Latest Odisha News

BREAKING NEWS

Browsing Tag

congress

ବିରୋଧୀ ଦଳକୁ ଦେଶ କେବେ କ୍ଷମା ଦେବ ନାହିଁ : ଅମିତ ଶାହା

ଉତ୍ତର ପ୍ରଦେଶ : ବିରୋଧୀ ଦଳ ଓ ଖାସ କରି କଂଗ୍ରେସ ଉପରେ ଶୁକ୍ରବାର ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଉତ୍ତର ପ୍ରଦେଶର କୌଶାମ୍ବୀ ପର୍ବର ଉଦଘାଟନ ପରେ ଏକ ଜନସଭାକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ନେଇ ସଂସଦ କାର୍ଯ୍ୟରେ…

କେବଳ କଥା କହି କଣ ବିଜେଡିଠୁ ଜିତିବେ?

ଭୁବନେଶ୍ୱର: ପ୍ରାୟ ସବୁ ନିର୍ବାଚନ ଜିତୁଛନ୍ତି। ସଦ୍ୟ ସମାପ୍ତ ଅତାବିରା ହିନ୍ଦୋଳ ଏନଏସି ନିର୍ବାଚନରେ ଏକ ପାଖିଆ ବିଜୟ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା। ଆଗୁଆ ପର୍ଯ୍ୟବେକ୍ଷକ ଘୋଷଣା। ଆଉ ଏବେ ବ୍ଲକୱାରୀ ନେତାଙ୍କୁ ଦାୟିତ୍ୱ ବଣ୍ଟନ। ତାହା ପୁଣି ବରିଷ୍ଠ…

ବିଜେପିର ଦରକାର କଂଗ୍ରେସ ନେତା !

ଭୁବନେଶ୍ୱର: ବିଭିନ୍ନ ରାଜ୍ୟରେ କଂଗ୍ରେସର ପ୍ରମୁଖ ଚେହେରା ଏବେ ବିଜେପି ମୁହାଁ। ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏଭଳି ଚିତ୍ର ଏବେ ଦେଖିବାକୁ ମିଳୁଛି। ନିର୍ବାଚନ ପାଖେଇ ଆସିଲେ ଦଳ ବଦଳ କିଛି ନୂଆ କଥା ନୁହେଁ। କିନ୍ତୁ ଏବେ ଦେଶର ବିଭିନ୍ନ ରାଜ୍ୟରେ କଂଗ୍ରେସର କିଛି ପ୍ରମୁଖ…

ଝାରସୁଗୁଡ଼ା ପାଇଁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଯୋଗ ଦେଇଛନ୍ତି। ଏପ୍ରିଲ ୧୩ ତାରିଖରେ ଗେଜେଟ୍‌ ନୋଟିଫିକେସନ୍‌ ପ୍ରକାଶ ପାଇବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ…

ଜୟଙ୍କ ପାଇଁ ଟାର୍ଗେଟରେ ସମ୍ବଲପୁର

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ଶାସକ ବିଜେଡିର ନଜର ସମ୍ବଲପୁର ବିଧାନସଭା କ୍ଷେତ୍ର ଉପରେ। ରାଜ୍ୟର ଅନ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ଶାସକ ବିଜେଡିର ଯେତିକି ଚିନ୍ତା ନାହିଁ ତାଠୁ କାହିଁ କେତେ ଗୁଣରେ ଅଧିକ ଚିନ୍ତା ସମ୍ବଲପୁର ପାଇଁ ବୋଲି ଚର୍ଚ୍ଚା ହେଉଛି। ବିଜେଡି ପାଇଁ ଏବେ ସବୁଠୁ…

ଅଦାନୀ ଷ୍ଟକ୍‌ ମାମଲାର ଜେପିସି ତଦନ୍ତ ପାଇଁ ବିରୋଧୀ ସାଂସଦଙ୍କ ‘ତ୍ରିରଙ୍ଗା ଶୋଭାଯାତ୍ରା’

ନୂଆଦିଲ୍ଲୀ : ବିଭିନ୍ନ ବିରୋଧୀ ଦଳର ସାଂସଦମାନେ ଗୁରୁବାର ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ ‘ତ୍ରିରଙ୍ଗା ଶୋଭାଯାତ୍ରା’ କରଛନ୍ତି। ଆଉ ଏହି ‘ତ୍ରିରଙ୍ଗା ଶୋଭାଯାତ୍ରା’ ଅଦାନୀ ଷ୍ଟକ୍‌ ମାମଲାର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ପାଇଁ କରାଯାଇଥିଲା । ବିରୋଧୀ ଦଳଗୁଡ଼ିକ ପ୍ରଥମେ ପ୍ରତିବାଦ…

ଏଥର ସଫଳ ହେବ ବିରୋଧୀ ମେଳି !

ଭୁବନେଶ୍ୱର: ବିଜେପିକୁ ଶାସନରୁ ହଟାଇବା ପାଇଁ ଏକାଠି ହେଉଛନ୍ତି ବିରୋଧୀ। ଧୀରେ ଧୀରେ ଏହା ବ୍ୟାପକ ହେଉଛି। କିନ୍ତୁ ନେତୃତ୍ୱକୁ ନେଇ ସ୍ପଷ୍ଟତା ଆସୁ ନାହିଁ। କାହା ନେତୃତ୍ୱରେ ବିରୋଧି ଏକାଠି ହେବେ ତାକୁ ନେଇ ଦ୍ବନ୍ଦ୍ୱ ଏବେ ବି ରହିଛି। ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ତାଙ୍କ…

ରାହୁଲଙ୍କ ବିରୋଧରେ ଲଢ଼ିବେ କନ୍ନଡ଼ ଅଭିନେତା !

ଭୁବନେଶ୍ୱର: କର୍ଣ୍ଣାଟକରେ ରାହୁଲଙ୍କୁ କାଉଣ୍ଟର କରିବେ କନ୍ନଡ଼ ଅଭିନେତା କିଚା ସୁଦୀପ। ରାହୁଲଙ୍କ ଲୋକପ୍ରିୟତାକୁ ପ୍ରତିହତ କରିବା ପାଇଁ ବିଜେପି ଏଭଳି ଯୋଜନା କରୁଥିବା ଆଲୋଚନା ହେଉଛି। କର୍ଣ୍ଣାଟକ ନିର୍ବାଚନ ଏବେ ବିଜେପି ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ହୋଇଥିବା କୁହାଯାଉଛି। ବିଭିନ୍ନ…

ବିଜେପିରେ ସାମିଲ୍ ହେଲେ ବରିଷ୍ଠ କଂଗ୍ରେସ ନେତା ଏକେ ଆଣ୍ଟୋନିଙ୍କ ପୁଅ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ୍ ଆଣ୍ଟୋନି ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । କେରଳର କଂଗ୍ରେସ ନେତା ଅନିଲ୍ ଆଣ୍ଟୋନି ଗତ ଜାନୁଆରୀ ମାସରେ ହାତ ଛାଡ଼ି ଦେଇଥିବା ବେଳେ ବିଜେପି ପ୍ରତିଷ୍ଠା ଦିବସରେ ପଦ୍ମ ଧରିଛନ୍ତି । ୨୦୦୨…

ଝାରସୁଗୁଡ଼ା ଉପ-ନିର୍ବାଚନ, ଓପିସିସିକୁ ୩ଜଣଙ୍କ ନାଁ ସୁପାରିସ, ଖୁବଶୀଘ୍ର କଂଗ୍ରେସର ପ୍ରାର୍ଥୀ ଘୋଷଣା

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ଖୁବଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଆଶାୟୀ ୬ଜଣ ପ୍ରାର୍ଥୀଙ୍କ ଭିତରୁ ବିଜୟୀ ସମ୍ଭାବନା ଥିବା ୩ଜଣଙ୍କ ନାଁ ପ୍ରଦେଶ କଂଗ୍ରେସ କମିଟିକୁ ସୁପାରିସ କରାଯାଇଛି ଓ ଏଆଇସିସି…