ଇସ୍ତଫା ଦେଲେ ମାଲକାନଗିରି ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି
ମାଲକାନଗିରି: ଆଗକୁ ଆସୁଛି ପଂଚାୟତ ନିର୍ବାଚନ । ତା ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଦେଖାଦେଇଛି ରାଜନୈତିକ ଅସନ୍ତୁଷ୍ଟତା । ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଲେ ମାଲକାନଗିରି କାର୍ଯ୍ୟକାରିଣୀ ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ ।
ମିଳିଥିବା ସୂଚନା ଅନୁଯାୟୀ ରାମ ପ୍ରସାଦ ପଟ୍ଟନାୟକ ଆଜି…