Latest Odisha News

BREAKING NEWS

Browsing Tag

Corona restrictions

ମାଆ କରୋନା ପଜିଟିଭ ଚିହ୍ନଟ ପରେ ନର୍ସଙ୍କ ଦାୟିତ୍ୱରେ ତିନି ମାସର ଶିଶୁ

ରାୟପୁର : ଡାକ୍ତରଖାନାରେ ନର୍ସଙ୍କ କୋଳରେ ତିନି ମାସର ଶିଶୁ । ତାର ଏବେ ସବୁ ଦାୟିତ୍ୱ ନେଇଛନ୍ତି ଏହି ଦୁଇ ନର୍ସ । ମାଆଠୁ ତାକୁ ଦୂରେଇ ରଖାଯାଇଥିବାରୁ ପିଲାଟି ଏବେ ନର୍ସଙ୍କ ପାଖରେ । କାରଣ ମାଆ କରୋନା ପଜିଟିଭ ଜଣାପଡିବା ପରେ ପିଲାଟିକୁ ଅଲଗା ରଖାଯାଇଛି । ଏ ଦୃଶ୍ୟ ହେଉଛି ଛତିଶଗଡ…

ଭିଡିଓ ମିଟିଂ ପାଇଁ ବ୍ୟବହାର ହେଉଥିବା ଜୁମ୍ ଆପ୍ ସୁରକ୍ଷିତ ନୁହେଁ : ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଭାରତରେ ଭିଡିଓ କଲିଂ ଓ ମିଟିଂ ପାଇଁ ବହୁଳ ଭାବରେ ବ୍ୟବହାର ହେଉଥିବା ଜୁମ୍ ଆପ୍ ସୁରକ୍ଷିତ ନୁହେଁ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସତର୍କ କରାଯାଇଛି । ଏଥି ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କାର୍ଯ୍ୟ ପାଇଁ କର୍ମଚାରୀ ଓ ଅଫିସରେ ଏହି ଜୁମ୍ ଆପ୍ ବ୍ୟବହାର ନେଇ କଟକଣା…

ଲକ୍‌ଡାଉନ : ଖୋର୍ଦ୍ଧା ଜିଲ୍ଲାର ସ୍କୁଲଗୁଡିକରେ ଇ-ଲର୍ଣ୍ଣିଂ ଜରିଆରେ ହେବ ପାଠପଢା

ଭୁବନେଶ୍ୱର: ଲକ୍‌ଡାଉନ ସମୟରେ ସ୍କୁଲ କଲେଜ ବନ୍ଦ ରହିଥିବାରୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଇ-ଲର୍ଣ୍ଣିଂ ଜରିଆରେ ପାଠପଢା ଆରମ୍ଭ ହେବା ପାଇଁ ଆୟୋଜନ ହୋଇଛି । ଶିକ୍ଷା ସଂଯୋଗ ଆପ୍ ଜରିଆରେ ଦ୍ୱିତୀୟ ଶ୍ରେଣୀରୁ ଦଶମ…

ଗୁଜବ ଯୋଗୁଁ ବାନ୍ଦ୍ରାରେ ହୋଇଥିବା ଭିଡ ଘଟଣାରେ ୧୩ ଅଟକ

ମୁମ୍ବାଇ : ଗୁଜବ ଯୋଗୁଁ ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟ୍ରେସନରେ ହୋଇଥିବା ଜନଗହଳି ଘଟଣାରେ ପୋଲିସ ୧୩ ଜଣଙ୍କୁ ଅଟକ ରଖିଛି । ଏମାନଙ୍କ ମଧ୍ୟରେ ଜଣେ ରାଜନୈତିକ କର୍ମୀ, ଜଣେ ସାମ୍ବାଦିକଙ୍କ ସମେତ ନଅ ଜଣ ଶ୍ରମିକ ଓ କାମୋଠେର ତିନି ଜଣ ବ୍ୟକ୍ତି ଅଛନ୍ତି । ଗତ ମଙ୍ଗଳବାର ଅପରାହ୍ନରେ ଟ୍ରେନ…

କଟକରୁ ହଟିଲା କ୍ଲଷ୍ଟର କଂଟେନମେଣ୍ଟ ଜୋନ କଟକଣା

କଟକ: କଟକର ପ୍ରଥମ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହେବାପରେ ସହରର ପଟାପୋଲ ଅଂଚଳରେ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କ୍ଲଷ୍ଟର କଣ୍ଟେନ୍‌ମେଣ୍ଟ ଜୋନ୍ କଟକଣା ରବିବାର ପ୍ରତ୍ୟାହାର କରାଯିବା ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ସିଏମ୍‌ସି କମିଶନର । ତେବେ ଏଠାରେ ବତ୍ତମାନ ଚାଲିଥିବା…

ଆପଣଙ୍କ ଅଂଚଳରେ ଖୋଲା ରହିଛି ଏହି ସବୁ ତେଜରାତି ଦୋକାନ

ଭୁବନେଶ୍ୱର : ରାଜଧାନୀରେ ଲକ୍ ଡାଉନ ବେଳେ ଦୋକାନବଜାର ଉପରେ କଟକଣା ରହିଛିି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଉପରେ କୌଣସି କଟକଣା ଲଗାଯାଇନାହିଁ । ଏବେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ତେଜରାତି ସାମଗ୍ରୀ ପାଇଁ ବିଭିନ୍ନ ୱାର୍ଡରେ ଖୋଲା ରହିଥିବା ଦୋକାନମାନଙ୍କର…

ଆସନ୍ତାକାଲିଠାରୁ ଖୋର୍ଦ୍ଧା ଉପଖଣ୍ଡରେ ଦୋକାନ ଖୋଲିବା ସମୟ କଟକଣା ଜାରି

ଭୁବନେଶ୍ୱର: ଲକ୍ ଡାଉନ ପରେ ମଧ୍ୟ ଜନସାଧାରଣ ସାମାଜିକ ଦୂରତ୍ୱ ନେଇ ସଚେତନ ହେଉ ନ ଥିବାରୁ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଦିଲ୍ଲୀର ନିଜାମୁଦ୍ଦିନ ତବଲିଘ ଜମାତରୁ ଫେରିଥିବା ଏକାଧିକ ବ୍ୟକ୍ତି ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଆସନ୍ତାକାଲିଠାରୁ ଦୋକାନ ଖୋଲିବା ସମୟ ନେଇ କଡା କଟକଣା ଘୋଷଣା…