Latest Odisha News

BREAKING NEWS

Browsing Tag

COVID-19

ଏହି ଗାଁର ଲୋକଙ୍କୁ ଏଯାଏ ଛୁଇଁପାରିନି କରୋନା

ନୂଆଦିଲ୍ଲୀ: ଗତ ଦୁଇ ମାସ ଧରି ସମଗ୍ର ଦେଶରେ କରୋନା ଦ୍ୱିତୀୟ ତରଙ୍ଗର ପ୍ରକୋପ ଜାରି ରହିଥିବା ବେଳେ କର୍ଣ୍ଣାଟକର ଧରୱାଡ ଜିଲ୍ଲାର ଏକ ଗ୍ରାମାକୁ ଏଯାଏ ପଶିପାରିନି ଏହି ମାରାତ୍ମକ ଭୂତାଣୁ। ଏହି ଗାଁର ଲୋକେ କେରାନାର ନିୟମାବଳୀକୁ ଦୃଢ ଭାବେ ଅନୁସରଣ କରୁଛନ୍ତି। ଯାହା ଫଳରେ ଏହି…

ସହରାଞ୍ଚଳ ଉଠାଦୋକାନୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍‌ଡାଉନ ଓ ସଟ୍‌ଡାଉନ ଘୋଷଣା କରାଯାଇଛି । କେବଳ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଦୋକାନଗୁଡିକୁ ଛାଡି ଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ଏସବୁ ଭିତରେ ବିଶେଷ କରି ସହରାଞ୍ଚଳରେ ଉଠାଦୋକାନ କରି…

ପରଲୋକରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ବିଜୟ ସାହୁ

ଭୁବନେଶ୍ୱର: ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ ସାହୁଙ୍କର ଆଜି ପରଲୋକ ହୋଇଛି । ଗତ କିଛି ଦିନ ହେଲା ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଆଜିସେଠାରେ ଚିକିତ୍ସାଧୀନ…

କରୋନା ଯୁଦ୍ଧରେ ହାରିଗଲେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର: ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟଶ୍ରୀ ରାଉତରାୟ । କରୋନାରେ ଆକ୍ରାନ୍ତ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ରାଉତରାୟଙ୍କର କିଛି ସମୟ ତଳେ ଦେହାନ୍ତ ହୋଇଛି । ମେ ମାସ ପ୍ରଥମ ସପ୍ତାହରେ ସେ ପଜିଟିଭ୍ ଥିବା ଜଣାପଡିଥିଲା । ମୃତ୍ୟୁ…

କକଟେଲ୍ ଔଷଧରେ ମରିବ କରୋନା ? ଦିଲ୍ଲୀରେ ଆରମ୍ଭ ହେଲା ପ୍ରୟୋଗ

ନୂଆଦିଲ୍ଲୀ: କରୋନାକୁ ମାତ୍ ଦେବାକୁ ଭାରତକୁ ମିଳିଲା ଆଉ ଏକ ଅସ୍ତ୍ର । କରୋନାକୁ ମାତ୍ ଦେବାରେ ସକ୍ଷମ କୁହାଯାଉଥିବା ମୋନୋକ୍ଲୋନଲ ଆଣ୍ଟିବଡ଼ି ଅର୍ଥାତ୍ କକଟେଲ୍ ଡ୍ରଗ୍ସର ପ୍ରୟୋଗ ଦେଶରେ ଆରମ୍ଭ ହୋଇଛି । ସ୍ୱିଜରଲ୍ୟାଣ୍ଡର ଔଷଧ କମ୍ପାନୀ ରୋଶେ ଓ ସିପ୍ଲା ଏହାକୁ ଭାରତରେ ଲଞ୍ଚ କରିଛନ୍ତି ।…

୭ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ଅନୁଗୁଳରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ହ୍ରାସ୍ ପାଇଛି । ଗତକାଲି ରାଜ୍ୟରେ ୧୧ ହଜାର ୬୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୬ ହଜାର ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ମାମଲା ୧ ହଜାରରୁ ଅଧିକ ରହୁଥିବା ବେଳେ ଆଜି ୬ ଶହ…

କରୋନାରେ ଆଖିବୁଜିଲେ ଆଉ ଜଣେ ସାମ୍ବାଦିକ

ଭୁବନେଶ୍ୱର: କରୋନାରେ ଆଖିବୁଜିଲେ ଆଉ ଜଣେ ସାମ୍ବାଦିକ। ଗତ କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସାମ୍ବାଦିକ ପ୍ରବୁଦ୍ଧ ଜଗଦେବଙ୍କ ଆଜି ସକାଳେ ଶେ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେଲା ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ । ସେହିଠାରେ…

ସ୍ୱାଧୀନତା ପରର ସବୁଠୁ ବଡ଼ ଆହ୍ୱାନ କରୋନା: ରଘୁରାମ ରାଜନ

ନୂଆଦିଲ୍ଲୀ: ମହାମାରୀ କରୋନା ସ୍ୱାଧୀନତା ପରର ଦେଶ ପାଇଁ ସବୁଠୁ ବଡ଼ ଆହ୍ୱାନ । ଦେଶ କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଥିବା ବେଳେ ଏମିତି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । ସେ କହିଛନ୍ତି, କେତେକ ସ୍ଥାନରେ ବିଭିନ୍ନ କାରଣକୁ ନେଇ ସରକାର ଲୋକଙ୍କୁ…

ଋଷ ଭ୍ୟାକ୍ସିନ୍ ସ୍ପୁଟନିକ୍ ଭିର ଡୋଜ୍ ପିଛା ଦେବାକୁ ପଡ଼ିବ ୯୯୫ ଟଙ୍କା

ନୂଆଦିଲ୍ଲୀ: କରୋନା ଟିକା ସ୍ପୁଟନିକ୍ ଭିର ଗୋଟିଏ ଡୋଜକୁ ଭାରତରେ ପ୍ରାୟ ୧ ହଜାର ଟଙ୍କା ଦେବାକୁ ପଡ଼ିବ । ଦେଶରେ ସ୍ପୁଟନିକ୍ ଭି ଆମଦାନୀ କରିଥିବା ଡ. ରେଡ୍ଡୀ ଲାବ୍ରୋରୋଟରୀ ପକ୍ଷରୁ ଏ ସୂଚନା ଦିଆଯାଇଛି । ଦେଶରେ ସ୍ପୁଟନିକ ଟିକାର ଗୋଟିଏ ଡୋଜ୍ ୯୯୫ ଟଙ୍କା ୪୦ ପଇସା ପଡ଼ିବ । ତେବେ, ଦେଶରେ…

କେନ୍ଦୁଝର ରାଙ୍କି କୋଭିଡ୍ ହସ୍ପିଟାଲରେ ସ୍ଥାପନ ହେଲା ଅକ୍ସିଜେନ୍ ସପ୍ଲାଏ ୟୁନିଟ୍

କେନ୍ଦୁଝର: ରାଙ୍କି କୋଭିଡ୍ ହସ୍ପିଟାଲରେ ଆଉ ରହିବନି ମେଡିକାଲ୍ ଅକ୍ସିଜେନ୍ ଅଭାବ । ମେଡିକାଲରେ ପିଏସ୍ଏ ଟେକ୍ନୋଲୋଜି ଅକ୍ସିଜେନ୍ ଜେନେରେଟର ମେସିନ୍ ସ୍ଥାପନ କରାଯାଇଛି । ଯାହାକି ରାଙ୍କି କୋଭିଡ୍ ହସ୍ପିଟାଲରେ ଅକ୍ସିଜେନ୍ ଚାହିଦାକୁ ପୂରଣ କରିପାରିବ । ମେଡିକାଲରେ ୪୫ଟି ଆଇସିୟୁ ଓ ୨୬ଟି…