Latest Odisha News

BREAKING NEWS

Browsing Tag

Constitution

୨ଟି ଫୁଲମାଳରେ ସମ୍ବିଧାନକୁ ସାକ୍ଷୀ ରଖି ବାହା ହେଲା ୬ ଯୋଡ଼ା ବର, କନ୍ୟା

ବରଗଡ଼: ହୋମ ଯଜ୍ଞକୁ ସାକ୍ଷୀ ରଖି ବାହାଘର ହୁଏ, ୭ ଘେରା ବୁଲନ୍ତି ନବ ଦମ୍ପତି । ହେଲେ ଏଠି କେବଳ ଦୁଇଟି ଫୁଲମାଳ ଓ ସମ୍ବିଧାନକୁ ସାକ୍ଷୀ ରଖି ବାହାଘର ଚାଲିଛି । ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୬ ଯୋଡ଼ା ବର, କନ୍ୟା । ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ…

କଥା ଗଣତନ୍ତ୍ରର କଥା ସମ୍ବିଧାନର……..

ସ୍ଵାଧୀନତାର ୭୫ ବର୍ଷ ଭିତରେ ଦେଶରେ ଅନେକ କିଛି ପରିବର୍ତ୍ତନ ଆସିଛି ।  ଆମ ସମ୍ବିଧାନ ଆମେ ତିଆରି କରିଛୁ । ଆମ ଦେଶକୁ ଆମେ ଶାସନ କରୁଛୁ ।  ଏ ଦୀର୍ଘ ବର୍ଷ ଭିତରେ ଆମେ ଅନେକ ଉତ୍ଥାନ ପତନ ଦେଇ ରେ ଗତି କରିଛୁ । ବଦଳିଛି ସରକାର ପରେ ସରକାର । ଦେଶରେ ଅନେକ ବିକାଶର ଚିତ୍ର ଅଙ୍କା ଯାଇଛି…

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ପାଇଁ ପ୍ରସ୍ତୁତ ରୁହ’ ଭାଇରାଲ୍ ହେଉଛି କଂଗ୍ରେସ ନେତାଙ୍କ ଭିଡିଓ

ଭୋପାଳ: କ୍ଷମତା ନିଶାରେ କଂଗ୍ରେସ ନେତା କେତେବେଳେ କଣ କହୁଛନ୍ତି ଜାଣି ପାରୁନାହାଁନ୍ତି । ଏବେ ଏକ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କଥା କହୁଛନ୍ତି । ଭିଡିଓ ଭାଇରାଲ୍ ପରେ ପଟେରିଆ ମନ୍ତବ୍ୟ ବଦଳାଇଥିବା ବେଳେ ବିବାଦ…

ସୋସିଆଲ ମିଡିଆରେ ସମ୍ବିଧାନକୁ ଅପମାନ, ଭୀମ ସେନା ପକ୍ଷରୁ ଥାନାରେ ଏତଲା

ବରଗଡ଼ : ସୋସିଆଲ ମିଡିଆରେ ଜଣେ ମହିଳା ସମ୍ବିଧାନକୁ ଅପମାନିତ କରିବା ଭଳି ଘଟଣାକୁ କରାଯାଇଛି ତୀବ୍ର ବିରୋଧ । ଏନେଇ ଭୀମ ସେନା ପକ୍ଷରୁ ବରଗଡ଼ ଟାଉନ ଥାନା ଅଧିକାରୀଙ୍କ ନିକଟରେ ଏତଲା ଦିଆଯାଇଛି । ଏହାସହ ସଂପୃକ୍ତ ମହିଳାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ…