“ଚାଇନା ଲ୍ୟାବରୁ କୋରୋନା ଭାଇରାସ ବ୍ୟାପିଛି “
ନୂଆଦିଲ୍ଲୀ: ଆମେରିକାର ଗୁପ୍ତଚର ଏଜେନ୍ସି, ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ) ଚାଇନାର ଲ୍ୟାବରେ କରୋନା ଭୂତାଣୁ ପ୍ରସ୍ତୁତ କରିଥିବା ସନ୍ଦେହ ପ୍ରକଟ କରିଛି ଓ କୋଭିଡ -19 ବିସ୍ତାର ପାଇଁ ଚୀନ୍ ଦାୟୀ ବୋଲି ରିପୋର୍ଟରେ ପ୍ରକାଶ କରିଛି । ତେବେ ଏଜେନ୍ସି ଏ ସମ୍ପର୍କରେ କୌଣସି…