Latest Odisha News

BREAKING NEWS

Browsing Tag

Corona Awareness

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜ ପିଗି ବ୍ୟାଙ୍କ ଦାନକଲେ ପୁରୀର କୁନି ଛାତ୍ର ରୁଦ୍ରମାଧବ

ପୁରୀ: କରୋନା ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବ୍ୟକ୍ତି, ସଂଗଠନ ତଥା କର୍ପୋରେଟ ସଂସ୍ଥାମାନେ ସହାୟତାର ହାତ ବଢାଇଛନ୍ତି । ଏହି କ୍ରମରେ ସାମିଲ ହୋଇଛନ୍ତି ପୁରୀର ଜଣେ ସାତ ବର୍ଷର ଛାତ୍ର କୁମାର ରୁଦ୍ରମାଧବ । ପୁରୀର ମାର୍କଣ୍ଡେଶ୍ୱର ସାହିର କୁମାର ରୁଦ୍ରମାଧବ…

ତିନି ମାସ ଯାଏଁ ଘର ଭଡା ଛାଡ କିମ୍ବା ସ୍ଥଗିତ ରଖିବା ପାଇଁ ଘରମାଲିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର: କରୋନା ମହାମାରୀର ସାରା ଦେଶ ମୁକାବିଲା କରୁଛି । ଲକ୍ ଡାଉନ ଯୋଗୁଁ ଲୋକେ ମଧ୍ୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ରାଜ୍ୟରେ ଘରମାଲିକମାନଙ୍କୁ ଗରିବ ଭଡାଟିଆଙ୍କୁ ତିନିମାସର ଘରଭଡା ଛାଡ କିମ୍ବା ଅନ୍ତତଃ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

ଲକ୍‌ଡାଉନ ବେଳେ ପିଲାଙ୍କ ପାଇଁ ସରକାର ଆରମ୍ଭ କଲେ ଅନଲାଇନ ପ୍ରତିଯୋଗିତା ‘ମୋ ପ୍ରତିଭା’

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁଁ ଏବେ ପିଲାଏ ଘରେ ରହି ବୋର ହେଉଛନ୍ତି । ସ୍କୁଲ ବନ୍ଦ ସାଙ୍ଗକୁ ଘରୁ ବାହାରିବା ମନା । ସବୁ ଦିନ ସକାଳୁ ସେମାନଙ୍କର ଗୋଟିଏ ପ୍ରଶ୍ନ ‘ଆଉ କେତେ ଦିନ ରହିବ ଏଇ ଲକ୍ ଡାଉନ’ ? ଏହି ସମୟରେ ୫ରୁ ୧୮ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ…

ପଞ୍ଚମ କରୋନା ରୋଗୀଙ୍କ ପରିଚୟ ସାର୍ବଜନୀନ କଲା ବିଏମ୍‌ସି

ଭୁବନେଶ୍ୱର: ଅହମଦାବାଦ ମହାନଗର ନିଗମ ପଦାଙ୍କ ଅନୁସରଣ କରି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ରାଜ୍ୟର ପଞ୍ଚମ କରୋନା ପଜିଟିଭ ରୋଗୀଙ୍କ ନାମ ଓ ଠିକଣା ସାର୍ବଜନିନ କରାଯାଇଛି । ବୃହତ୍ତର ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ତଥା କୋଭିଡ୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହା…

କରୋନା ଲକ୍ ଡାଉନ: ମାନସିକ ଅବସାଦ ଦୂର କରିବା ପାଇଁ ଆଗେଇ ଆସିଲେ ମନୋଚିକିତ୍ସକ

ଭୁବନେଶ୍ୱର: କରୋନା ସଂକ୍ରମଣ ଦୃଷ୍ଟିରୁ ଦେଶବ୍ୟାପୀ ଲକ୍ ଡାଉନ ଜାରି ହୋଇଥିବାରୁ ଅଧିକାଂଶ ଲୋକ ଘର ଭିତରେ ହିଁ ରହୁଛନ୍ତି । ଏଥି ପାଇଁ ଅନେକ ବ୍ୟକ୍ତି ଚାପ ଓ ଚିନ୍ତାଗ୍ରସ୍ତ ରହୁଥିବା ଦେଖିବାକୁ ମିଳୁଛି । କେବଳ ସେତିକି ନୁହେଁ ଟିଭି, ସୋସିଆଲ ମିଡିଆ ଓ ଖବର କାଗଜରେ କରୋନା ସମ୍ପର୍କୀତ ଖବର…

ଭୁବନେଶ୍ୱରର ସୂର୍ଯ୍ୟନଗର ଅଂଚଳରେ କରାଗଲା ସାନିଟାଇଜ ସ୍ପ୍ରେ

ଭୁବନେଶ୍ୱର: ଓଡିଶାରେ ଚିହ୍ନଟ ପଞ୍ଚମ କରୋନା ପଜିଟିଭ ରୋଗୀ ସୂର୍ଯ୍ୟନଗର ଅଞ୍ଚଳର ହୋଇଥିବାରୁ ଆଜି ସୂର୍ଯ୍ୟନଗର ଓ ଆଖପାଖ ଅଂଚଳର ବିଭିନ୍ନ ରାସ୍ତା, ଗଳିକନ୍ଦି ଓ ଛକମାନଙ୍କରେ ଭୂତାଣୁ ସଂକ୍ରମଣ ନିରୋଧୀ ସ୍ପ୍ରେ କରାଯାଇଛି । ଏଥି ସହ ଛଅ ନମ୍ବରର ବିଭିନ୍ନ ଅଞ୍ଚଳରେ ମଧ୍ୟ ସ୍ପ୍ରେ କରାଯାଇଛି ।…

ଲକଡାଉନ୍ ପ୍ରଭାବ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅଧୀନରେ ୯.୦୭ କୋଟି ଚାଷୀଙ୍କ ଆକାଉଣ୍ଟରେ ୨,୦୦୦ ଟଙ୍କା…

ନୂଆଦିଲ୍ଲୀ: କରୋନା ସଙ୍କଟକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ୟାକେଜର ଅଂଶ ଭାବରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିଙ୍କୁ କୃଷକମାନଙ୍କୁ ଟ୍ରାନ୍ସଫର କରାଯାଇଛି।  ଏପର୍ଯ୍ୟନ୍ତ ମୋଦୀ ସରକାର ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ୪ ମାସର କିସ୍ତି ଭାବରେ ୫,୧୨୫ କୋଟି ଟଙ୍କା…

ଲକଡାଉନ୍ ପ୍ରଭାଵ: ସ୍ମାର୍ଟଫୋନ୍ କମ୍ପାନୀ ୬୦ ଦିନ ବଢାଇଲେ ଫୋନ୍ ୱାରେଣ୍ଟି 

ନୂଆଦିଲ୍ଲୀ: କରୋନାଭାଇରସ୍ କାରଣରୁ ହୋଇଥିବା ସମସ୍ତ ଲକଡାଉନ୍ ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ୍ ହ୍ୟାଣ୍ଡସେଟ୍ କମ୍ପାନୀ ଗ୍ରାହକଙ୍କ ପାଇଁ ୱାରେଣ୍ଟି ରିହାତି  ଘୋଷଣା କରିଛନ୍ତି।  ସମସ୍ତ ମୋବାଇଲ୍ ଫୋନ୍ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦରେ ୱାରେଣ୍ଟି ଅବଧି ୬୦ ଦିନକୁ ବୃଦ୍ଧି କରିବାକୁ…

କୋଭିଡ୍‌-୧୯: ଲକ୍‌ଡାଉନ୍ ସଫଳ କରିବା ଲାଗି ଧର୍ମେନ୍ଦ୍ରଙ୍କ ଆହ୍ୱାନ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ୨୧ ଦିନ ଲାଗି ସାରା ଦେଶରେ ପାଳିତ ହେଉଥିବା ଲକ୍‌ଡାଉନକୁ ଜନସାଧାରଣ ସମ୍ପୂର୍ଣ୍ଣ ସଫଳ କରିବା ଲାଗି କେନ୍ଦ୍ର ପେଟ୍ରୋଲିୟମ, କେମିକାଲ୍ସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି । “ସାମାଜିକ ସୁସ୍ଥତା ବଜାୟ ରଖିବା…

କରୋନା ପରିପ୍ରେକ୍ଷୀରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ମୋଦିଙ୍କ ଘରୋଇ ଉପାୟ

ଭୁବନେଶ୍ୱର: କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଏହା ପାଇଁ ଔଷଧ ଏଯାଏଁ ବାହାରିପାରିନାହିଁ । ତେଣୁ ଲୋକମାନଙ୍କୁ ନିଜେ ସଚେତନ ହେବାକୁ ପରାମର୍ଶ ଦିଆଯାଉଛି । ସେପଟେ ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଘରୋଇ ଉପାୟ…