Latest Odisha News

BREAKING NEWS

Browsing Tag

COVID-19

ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କଲେ କିମ୍ ଜଙ୍ଗ

ସିଓଲ: ଟ୍ରମ୍ପଙ୍କ ପାଇଁ ଆରୋଗ୍ୟ କାମନା କଲେ କିମ୍ । ଉତ୍ତର କୋରିଆରେ ନେତା କିମ୍ ଜଙ୍ଗ ଉନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ଆରୋଗ୍ୟ ବାର୍ତ୍ତା ପଠାଇଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ ଟ୍ରମ୍ପ କରୋନାରୁ ଶୀଘ୍ର ସୁସ୍ଥ ହେବା କାମନା କରିଛନ୍ତି କିମ୍। ସେ…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୫୦ ପାର୍‌, ଆଖି ବୁଜିଲେ ଆଉ ୧୭

ଭୁବନେଶ୍ୱର: ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ । ପ୍ରତିଦିନ ୧୦ରୁ ଅଧିକ ଜଣଙ୍କ ପ୍ରାଣ ନେଉଛି କିଲର ଭାଇରାସ କରୋନା । ଆଜି ପୁଣି କରୋନରେ ଆଉ ୧୭ ଜଣ ଆଖି ବୁୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୯ରେ ପହଂଚିଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪…

ଆଜିଠୁ ପୁରୀରୁ ଗଡିବ ଟ୍ରେନ୍‌

ପୁରୀ: ପୁରୀରେ ଆଜିଠୁ ଗଡିବ ଟ୍ରେନ । ୪ଟି ଟ୍ରେନରେ ଯିବା ପାଇଁ ଯାତ୍ରୀମାନେ ବୁକିଂ କରିଛନ୍ତି । ପୁରୀ-ଅହମ୍ମଦାବାଦ, ପୁରୀ-ଦୁର୍ଗ । ପୁରୁଷୋତ୍ତମ ଏକ୍ସପ୍ରେସ, ପୁରୀ-ସିଆଲଦା ଟ୍ରେନ ଚାଲିବ । ତେବେ କୋଭିଡ କଟକଣା ଭିତରେ ଏହି ଟ୍ରେନ ଚାଲିବ । ଟ୍ରେନ୍‌ ଚଳାଚଳ ନେଇ ଷ୍ଟେସନରେ ବ୍ୟାପକ…

କରୋନା କଟକଣା: ଅପରାହ୍ଣ ୨ଟା ପରେ ଏହି ଅଂଚଳର ସମସ୍ତ ଦୋକାନ ବଜାର ବନ୍ଦ

କେନ୍ଦ୍ରାପଡା: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମଣ । ଦିନକୁ ଦିନ ଅଣାୟତ୍ତ ହେଉଛି । କେନ୍ଦ୍ରାକଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ମଧ୍ୟ ଦିନକୁ ଦିନ ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପଟ୍ଟାମୁଣ୍ଡାଇ ବଜାର ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି । ଆଜିଠାରୁ…

୨୪ ଘଣ୍ଟାରେ କରୋନା ନେଲା ଆଉ ୧୪ ଜୀବନ

ଭୁବନେଶ୍ୱର: ରାଜ୍ୟ ଦିନକୁ ବିଗୁଡୁଛି କରୋନା ସ୍ଥିତି । ପ୍ରତିଦିନ ଗଡୁଛି ମୁଣ୍ଡ । ଆଜି ପୁଣି ଆଉ ୧୪ ଜଣଙ୍କ କରୋନାରେ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨କୁ ବୃଦ୍ଧି ପାଇଛି । ଆଜି କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବାଲେଶ୍ୱର,…

ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ମନା, ଧରାପଡିଲେ ୫୦୦୦ ଟଙ୍କା ଯାଏଁ ଫାଇନ୍

ପୁରୀ: ଏଣିକି ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ମନା । ମନ୍ଦିର ଭିତରକୁ ପାନ, ଗୁଟଖା ଖାଇ ପ୍ରବେଶ ଉପରେ କଟକଣା ଲଗାଯାଇଛି । କେବଳ ସେତିକି ନୁହେଁ ଶ୍ରୀମନ୍ଦିର ପରିସରରେ କୌଣସି ସେବାୟତ ଯଦି ପାନ ଛେପ ପକାନ୍ତି ତେବେ ତାଙ୍କଠାରୁ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯିବ । ପ୍ରଥମ ଏବଂ…

୨୨୫ ଟଙ୍କାରେ କରୋନା ଟିକା !

ନୂଆଦିଲ୍ଲୀ: ଭାରତୀୟଙ୍କୁ ୨୨୫ ଟଙ୍କାରେ କରୋନା ଟିକା ଯୋଗାଇବ ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଏହାସହ ବିଶ୍ୱର ଅନ୍ୟ ପଛୁଆ ଦେଶରେ ସସ୍ତା ଦରରେ ଏହି ଟିକା ବିତରଣ କରାଯିବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ପ୍ରାୟ ୨୦ କୋଟି ଟିକା ଉତ୍ପାଦନ…

କମୁଛି କରୋନା ସଂକ୍ରମଣ, ତୃତୀୟ ଦିନ ପାଇଁ ୪ ହଜାର ତଳେ ପଜିଟିଭ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ ସଂଖ୍ୟା । କରୋନାକୁ ଲାଗିଛି ବ୍ରେକ୍ । ଆଜି ତୃତୀୟ ଦିନ ପାଇଁ ଓଡ଼ିଶାରେ ୪ ହଜାର ତଳେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଆଣିଛି ସାମାନ୍ୟ ଆଶ୍ୱସ୍ତିକର ଖବର । ଗତ ୨୪ ଘଂଟାରେ ୩୦ ଜିଲ୍ଲାରୁ ୩୦୬୭ ନୂଆ କରୋନା ଆକ୍ରାନ୍ତ…

ପୁଣି ଆଉ ୫ ବିଧାୟକଙ୍କୁ କରୋନା

ଭୁବନେଶ୍ୱର: ଆଜିଠୁ ବିଧାନସଭାର ମୌସୁମୀ ଅଧିବେନଶ । ତେବେ ଏହା ପୂର୍ବରୁ କରୋନା କବଳରେ ମନ୍ତ୍ରୀ ଓ ବିଧାୟକ । ଏବେ ଆଉ ୫ ଜଣ ବିଧାୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିକ୍ରମ ପଣ୍ଡା, ଅଙ୍ଗଦ କଅର, ସୋରଜ ମେହେର, ଜୟନ୍ତ ଷଡ଼ଙ୍ଗୀ ଓ ଭୁଦାନ ମୁର୍ମୁ କରୋନାରେ ସଂକ୍ରମିତ ହୋଇଛନ୍ତି । ଗତକାଲି…

ପ୍ରତି ୧୫ ଦିନରେ କୋଭିଡ ହସ୍ପିଟାଲର ହେବ ନିରାପତ୍ତା ଯାଞ୍ଚ

ଭୁବନେଶ୍ୱର: ଏଣିକି ପ୍ରତି ୧୫ ଦିନରେ ହେବ ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲର ଅଗ୍ନି ନିରାପତ୍ତା ଯାଞ୍ଚ । ଏନେଇ ଅଗ୍ନିଶମ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ସିଫ୍ଟରେ ସେମାନଙ୍କ ମଧ୍ୟରୁ ଜଣେ କର୍ମଚାରୀଙ୍କୁ ଜରୁରୀକାଳୀନ ରେସପନ୍ସ ଅଫିସର ଭାବରେ ନିଯୁକ୍ତ କରିବାକୁ ଏହି ନିର୍ଦ୍ଦେଶରେ…