Latest Odisha News

BREAKING NEWS

Browsing Tag

congress

ଦଳ ଛାଡିଲେ ଓଡିଶା କଂଗ୍ରେସ ମୁଖପାତ୍ର

ଭୁବନେଶ୍ୱର : ଓଡିଶାରେ ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନର୍ବାଚନ ଜାରି ରହିଥିବାବେଳେ କଂଗ୍ରେସ ପ୍ରବକ୍ତା ସୋନାଲି ସାହୁ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି…

୨ଟି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସ ୨ଟି ବିଧାନସଭା ଆସନରୁ ପ୍ରାର୍ଥୀ ବଦଳାଇଥିବା ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ମଙ୍ଗଳବାର ଦିନ ଘୋଷଣା କରିଛି । କଂଗ୍ରେସ ମୁଖପାତ୍ର ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ନିମାପଡା ବିଧାନସଭା ଆସନରୁ ସତ୍ୟବ୍ରତ…

ନିରଞ୍ଜନ ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ଲଢିବେ ନିର୍ବାଚନ

ଭୁବନେଶ୍ୱର : ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର ଦିନ ଓଡିଶାର ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପ୍ରାର୍ଥୀ ତାଲିକାରେ ଘସିପୁରା ବ୍ୟତିତ ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନୀମଣ୍ଡଳୀରୁ ନିର୍ବାଚନ ଲଢିବା…

କଂଗ୍ରେସରେ ମିଶିଲେ ଶତୃଘ୍ନ ସିଂହ୍ନା, ପାଟଣା ସାହିବରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ : ଅଭିନୟରୁ ରାଜନୀତି ଦୁନିଆରେ ପାଦଥାପିଥିବା ଶତୃଘ୍ନ ସିଂହା ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ବେଳେ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି । ଦଳରେ ସାମିଲ ହେବାର କିଛି ଘଣ୍ଟା ପରେ ତାଙ୍କୁ ୨୦୧୯ ଲୋକସଭା ନିର୍ବାଚନ ଲଢିବା ପାଇଁ କଂଗ୍ରେସ ବିହାରର ପାଟଣା ସାହିବ ଲୋକସଭା…

ଏପ୍ରିଲ ୯ରେ ରାହୁଲଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବା ଲାଗି ଏପ୍ରିଲ ୯ ତାରିଖରେ ପୁଣି ଓଡିଶା ଗସ୍ତରେ ଆସୁଛନ୍ତି l ଓପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ଏହି ଗସ୍ତବେଳେ ରାହୁଲ ଗାନ୍ଧୀ ଗଂଜାମ ଜିଲ୍ଲା…

‘ଗୁଗୁଲ ରାଜନୈତିକ ବିଜ୍ଞାପନଦାତା’ ତାଲିକା ଶୀର୍ଷରେ ବିଜେପି

ନୂଆଦିଲ୍ଲୀ : ଗୁଗୁଲରେ ଭାରତୀୟ ରାଜନୈତିକ ବିଜ୍ଞାପନଦାତା ମାନଙ୍କ ମଧ୍ୟରେ ବିଜେପି ଶୀର୍ଷସ୍ଥାନରେ ରହିଥିବାବେଳେ କଂଗ୍ରେସ ରହିଛି ୬ନଂ ସ୍ଥାନରେ । ଗୁଗୁଲ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତୀୟ ରାଜନୈତିକ ବିଜ୍ଞାପନଦାତାଙ୍କ ମଧ୍ୟରେ ବିଜେପି ନାମରେ ୩୨ ପ୍ରତିଶତ ସେୟାର…

ଯୁଧିଷ୍ଠିର ସାମନ୍ତରାୟ ମନା କରିବା ପରେ ପିପିଲିରୁ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର : ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ରାଜ୍ୟରେ ୨ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ନେଇ ଗୁରୁବାର ଦିନ ଓପିସିସି ପକ୍ଷରୁ ସୂଚନା ମିଳିଛି । ଏନେଇ ଅଧିସୂଚନା ଜାରି କରାଯାଇନଥିବା ବେଳେ ଅଜିତ ମଙ୍ଗରାଜ…

କଂଗ୍ରେସ ଛାଡିଲେ ପ୍ରେମାନନ୍ଦ ବେହେରା

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଶନିବାର ଦିନ କଂଗ୍ରେସ ନେତା ପ୍ରେମାନନ୍ଦ ବେହେରା ଦଳରୁ ଇସ୍ତଫା ଦେଇଛନ୍ତି । ଶ୍ରୀଯୁକ୍ତ ବେହେରା ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।…

କଂଗ୍ରେସରେ ମିଶିବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ

ଭୁବନେଶ୍ୱର : ବିଜେଡିରୁ ଟିକେଟ ନପାଇ ଦଳ ଛାଡିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ କଂଗ୍ରେସରେ ଯୋଗଦେବା ନେଇ ସ୍ପଷ୍ଟ ହୋଇଛି । ଏନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନରଞ୍ଜନ ପଟ୍ଟନାୟକ ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି,…

କଂଗ୍ରେସରେ ସାମିଲ ହେଲେ ପୂର୍ବତନ ଢେଙ୍କାନାଳ ବିଧାୟକ ନବୀନ ନନ୍ଦ

ଭୁବନେଶ୍ୱର : ଢେଙ୍କାନାଳର ପୂବର୍ତନ ବିଧାୟକ ନବୀନ ନନ୍ଦ୍ର ବୁଧବାର ଦିନ ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହି ପୂର୍ବତନ ବିଜେଡି ନେତା କଂଗ୍ରେସ ଭବନରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ…