ମାଲକାନଗିରିରେ ୨୧ କରୋନା ପଜିଟିଭ୍ ଚିିହ୍ନଟ
ମାଲକାନଗିରି: ମାଲାକାନଗିରିରେ ୨୪ ଘଣ୍ଟା ମଧ୍ୟରେ ୨୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ମଙ୍ଗଳବାର ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି ।
ମିଳିଥିବା ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏକ ସଂଗରୋଧ କେନ୍ଦ୍ରରେ ଆଜି ୨୧ଟି…