ଭଲ ଖବର; କୋଭାକ୍ସିନ ଟିକା ନେଇଥିଲେ ଯାଇପାରିବେ ବ୍ରିଟେନ
ନୂଆଦିଲ୍ଲୀ: ଭଲ ଖବର। ଏଣିକି କୋଭାକ୍ସିନ ଟିକା ନେଇଥିବା ଲୋକ ବ୍ରିଟେନକୁ ଯାତ୍ରା କରିପାରିବେ। ପରିଶେଷରେ ବ୍ରିଟେନ ଏହାର ଅନୁମୋଦିତ ଟିକା ତାଲିକାରେ ଭାରତର କୋଭାକ୍ସିନ୍ ଯୋଡିବାକୁ ଯାଉଛି। ବ୍ରିଟେନ ସରକାର ବର୍ତ୍ତମାନ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଅନୁମୋଦିତ କୋଭିଡ-୧୯ ଟିକା…