Latest Odisha News

BREAKING NEWS

Browsing Tag

COVID-19

ହଟସ୍ପଟରୁ ନୟାଗଡ ଆସିଲେ ୧୪ ଦିନ କ୍ୱାରେଂଟିନ୍‌ ବାଧ୍ୟ

ନୟାଗଡ: ଏଣିକି ଆପଣ ଯଦି ରାଜ୍ୟର କୌଣସି ହଟସ୍ପଟ୍ ଜିଲ୍ଲାରୁ ନୟାଗଡ ଯାଉଛନ୍ତି, ତେବେ ୧୪ ଦିନ ପାଇଁ ସରକାରୀ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ପୋମା ଟୁଡୁ । ତେବେ ନୟାଗଡକୁ ଆସୁଥିବା ସରକାରୀ ଅଧିକାରୀ କିମ୍ବା ବ୍ୟବସାୟୀ ଯଦି ୭୨…

ସୁସ୍ଥ ହେଲେ ପୁଣି ୩୯୦ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି ସଂକ୍ରମଣ । ଏହାରି ଭିତରେ ଆସିଛି ଏକ ଆଶ୍ୱସ୍ତିକର ଖବର । ଆଜି ପୁଣି ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୩୯୦ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆରୋଗ୍ୟ ସଂଖ୍ୟା ୮୭୫୦ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…

କଟକରେ ଅଧାରୁ ଅଧିକ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଚିହ୍ନଟ

କଟକ: ସିଲଭର ସିଟି କଟକରରେ ମାଡି ଚାଲିଛି କରୋନା । ଦିନକୁ ଦିନ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଏଯାଏଁ କଟକରେ ୨୪୮ଟି ପିଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିରୁ ଅଧାରୁ ଅଧିକ ସଂକ୍ରମିତ ସହରର ବିଭିନ୍ନ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି । ସିଏମ୍‌ସି କମିଶନର ଅନନ୍ୟା ଦାସ ଓ କୃଷି ସଚିବ ସୌରଭ…

ମାଲକାନଗିିରି ମ୍ୟୁନିସିପାଲଟି ଓ ବାଲିମେଳା ଏନ୍‌ଏସି ସଟ୍‌ଡାଉନ୍‌

ମାଲକାନଗିରି: ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା ଏନ୍‌ଏସିକୁ ସମ୍ପୂର୍ଣ୍ଣ ଭାବେ ସଟ୍‌ଡାଉନ୍‌ କରାଯାଇଛି। ଆସନ୍ତାକାଲି ମଧ୍ୟରାତ୍ରରୁ ୧୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ନେଇ ଘୋଷଣା ହୋଇଛି। ଆଜି ଜିଲ୍ଲାରୁ ୩୬ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏଭଳି…

ରାଜଧାନୀରେ ପୁଣି ୬୪ କରୋନା ସଂକ୍ରମିତ, ୧୩ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଇଛି କରୋନା । ଲାଗୁନି ବ୍ରେକ୍‌, ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଅଧିକ ଚିନ୍ତା ବଢ଼ାଇଛି ସ୍ଥାନୀୟ ସଂକ୍ରମଣ । ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬ ଜଣ କ୍ୱାରେଂଟାଇନ୍…

କରୋନା ଆକ୍ରାନ୍ତ ରାଜ୍ୟର ଦ୍ୱିତୀୟ ସାମ୍ବାଦିକଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ରାଜ୍ୟ ଦ୍ୱିତୀୟ ସାମ୍ବାଦିକ ଭାବେ ଗଜପତି ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏକ ତେଲୁଗୁ ଖବର କାଗଜରେ ସେ ସାମ୍ବାଦିକ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ…

ଐଶ୍ଚର୍ଯ୍ୟା ଓ ଆରାଧ୍ୟା ମଧ୍ୟ କରୋନା ପଜିଟିଭ୍‌

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୁ ଐଶ୍ଚର୍ଯ୍ୟା ରାୟ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ଝିଅ ଆରାଧ୍ୟା ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ଗତକାଲି ଉଭୟଙ୍କ ପରୀକ୍ଷା ହୋଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଥିଲା । ଆଜି ଦ୍ୱିତୀୟ ପର୍ଯ୍ୟାୟ…

ରାଜ୍ୟରେ ବଢ଼ିଲା ୧୪୪୧ କୋଭିଡ ଶଯ୍ୟା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କାୟା ମେଲାଉଛି କରୋନା । ଦିନକୁ ଦିନ ସାଂଘାତିକ ଭାବେ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର କୋଭିଡ ଶଯ୍ୟା ସଂଖ୍ୟା ବଢ଼ାଇଛନ୍ତି । କୋଭିଡ ହସ୍ପିଟାଲରେ ବଢ଼ିଛି ୧୪୪୧ କୋଭିଡ ଶଯ୍ୟା । ହାଇଟେକ ମେଡିକାଲ କଲେଜରେ ଆଉ ୫ ଶହ…

ରାଜ୍ୟ ପାଇଁ ଖୁସି ଖବର, ସୁସ୍ଥ ହେଲେ ଆଉ ୩୮୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ପୁଣି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୩୮୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୮୩୬୦ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି…

କରୋନା ହଟ୍‌ସ୍ପଟ ଜିଲ୍ଲାରେ କଟକଣାକୁ ଫୁ’, ବିରାଟ ଯଜ୍ଞ ସହ କଳସ ଶୋଭାଯାତ୍ରା

ଗଞ୍ଜାମ: ଗଂଜମାରେ କରୋନାରେ ସ୍ଥିତି ସଙ୍ଗୀନ । ୩୬ ଜଣଙ୍କ ମୃତ୍ୟୁ ଏବଂ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଗଂଜାମ ଜିଲ୍ଲାରୁ । ହଟ୍‌ସ୍ପଟ ଜିଲ୍ଲାରେ ପରିଣତ ହୋଇଛି ଗଂଜାମ ଜିଲ୍ଲା । ତେବେ ଏତେ ଆକ୍ରାନ୍ତ ଚିହ୍ନଟ ସତ୍ତ୍ୱେ ଏଠି ସରକାରୀ କଟକଣାକୁ ଫୁ କରିଦେଇଛନ୍ତି ଲୋକେ ।…