦେଶରେ ରାହୁଲ ଗାନ୍ଧୀଙ୍କ ଏଭଳି ମନ୍ତବ୍ୟ ପରେ ବିଜେପି ବାଉଳି ହେଉଥିବା କୁହାଯାଉଛି । ବିଜେପିର ବରିଷ୍ଠ କେନ୍ଦ୍ରୀୟ ନେତାମାନେ ଏହାକୁ ନେଇ ବିଭିନ୍ନ ଯାଗାରେ ସ୍ପଷ୍ଟୀକରଣ ଦେବାରେ ଲାଗି ପଡିଛନ୍ତି । ଗଣତନ୍ତ୍ର ବିପଦରେ, ମୋଦି ଆଦାନୀ…