Latest Odisha News

BREAKING NEWS

Browsing Tag

Corona Virus

ଆଗୁଆ ଦରମା ନେବାକୁ ମନା କଲେ ଭିମସାରର ଡାକ୍ତର

ବୁର୍ଲା: ଡାକ୍ତରଙ୍କୁ ଆଗୁଆ ୪ ମାସର ଦରମା ଦେବା ଘୋଷଣାକୁ ପ୍ରତ୍ୟାଖ୍ୟାନ କଲେ ଭିମସାର ଡାକ୍ତର । ଦରମା ଆଗୁଆ ନ ଦେଇ ଏହି ଟଙ୍କାକୁ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଜରିଆରେ ଅନୁରୋଧ କରିଛି ଭିମସାର ଡାକ୍ତର ସଂଘ । ଦେଶର ଏଭଳି ଏକ…

କରୋନା ସଚେତନତା ଦିଗରେ କାମ କରୁଛନ୍ତି ବିଜ୍ଞାନ ଶିକ୍ଷକ

ବାରିପଦା : କରୋନା ମହାମାରୀର ମୁକାବିଲା କରିବା ପାଇଁ ଏବେ ସମସ୍ତେ ବ୍ୟଗ୍ର । ଖବର କାଗଜ, ଟିଭି, ମୋବାଇଲ ଫୋନ ଏପରିକି ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କ ନିକଟକୁ ସଚେତନର ବାର୍ତ୍ତା ପଠାଯାଉଛି । ଏତେ ସବୁ ପରେ ବି ଆମ ରାଜ୍ୟରେ ଏପରି କେତେକ ଉପାନ୍ତ ତଥା ଅନୁନ୍ନତ ଅଂଚଳ ଅଛି ଯେଉଁଠି…

ପୋଲିସ ବାବୁଙ୍କ ନିଆରା ସଚେତନତା ଅଭିଯାନ, ରାସ୍ତାରେ ଗାଇଲେ ଗୀତ

ପୁଣେ: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ସାମନାକୁ ଆସୁଛି ନୂଆ ନୂଆ କେସ୍ । ଏବେ ଲକ୍‌୍ ଡାଉନ୍ ଚାଲିଛି । ଲୋକଙ୍କୁ ଘରୁ ନବାହାରିବା ପାଇଁ କୁହାଯାଇଥିବା ବେଳେ ସଚେତନ କରାଉଛି ପୋଲିସ । ପୁଣେରେ ରାଜରାସ୍ତାରେ ଲୋକଙ୍କୁ ଗୀତ ଗାଇ ସଚେତନ କରାଉଛି…

କୋଭିଡ୧୯: ଭିନ୍ନକ୍ଷମଙ୍କ ପାଇଁ ସାଙ୍କେତିକ ଭାଷାରେ ପ୍ରସ୍ତୁତ ହେଉଛି ସଚେତନତା ବାର୍ତ୍ତା ଓ ଆଡଭାଇଜରୀ

ଭୁବନେଶ୍ୱର: କୋଭିଡ-୧୯ ପାଇଁ ସରକାରଙ୍କ ପକ୍ଷରୁ ଜାରି ହେଉଥିବା ସମସ୍ତ ସୂଚନା ଓ ପରାମର୍ଶ ସାଙ୍କେତିକ ଭାଷାରେ ମଧ୍ୟ ପ୍ରସ୍ତୁତ କରାଯିବା ଆରମ୍ଭ ହୋଇଛି । ଶ୍ରବଣଶକ୍ତି ରହିତ ବ୍ୟକ୍ତିଙ୍କୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । Let's prevent COVID-19…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢିଲା ଯାନବାହାନ ପାସ୍‌ର ଅବଧି: ପୋଲିସ କମିଶନର

ଭୁବନେଶ୍ୱର: ଯାନବାହାନ ଚଳାଚଳ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପାସ୍‌ର ସମୟ ସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ଏହାକୁ ମାର୍ଚ୍ଚ ୨୯ ତାରିଖ ଯାଏଁ ବୈଧ ରଖାଯାଇଥିଲା । କିନ୍ତୁ କୋଭିଡ୍‌୧୯ ପରିସ୍ଥିତି ନ ସୁଧୁରିବା ଯାଏଁ ଏହି ଗାଡି ପାସ୍‌ର ବୈଧତାକୁ ବଢାଯାଇଛି । ପାସ୍‌ର…

ଓଡିଶାରେ ନିଖୋଜ ୨୮୫୬ ବିଦେଶ ଫେରନ୍ତାଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଗତ ୧୪ ଦିନ ଭିତରେ ବିଦେଶରୁ ଓଡିଶାକୁ ଆସିଥିବା ୨୮୫୬ ବ୍ୟକ୍ତିଙ୍କ ଏ ଯାଏଁ କୌଣସି ସୂଚନା ମିଳୁ ନ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସର୍ବଶେଷ ତଥ୍ୟ ଅନୁଯାୟୀ, ଏହି ବ୍ୟକ୍ତିମାନଙ୍କୁ ଜିଲ୍ଲା ନୀରିକ୍ଷଣ ଦଳଗୁଡିକ ଦ୍ୱାରା…

ସମ୍ ହସ୍ପିଟାଲର ନିର୍ମାଣାଧୀନ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ ବୁଲି ଦେଖିଲେ ୫ଟି ସଚିବ

ଭୁବନେଶ୍ୱର: ସମ୍ ହସ୍ପିଟାଲ ଦ୍ୱାରା ନିର୍ମିତ ହେଉଥିବା ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ପାଇଁ ରବିବାର ଅପରାହ୍ନରେ ପହଞ୍ଚିଥିଲେ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ । ତାଙ୍କ ସହ ସୋଆ ବିଶ୍ୱବିଦ୍ୟାଳୟ ଓ ସମ୍ ହସ୍ପିଟାଲର…

ଓଡିଶା ମୋସନ ପିକଚର୍ସ ଓ ୱାର୍କର୍ସ ଆସୋସିଏସନକୁ ନୀଳମାଧବ ପଣ୍ଡା ଦେଲେ ୨.୫ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: କରୋନା ସାରା ଦେଶରେ ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ଦୋହଲାଇ ଦେଇଛି । ଏହି ସମୟରେ ଓଡିଶା ମୋସନ ପିକଚର୍ସ ଓ ୱାର୍କର୍ସ ଆସୋସିଏସନ ପାଇଁ ସହାୟତାର ହାତ ବଢାଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ତଥା ପ୍ରଯୋଜକ ନୀଳମାଧବ ପଣ୍ଡାଙ୍କ ସହାୟତା । ସେ ଆସୋସିଏସକୁ ସହାୟତା ରାଶି ସ୍ୱରୂପ ୨.୫…

ମୋଦିଙ୍କ ‘ମନ କି ବାତ୍‌’: ଜୀବନ ରଖିବା ପାଇଁ ହୋଇଛି ଲକ୍ ଡାଉନ, ଅସୁବିଧା ହେଲେ କ୍ଷମା କରିବେ

ନୂଆଦିଲ୍ଲୀ: ମନ କି ବାତ୍ କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍ ମୁକାବିଲା ଲାଗି ଘୋଷଣା ହୋଇଥିବା ୨୧ଦିନିଆ ଲକ୍ ଡାଉନ ପାଇଁ ଦେଶବାସୀଙ୍କୁ ହେଉଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଗରିବ ଲୋକମାନେ ଅସୁବିଧା ପାଇଁ ତାଙ୍କ ଉପରେ…

କରୋନା ଭୟ: ସ୍ୟାଣ୍ଡ ଆନିମେସନ ଜରିଆରେ ସଚେତନ କରୁଛନ୍ତି ଶିଳ୍ପୀ

ଭୁବନେଶ୍ୱର: ସ୍ୟାଣ୍ଡ ଆନିମେଟର ସୁବଳ ମହାରଣା ନିଜ ସ୍ୟାଣ୍ଡ ଆର୍ଟ ଜରିଆରେ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାର ପ୍ରୟାସ କରିଛନ୍ତି । ଏହି ଆନିମେସନରେ ଚୀନରେ କିପରି କରୋନାର ସୃଷ୍ଟି ହୋଇଛି ଓ ପର୍ଯ୍ୟଟକଙ୍କ ଯୋଗୁଁ ଏହା ଦେଶରୁ ଦେଶ କିପରି ବ୍ୟାପିଛି ସେ ନେଇ ବର୍ଣ୍ଣନା ହୋଇଛି ।…