Latest Odisha News

BREAKING NEWS

Browsing Tag

coronacombat

କରୋନା ପରିପ୍ରେକ୍ଷୀରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ମୋଦିଙ୍କ ଘରୋଇ ଉପାୟ

ଭୁବନେଶ୍ୱର: କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଏହା ପାଇଁ ଔଷଧ ଏଯାଏଁ ବାହାରିପାରିନାହିଁ । ତେଣୁ ଲୋକମାନଙ୍କୁ ନିଜେ ସଚେତନ ହେବାକୁ ପରାମର୍ଶ ଦିଆଯାଉଛି । ସେପଟେ ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଘରୋଇ ଉପାୟ…

କରୋନାଭାଇରସ୍‌; କେତେ ସୁରକ୍ଷିତ ଭାରତର ଆଗଧାଡିର ଡାକ୍ତର ?

ନୂଆଦିଲ୍ଲୀ: କୋଭିଡ୍‌-୧୯ ବିରୋଧରେ ଲଢେଇ କରୁଛନ୍ତି ଭାରତର ଅସଂଖ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ଏଥିପାଇଁ ରକ୍ଷା କବଚ ସାଜିଛି ପର୍ସନାଲ ପ୍ରୋଟେକ୍ସେନ ଇକ୍ୱିପମେଣ୍ଟ (PPE) । ଦ କ୍ୱିଣ୍ଟ ର ରିପୋର୍ଟ ଅନୁଯାୟୀ ଇନ୍‌ଭେଷ୍ଟ ଇଣ୍ଡିଆ ସଙ୍କେତ ଦେଇଥିଲା ଭାରତରେ PPE ଓ ମାସ୍କ ଭଳି…

ଏହି ନିଃସ୍ୱାର୍ଥପର ପରିବାର ତିଆରି କରୁଛନ୍ତି ନିଃଶୁଳ୍କ ମାସ୍କ !

ବାରିପଦା: ଲକ୍‌-ଡାଉନ୍ ପାଇଁ ବନ୍ଦ ରହିଛି ଦୋକାନ କବାଟ । ହେଲେ ବି କରୋନାକୁ ମୁକାବିଲା କରିବା ପାଇଁ ଆଗେଇ ଆସିଛନ୍ତି ବାରିପଦା ତକତପୁରର ରାଜେନ୍ଦ୍ରଙ୍କ ପରିବାର । କରୋନା ବିରୋଧୀ ଯୋଦ୍ଧାଙ୍କ ପାଇଁ ନିଃଶୁଳ୍କ ମାସ୍କ ନିର୍ମାଣ କରୁଛନ୍ତି ରାଜେନ୍ଦ୍ରଙ୍କ ପରିବାର । ଟେଲରିଂ ଦୋକାନ…

କରୋନା ମୁକାବିଲା; ୩ ହଜାର କଳାକାରଙ୍କୁ ଆର୍ଥିକ ସହାୟତା ଦେବ IPRS !

ମୁମ୍ବାଇ: ଇଣ୍ଡିଆନ୍ ପରଫର୍ମିଂ ରାଇଟ୍ ସୋସାଇଟି (IPRS), ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୩ ହଜାର କଳାକାରଙ୍କୁ ଆର୍ଥିକ ସହାୟତା ଦେବ । ୨୧ଦିନିଆ ଲକ୍‌-ଡାଉନ୍ ଘୋଷଣା ହେବା ପରଠୁ ହଜାରହଜାର କଳାକାର ବିନା କାମ ଓ ପଇସାରେ ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଛନ୍ତି । ସାରା ଦେଶରେ ଥିବା…

କରୋନା ମୁକାବିଲା: ଟାଟାର ବଜେଟ୍ ୧୫୦୦କୋଟି !

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଏକଜୁଟ୍ ହୋଇଛି ସମଗ୍ର ଦେଶ । କ୍ରିକେଟର ଓ ସେଲିବ୍ରିଟିଙ୍କ ସହ ଆଗେଇ ଆସିଛି ଟାଟା କମ୍ପାନୀ । କରୋନା ମହାମାରୀ ବିରୋଧରେ ବିନିଯୋଗ କରିଛି ୧୫୦୦କୋଟି ଭଳି ମୋଟା ଅଙ୍କର ଅର୍ଥରାଶି । The COVID 19 crisis is one of the toughest challenges…