Latest Odisha News

BREAKING NEWS

Browsing Tag

Corona Virus

ଆଦାନୀ ଧାମରା ପୋର୍ଟରେ କରୋନା ମୁକାବିଲା ଲାଗି ବ୍ୟାପକ ପ୍ରସ୍ତୁତି

ଧାମରା: ବିଶ୍ୱବ୍ୟାପୀ କରୋନା ଭାଇରସ୍‌କୁ ନେଇ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଆଦାନୀ ଧାମରା ପୋର୍ଟ ଏଥିରୁ ବାଦ୍ ପଡ଼ିନାହିଁ । ପୋର୍ଟ କର୍ତ୍ତୃପକ୍ଷ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସମସ୍ତ ନିର୍ଦ୍ଦେଶାବଳୀକୁ ପାଳନ କରୁଛନ୍ତି । ଏହି ସଂକ୍ରାନ୍ତ ୨୮ ଜାନୁଆରୀ ୨୦୨୦…

କରୋନା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ସିଲ୍ ହେଲା ଗେଷ୍ଟହାଉସ୍ !

ଭୁବନେଶ୍ୱର: ଘାତକ କରୋନା ଭାଇରସ ସଂକ୍ରମଣକୁ ରାଜ୍ୟରେ ରୋକିବା ଲାଗି ଓଡ଼ିଶା ସରକାର ଯୁଦ୍ଧକାଳୀନ ଭିତ୍ତିରେ ଦୃଢ ପଦକ୍ଷେପ ଗ୍ରହଣ କରିଥିବା ସହିତ ଲଢେଇ ଜାରି ରଖିଛନ୍ତି । ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ କରୋନା ଭାଇରସ ସଂକ୍ରମଣ ଲାଗି ବିଭିନ୍ନ ଗେଷ୍ଟ ହାଉସ ଓ ହୋଟେଲ ଲାଗି…

ରାଉରକେଲା ଏନଆଇଟି ଛାତ୍ର ପ୍ରସ୍ତୁତ କଲେ ଘାତକ କରୋନା ଭାଇରସର ମୋବାଇଲ୍ ଆପ୍ !

ରାଉରକେଲା: ସମଗ୍ର ବିଶ୍ୱରେ ଏବେ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଥିବା ବେଳେ ରାଉରକେଲା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି)ର ଜଣେ ଛାତ୍ର ଏହି ଘାତକ ଜୀବାଣୁ ନିରାକରଣ ଲାଗି ଏକ ମୋବାଇଲ୍ ଆପ୍ ପ୍ରସ୍ତତ କରିଛନ୍ତି । ଏନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ପିଏଚଡ଼ି…

କାୟା ମେଲାଉଛି କରୋନା ଭାଇରସ; ୨୪ ଘଣ୍ଟାରେ ଚୀନରେ ୧୨୫ ଆକ୍ରାନ୍ତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩୦୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୮୯,୦୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱସ୍ଥ୍ୟ କମିଶନର ସୂଚନାନୁଯାୟୀ କରୋନା ଭାଇରସ୍…

ଥମୁନି କରୋନା: ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ ମୃତ୍ୟୁ, ଯାତ୍ରା ଉପରେ ଲାଗିଲା କଟକଣା

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୯୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୮୫,୦୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ସୂଚନାନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାରେ…

କରୋନା ଭାଇରସ: ୨୪ ଘଣ୍ଟାରେ ଚୀନରେ ୪୭ ମୃତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୮୩୫ରୁ ଅଧିକ ଟପିଲାଣି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ସୂଚନାନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ନାଇଜେରିଆକୁ ବ୍ୟାପିଲା କରୋନା ଭାଇରସ; ଚୀନରେ ୨୭୮୮ ମୃତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୭୮୮ରୁ ଅଧିକ ଟପିଲାଣି । ଏହାବ୍ୟତିତ ୭୮, ୮୨୪ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ସୂଚନାନୁଯାୟୀ କରୋନା ଭାଇରସ୍…

କରୋନା ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୨୭୪୪ ଛୁଇଁଲା

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୭୪୪ରୁ ଅଧିକ ଟପିଲାଣି । ଏହାବ୍ୟତିତ ୭୮,୪୯୭ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ସୂଚନାନୁଯାୟୀ କରୋନା ଭାଇରସ୍…

ସ୍ବଦେଶ ଫେରିଲେ ଜାପାନ ଜାହାଜରେ ଫସି ରହିଥିବା ଓଡିଆ ଇଞ୍ଜିନିୟର

ଭୁବନେଶ୍ୱର/ନୂଆଦିଲ୍ଲୀ: କୋରାନା ଭାଇରସରେ ପ୍ରଭାବିତ ‘ଡାଏମଣ୍ଡ ପ୍ରିନସେସ୍‌’ କ୍ରୁଜରଲାଇନରେ ୨୦ ଦିନ ରହିବା ପରେ ଓଡିଆ ଯୁବ ସଫ୍ଟୱେୟାର ଇଞ୍ଜିନିୟର ଶିବାଶିଷ ନାୟକ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି । ଟୋକିଓରୁ ଏୟାର ଇଣ୍ଡିଆ ବିମାନ ୧୧୮ ଭାରତୀୟଙ୍କ ସହ ୫ ବିଦେଶୀ ନାଗରିକଙ୍କୁ ଧରି…

କରୋନା ଭାଇରସ: ଚୀନରେ ମୃତ୍ୟୁ ସଂଖ୍ୟା ୨୬୬୩ ଛୁଇଁଲା, ୭୭ ହଜାର ସଂକ୍ରମିତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୬୬୩ରୁ ଅଧିକ ଟପିଲାଣି । ଏହାବ୍ୟତିତ ୭୭,୬୫୮ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ସୂଚନାନୁଯାୟୀ କରୋନା ଭାଇରସ୍…