Latest Odisha News

BREAKING NEWS

Browsing Tag

Coromandel Express

ବାଲେଶ୍ୱର ସହ ୩ ଜିଲ୍ଲାରେ ଆଗାମୀ ୩ ଘଣ୍ଟାରେ ଘଡ଼ଘଡ଼ି ବର୍ଷା

ଭୁବନେଶ୍ୱର: ବାହାନଗାରେ ଶୁକ୍ରବାର ରାତିରେ ଟ୍ରେନ୍ ଦୁର୍ଘଟଣା ପରେ ଉଦ୍ଧାର ଓ ମରାମତି କାର୍ଯ୍ୟ ଜାରି ରହିଛି । ଏହାରି ଭିତରେ ପାଣିପାଗ ବିଭାଗର ଆଲର୍ଟ ଅନୁସାରେ, ଆଗାମୀ ୩ ଘଣ୍ଟାରେ ବାଲେଶ୍ୱର ସହ ୩ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ…

ବାହାନଗା ଟ୍ରେନ୍ ଦୁର୍ଘଟଣା ବୈଷୟିକ ତ୍ରୁଟି ନା ମନୁଷ୍ୟକୃତ ? ଦୁର୍ଘଟଣା ପାଇଁ ଦାୟୀ କିଏ ?

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଲୱେ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଓ ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାରେ ଏବେ ସୁଦ୍ଧା ୨୬୧ ଜଣଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ ସବୁଠୁ ବଡ଼ ରେଳ ଦୁର୍ଘଟଣା ଶତାଧିକ ଯାତ୍ରୀଙ୍କ ମୃତ୍ୟୁ ପରେ ପ୍ରଶ୍ନ ଉଠୁଛି ଦୁର୍ଘଟଣା…

ଇତିହାସରେ ବଡ଼ ଟ୍ରେନ୍ ଦୁର୍ଘଟଣା; ୨୦୧୭ରେ ହିରାଖଣ୍ଡ, ୨୦୨୩ରେ ଛାତି ଥରାଇଲା କରମଣ୍ଡଳ

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣାରେ ଏବେ ସୁଦ୍ଧା ୫୦ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରଥମେ ବାହାନଗାରେ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧) ମାଲଗାଡ଼ିକୁ ଧକ୍କା ଦେଇଥିଲା । ପରେ ବିପରୀତ ଦିଗରୁ ଆସୁଥିବା ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ (୧୨୮୬୪)…

ଟ୍ରେନ୍ ଦୁର୍ଘଟଣାରେ ୫୦ରୁ ଅଧିକ ମୃତ ! କାଲି ଦୁର୍ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀ

ବାଲେଶ୍ୱର: ବାହାନଗାରେ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧) ଓ ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ (୧୨୮୬୪) ଦୁର୍ଘଟଣାରେ ୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ୨୦୦ରୁ ଅଧିକ ଜଣ ଆହତ ହୋଇଥିବା ବେଳେ ଉଭୟ ଏକ୍ସପ୍ରେସର ଏକାଧିକ ବଗି କ୍ଷତିଗ୍ରସ୍ତ ହୋଇଛି…

ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ୍ ସହ ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ ଲାଇନଚ୍ୟୁତ୍, ୩୦ ମୃତ

ବାଲେଶ୍ୱର: ବାହାନଗାରେ ଘଟିଥିବା ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ ୩୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ଦକ୍ଷିଣପୂର୍ବ ରେଲୱେ । ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ବାହାନଗା…

ଆହତଙ୍କୁ ନେବାକୁ ଆମ୍ବୁଲାନ୍ସ ଅଭାବ, ବସରେ ଡାକ୍ତରଖାନା ନେବାକୁ ନିର୍ଦ୍ଦେଶ

ବାଲେଶ୍ୱର: ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ, ଶତାଧିକ ଯାତ୍ରୀ ଆହତ ହୋଇଛନ୍ତି । ପ୍ରାୟ ୫୦ଟି ଆମ୍ବୁଲାନ୍ସ ଆହତଙ୍କୁ ମେଡିକାଲ୍ ନେବା ଲାଗି ନିୟୋଜିତ ହୋଇଛି ।…

ଗୋଟିଏ ଟ୍ରାକରେ ଥିଲା କି ମାଲବାହୀ ଟ୍ରେନ୍ ଓ କରମଣ୍ଡଳ ଏକ୍ସପ୍ରେସ୍ ? ଜାରି ହେଲା ହେଲ୍ପଲାଇନ୍ ନମ୍ବର

ବାଲେଶ୍ୱର: ମାଲବାହୀ ଟ୍ରେନକୁ ଧକ୍କା ଦେଇ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରାକରୁ ଖସିବା ପରେ ଏକାଧିକ ବଗି କ୍ଷତିଗ୍ରସ୍ତ ହୋଇଛି । ସୋର ବାହନଗା ରେଲୱେ ଷ୍ଟେସନ ନିକଟରେ ହାୱଡ଼ା-ଶାଲିମାର ଏକ୍ସପ୍ରେସର ୩ଟି ଏସି କୋଚ୍ ଓ ୫ଟି ସ୍ଲିପର କୋଚ୍ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛି । ତେବେ ସୂଚନା…